viral ଭିଡ଼ିଓ-ସାମୀ ଗୀତରେ ଲାଇଭ ଡ଼୍ୟାନ୍ସ କଲେ ହିରୋଇନ ରଶ୍ମିକା…..ସାଉଥ କୁଇନ ଙ୍କର ଭାଇରଲ ହେଉଥିବା ରିଲ ଭିଡିଓ ଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

0 83

ତେବେ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଟଲିଉଡ଼ ଫିଲ୍ମ , “ପୁଷ୍ପା” ର ଏକ ଗୀତ “ସାମୀ” ବହୁତ ମାତ୍ରା ରେ ଚର୍ଚ୍ଚା ରେ ରହିଛି। ଏହି ଗୀତ ଟିକୁ ଆପଣ ପ୍ରାୟ ସମସ୍ତ ଙ୍କର ମୋବାଇଲ ରୁ ପାଇବେ ,ଏହି ଗୀତ କୁ ନେଇ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ଭିନ୍ନ କଳାକାର ଏବଂ ସେଲିବ୍ରେଟି ମାନ ଙ୍କୁ ଡ଼୍ୟାନ୍ସ କରିବାର ନଜର ରେ ଆସିଛନ୍ତି।ତେବେ ଏହି ଗୀତ ରେ ଟିକଟକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ରେ ଦେଖିବାକୁ ଲାଗିବେ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ର ଟେକ୍ନୋଲୋଜି ତଥା ଡିଜିଟାଲ ର ଯୁବରେ ଲୋକମାନେ ସୋସିଆଲ ମିଡ଼ିଆ କୁ ନିଜର ଗୁଣ ଦେଖାଇବା ର ପ୍ଲାଟଫର୍ମ ଭାବରେ ବାଚିଛନ୍ତି। ଯେଉଁ ସବୁ ନୂଆ ଏବଂ ଲୋକପ୍ରିୟ ଗୀତ କିମ୍ବା ଡାଇଲଗ ଆସୁଛି ତାହାକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ରିଲ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି। ତେବେ ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ପସନ୍ଦ କରୁଛନ୍ତି ଯାହା ତାଙ୍କୁ ଖୁସି ଦେଉଛି ମଧ୍ୟ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ , ଟଲିଉଡ଼ ବା ତେଲୁଗୁ ଫିଲ୍ମ “ପୁଷ୍ପା” କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମ ରେ ଆମ ଷ୍ଟାଇଲିସ ହିରୋ ଆଲୁ ଅର୍ଜୁନ ଏବଂ ଚୁଲବୁଲି ହିରୋଇନ ରଶ୍ମିକା ଙ୍କର ଅଭିନୟ ଲୋକଙ୍କୁ ବହୁତ ଆକୃଷ୍ଟ କରିଛି। ତେବେ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ଏହି ଫିଲ୍ମ ର “ସାମୀ ସାମୀ” ଗୀତ ଟି ଏହି ଗୀତ ଟି ଲୋକଙ୍କୁ ଏତେ ଆକର୍ଷଣୀୟ କରିଛି କି ପ୍ରାୟ ସମସ୍ତେ ଏହାକୁ ନେଇ ରିଲ ଭିଡିଓ ବନାଉଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ରିଲ ଭିଡିଓ ଦେଖିବାକୁ ମିଳିଛି ଆଉ ଖୁବ ଭାଇରଲ ହେଉଛି ମଧ୍ୟ।

ତେବେ ଏହି “ସାମୀ ସାମୀ” ଗୀତ ରେ ରିଲ ଭିଡିଓ ବନେଇବା ପାଇଁ କିଏ ଜଙ୍ଗଲ କୁ ପସନ୍ଦ କରିଛନ୍ତି ତ କିଏ ସମୁଦ୍ର କୂଳରେ।ତେବେ ଅନେକ ଯୁବତୀ ତଥା ଟିକଟକ ଷ୍ଟାର ମାନେ ଏହି ଗୀତ ରେ ରିଲ ଭିଡିଓ ବନାଉଛନ୍ତି। ସମସ୍ତେ ନିଜ ନିଜ ଆନ୍ଦାଜ ରେ ଖୁବ ସୁନ୍ଦର ଭାବରେ ଏହି ଗୀତ କୁ ଭିଡିଓ ବନାଉଛନ୍ତି ,ଯେଉଁ ସବୁ ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କିନ୍ତୁ ଏମାନେ ଙ୍କୁ ପଛରେ ପକାଇଦେଵ ଆମ ସାଉଥ କୁଇନ ରଶ୍ମିକା ଙ୍କର ରିଲ ଭିଡିଓ।

ତେବେ ରଶ୍ମିକା ଏହି ଫିଲ୍ମ ରେ ନିଜେ ଏହି ସାମୀ ସାମୀ ଗୀତ ଟିରେ ଅଭିନୟ କରିଛନ୍ତି। ମାତ୍ର ତାଙ୍କର ଫିଲ୍ମ ଡ଼୍ୟାନ୍ସ ଠାରୁ ତାଙ୍କର ଏହି ରିଲ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବାରେ ଲାଗିଛି।ତେବେ ସେ ଲାଇଭ ଆସି ଏହି ଭିଡିଓ ଟିକୁ ନିଜ ଘରେ ସୁଟ କରିଛନ୍ତି, ଯେଉଁ ଥିରେ ସେ ହଟ ଡ୍ରେସ ରେ ବହୁତ ସୁନ୍ଦର ଲାଗୁଛନ୍ତି। ତେବେ ତାଙ୍କର ଏହି ଆନ୍ଦାଜ କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।ତେବେ ଆପଣ ମଧ୍ୟ ସେହି ଭିଡିଓ ଟିକୁ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।