ଦେଖନ୍ତୁ Exclusive Video ବ୍ରିଜ ରୁ ତଳକୁ ଖସିଲା କାର, 7 ଜଣ ମେଡ଼ିକାଲ ଛାତ୍ର ମୃତ ….

0 353

ଆଜି କାଲି ଦୁନିଆଁ ରେ ଅନେକ ଘଟଣା ଘଟି ଥାଏ ଯାହା ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଦେଖି ଥାଉ | ଆପଣ ତ ଜାଣନ୍ତି ଯେ ଆଗ କାଳରେ ଏତେ ଟା ଗାଡ଼ି ମଟର ଆଦି ନଥିଲା ସମସ୍ତେ ପ୍ରାୟ ଲୋକ ଚାଲି ଚାଲି ଯିବା ଆସିବା କରୁ ଥିଲେ ନହେଲେ ସାଇକେଲ ମାଧ୍ୟମ ରେ ଯାଉ ଥିଲେ | କିନ୍ତୁ ଆଜି କାଲି ର ଦୁନିଆଁ ରେ ସମସ୍ତ ଙ୍କ ଘରେ ଯେତେ ଜଣ ଲୋକ ସେତେଟା ଗାଡ଼ି ଆଉ ତା ସହିତ ପକ୍କା ରାସ୍ତା ମଧ୍ୟ |

ତେବେ କଥାରେ ମଧ୍ୟ ଅଛି ଯେ ଯେତେ ସୁବିଧା ସେତେ ଅସୁବିଧା ମଧ୍ୟ ପକ୍କା ରାସ୍ତା ଓ ଯାନବାହାନ ଚଳାଚଳ ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଦେଖିବାକୁ ମଧ୍ୟ ମିଳି ଥାଏ | ଆଉ ଏହି ସଡ଼କ ଦୁର୍ଘଟଣା ରେ ଅନେକ ଆହତ ହୋଇ ଜୀବନ ମଧ୍ୟ ଚାଲି ଯାଇଛି |
ତେବେ ପୁଣି ସେଭଳି ଏକ ଭୟାନକ ଦୁର୍ଘଟଣା ଦେଖିବା ପାଇଁ ମିଳିଛି ଯାହାକୁ ଜାଣିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ | ତେବେ ସୂଚନା ଅନୁଯାଇ ମହାରାଷ୍ଟ୍ର ସେଲସରା ରେ ଏକ ମର୍ମତ ସଡ଼କ ଦୁର୍ଘଟଣା ହୋଇଛି | ବିଳମ୍ବିତ ରାତ୍ରି ରେ ଏକ କାର ଭାରସାମ୍ୟ ହରାଇ ବ୍ରିଚ ରୁ ତଳକୁ ଖସି ପଡ଼ିଛି | ଆଉ ଏହି କାର ରେ 7 ଜଣ ଯୁବକ ଥିଲେ ଯେଉଁ ମାନେ କି ପ୍ରଥମ ବର୍ଷ ମେଡିକାର ଛାତ୍ର ଅଟନ୍ତି ଆଉ ଯାହାଙ୍କର ସେହି ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟି ଯାଇଛି |

ତେବେ ସେହି 7 ଜଣ ମୃତକ ଙ୍କ ମଧ୍ୟରୁ ପିରର ବିଜେପି ବିଧାୟକ ଙ୍କ ପୁଅ ଆବିଷ୍କାର ରାହାଙ୍ଗଡ଼ା ର ମୃତ୍ୟୁ ହୋଇଛି | ତେବେ ଏହି ଦୁର୍ଘଟଣା ରେ ମୃତକ ଙ୍କ ପରିବାର କୁ ଦୁଇ ଲକ୍ଷ ଏବଂ ଆହତ ଙ୍କ ପରିବାର କୁ 50 ହଜାର ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |

ସୂଚନା ଅନୁଯାଇ କାର ଟି ବହୁତ ବିଳମ୍ବିତ ରାତି ରେ ଅରଧା ଯାଉ ଥିବା ବେଳେ ସେଲସରା ନିକଟରେ ଥିବା ଏକ ବ୍ରିଚ ତଳକୁ କାର ଟି ଖସି ପଡି ଥିଲା ଫଳରେ ଏକ ଭୟଙ୍କର ଦୁର୍ଘଟଣା ହୋଇ ଥିଲା | ମୃତକ ଛାତ୍ର ଙ୍କ ପରିବାର ରେ ଏବେ ଶୋକ ର ଛାୟା ଖେଳି ଯାଇଛି ଏବଂ ଏହି ଘଟଣା ଟି ଏବେ ଚାରି ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ ଆଜି କାଲି ଏହି ସଡ଼କ ରେ ଗାଡ଼ି ଚଳାଇ ଯାଉ ଥିବା ସମୟ ରେ ସାବଧାନତା ସହ ଯିବା ଉଚିତ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।