viral video-ତୁ ଆଗରୁ କେତେ ଭଲ ଦେଖା ଯାଉ ଥିଲୁ । ଅଣ୍ଡା କଦଳୀ ଖାଉନି । ଏହି କଥା ଟିରେ ପପୁ ଗୀତ ଗାଇଲେ । ଗୀତଟି ବହୁତ ଭାଇରାଲ ହେବାରେ ଲାଗିଛି ।

0 1,226

ଏବେ ଓଡିଶା ରେ ଗୋଟେ ଗୀତ ବହୁତ ଭାଇରାଲ ହେବାରେ ଲାଗିଛି । ଗୀତ ଟି ଗାଇ ଛନ୍ତି ଓଡିଶା ର ସୁନାମ ଧନ୍ୟ କଳାକାର ପପୁ ପମ ପମ । ସେ ଜଣେ ଓଡିଶା ର ସୁ ନାମ ଧନ୍ୟ କଳାକାର
। କମେଡି ଜଗତ ରେ ସେ ବହୁତ ନାମ କମେଇ ଛନ୍ତି । ତେବେ ସେ ଆଜି ଯେଉଁ ଗୀତ ଗାଇ ଛନ୍ତି , ତୁ କିଏ ବେ । ଏକ ଘଟଣା କୁ ଆଖି ଆଗରେ ରଖି ଏହି ଗୀତ ଟି ପପୁ ଗାଇ ଛନ୍ତି । ଅଣ୍ଡା କଦଳୀ ଖାଉନୁ , ଆଗ ଅପେକ୍ଷା ଏବେ ବହୁତ ଝଡି ଗଲୁଣି । ଏହି ଗୀତ ରେ ଏହି ସବୁ ଶବ୍ଦ ବ୍ୟବହାର ହୋଇଛି । ତେବେ ଏହି ଗୀତ ଟି ଏବେ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଟିକୁ ଏବେ 20 ଲକ୍ଷ ଲୋକ ଦେଖି ସାରି ଥିବା ବେଳେ 50 ହଜାର ଲୋକ ଲାଇକ କରି ଛନ୍ତି । ତେବେ ଗୀତଟି ବହୁତ ଭାଇରାଲ ହୋଇଛି ।

ଏହି ଗୀତ ଟି ଗୋଟେ ଘଟଣା କୁ ଆଖି ଆଗରେ ରଖି ଗୀତ ଟି ଲେଖା ଯାଇଛି । ଯାହା ସେହି ଗୀତ ଟିରେ ପପୁ ନିଜର କଣ୍ଠ ପ୍ରଦାନ କରି ଛନ୍ତି । ତେବେ କଲେଜ କୁ ପିଲା ମାନେ କଣ ପାଇଁ ଯାଇ ଥାନ୍ତି । କଲେଜ ଏକ ବିଦ୍ୟା ମନ୍ଦିର ଅଟେ । ଆଉ ସେହି ବିଦ୍ୟା ମନ୍ଦିର ରେ ଗୁରୁଜୀ ହେଉ ଛନ୍ତି ଭଗବାନ । ଯେଉଁ ମାନେ କି ଆମେ କେମିତି ଦୁନିଆରେ କଥା କହି ପାରିବା ।

ନିଜର ସମାଜ ଆଗରେ ମୁଣ୍ଡ ଟେକି ବାଟ ଚାଲି ପାରିବା ତାହା ଆମକୁ ସୋଖେଇ ଥାନ୍ତି । ସେଥି ପାଇଁ ପିଲା ମାନେ କଲେଜ କୁ ଯାଇ ଥାନ୍ତି । ତେବେ ଆଜି କଲେଜ ରେ ଯାହା ହେଉଛି ତାହା ଆପଣ ମାନେ ସୁଣିଲେ ନିଜର ମୁଣ୍ଡ କୁ ତଳକୁ କରି ଦେବେ । ଆଜି କାଲି ର ପିଲା ମାନେ କଲେଜ ଯାଇ ନଲେଜ ଆଣୁ ଛନ୍ତି । ପ୍ରେମ କେମିତି କରା ଯାଇ ତାହା ମଧ୍ୟ ଶିଖୁ ଛନ୍ତି ।

ପିଲା ମାନେ କଲେଜ ରେ ଯାଇ ଯେମିତି ହେଉ ଛନ୍ତି । ଠିକ ସେହି ଭଳି ଶିକ୍ଷକ ମାନେ ମଧ୍ୟ ହେଉ ଛନ୍ତି । ଆଇ କାର୍ଡ ବାହାନା ରେ ଝିଅ ର ଦେହ କୁ ଧରୁ ଛନ୍ତି ଶିକ୍ଷକ ମାନେ । ଆଉ କହୁ ଛନ୍ତି ତୁ ଆଗରୁ କେତେ ଭଲ ଦେଖା ଯାଉ ଥିଲୁ । ଏବେ ଝଡି ଗଲୁଣି , ଅଣ୍ଡା କଦଳୀ ଖାଉନି ।

ଏହି ଭଳି ଭାବରେ ଶିକ୍ଷକ ମାନେ ଛାତ୍ରୀ ମାନଙ୍କ ସହ ବ୍ୟବହାର କରୁ ଛନ୍ତି । ଏହି ସବୁ କଥା କୁ ନେଇକି ଗୋଟେ ଗୀତ ବାହାରିଛି । ଯାହା ସେହି ଗୀତ ଟିରେ ପପୁ ପମ ପମ ନିଜର କଣ୍ଠ କୁ ଦାନ କରି ଛନ୍ତି । ଏବେ ଏହି ଗୀତ ଟି ବହୁତ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।