ollywood news- ଦେଖନ୍ତୁ ନିଜ ଗାଁ ରେ ହିରୋ Babushan ଙ୍କ ନିଆଁରା ଆନ୍ଦାଜ ରେ ମସ୍ତି… ଦେଖନ୍ତୁ ଭିଡ଼ିଓ

0 600

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ। ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି। ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। ଡ୍ୟାନ୍ସ ଦେଖିବାକୁ ତ ଆପଣ ନିଶ୍ଚିତ ଭଲ ପାଉଥିବେ।

ନୃତ୍ୟ ଏବଂ ସଙ୍ଗୀତ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନୃତ୍ୟ ଏବଂ ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ତେଣୁ ଯେତେବେଳେ ବି କେସ ନାଚିବାର ଦେଖିବାକୁ ପାଉ ସେତେବେଳେ ଆମକୁ ଟିକିଏ ହେଲେ ମଧ୍ୟ ଦେଖିବା ପାଇଁ ଇଛା ହୋଇଥାଏ। ଏହା ଏକ ଭିନ୍ନ ଖୁସି ଦେଇଥାଏ।


ତେବେ ଓଡ଼ିଆ ସିନେ ଜଗତର ଜଣେ ଲୋକପ୍ରିୟ କଳାକାର ଭାବରେ ନାୟକ ବାବୁସାନ ଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ବାବୁସାନ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସିଛନ୍ତି ଏବଂ ଦମଦାର ଅଭିନୟ କରିଛନ୍ତି।ତାଙ୍କ ଅଭିନୀତ ସିନେମା ସବୁ ବହୁତ ସୁପରହିଟ୍ ହୋଇଥାଏ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନଲୋଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ସିନେମା ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଏହି ଅଭିନେତା ଜଣକ ଓଲିଉଡ଼ ର ଚକୋଲେଟ୍ ହିରୋ ଭାବରେ ମଧ୍ୟ ପରିଗଣିତ ହୁଅନ୍ତି। ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ୍ ଷ୍ଟାଇଲ ଏବଂ ତାଙ୍କର ବ୍ୟକ୍ତିତ୍ୱ ପାଇଁ ଅଭିନୟ ଜଗତରେ ବେଶ୍ ଚର୍ଚ୍ଚିତ ରହିଥାନ୍ତି। ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶା ର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦ ର ଅଭିନେତା। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଚକୋଲେଟ୍ ହିରୋ।

ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ତା ଗାଁ ରେ ସୁପରହିଟ୍ ସାଉଥ୍ ଫିଲ୍ମ ପୁଷ୍ପା ର ଏକ ଗୀତ ସାମି ସାମି ରେ ଡ୍ୟାନ୍ସ ଦେଖାଇଛନ୍ତି। ଏହା ବ୍ୟତୀତ ସେ ତାଙ୍କ ସାଙ୍ଗ ସହିତ ଅନ୍ଯ ଗୀତରେ ମଧ୍ୟ ଡ୍ୟାନ୍ସ ଦେଖାଇଥିବାର ନଜର ଆସିଛନ୍ତି। ତେବେ ଏହି ଫିଲ୍ମ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଫିଲ୍ମ କୁ ସମସ୍ତେ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।