ଦେଖନ୍ତୁ Shocking ଭିଡିଓ – ଛେଳି ଛୁଆକୁ ବଞ୍ଚେଇବାକୁ ଯାଇ ନିଜ ଜୀବନ କୁ ବାଜି ଲଗାଇଲେ ଏହି ବ୍ୟକ୍ତି..ପୁରା ଭିଡିଓ ଦେଖିଲେ ହୋସ ରହିବନି

0 56

ଆମ ସମାଜ ରେ ବେଳେ ବେଳେ କିଛି ଏଭଳି ଘଟଣା ଦେଖିବାକୁ ମିଳେ ଯାହା ବହୁତ ଭୟଙ୍କର ସହିତ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ | ଆମର ଏହି ଦୁନିଆଁ ରେ ଅନେକ ଦୁର୍ନୀତି କାର୍ଯ୍ୟ ହୋଇ ଥାଏ ସତ କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଏଭଳି ଲୋକ ଅଛନ୍ତି ଯେଉଁ ମାନଙ୍କ ଶରୀର ରେ ଏବେ ମଧ୍ୟ ମଣିଷପଣିଆ ବଞ୍ଚି ରହିଛି | ଏମିତି ବହୁତ କିଛି ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖି ଥିବେ ଯେ କିଛି ଲୋକ ଅଛନ୍ତି ଯେଉଁ ମାନେ ପଶୁ ପକ୍ଷୀ କୁ ବିପଦ ମୁହଁରୁ ଉଦ୍ଧାର କରି ଥାଆନ୍ତି | ସେଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯେଉଁଠି ଜଣେ ଯୁବକ ନିଜ ଜୀବନ କୁ ବାଜି ରେ ଲଗାଇ ଏକ ପଶୁ ର ଜୀବନ କୁ ରକ୍ଷା କରିଛି |

ଏକ ଛେଳି ଛୁଆକୁ ଉଦ୍ଧାର କରିବାକୁ ଯାଇ ଜଣେ ବ୍ୟକ୍ତି ନିଜ ଜୀବନ କୁ ବିପଦ ରେ ପକାଇ ଛେଳି ଛୁଆକୁ ବଞ୍ଚାଇଛନ୍ତି ଆଉ ଏକ ଭୟଙ୍କର ଗାତ ରେ ନିଜେ ପଶୁଛନ୍ତି | ଆପଣ ପଶୁ ଉଦ୍ଧାର କରିବାର ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖି ଥିବେ |

ଆଉ ଏଥିପାଇଁ ଲୋକ ମାନେ ଉଦ୍ଧାର କାରୀ ଦଳ କୁ ଖୁବ ପ୍ରଶଂସା ମଧ୍ୟ କରି ଥାଆନ୍ତି | ଏପରି ବ୍ୟକ୍ତି ଙ୍କୁ ସୋସିଆଲ ମିଡ଼ିଆ ବ୍ୟବହାର କାରୀ ଭଗବାନ ବୋଲି ଭାବି ଥାଆନ୍ତି | କିନ୍ତୁ ଏହି ଭିଡ଼ିଓ କୁ ଦେଖି ଆପଣ ବୁଝି ପାରିବେ ଯେ କିଭଳି ନିଜ ଜୀବନ କୁ ନିଜେ ସେ ବିପଦ ରେ ପକାଇଛନ୍ତି |


ଏହି ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଗୋଟିଏ ଛେଳି ଛୁଆ କୁ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ଏକ ଅଣଓସାରିଆ ଗାତ ରେ ନିଜ ମୁଣ୍ଡ କୁ ପୁରାଉଛନ୍ତି | ଆଉ କିଛି ବ୍ୟକ୍ତି ତାଙ୍କ ଶରୀର କୁ ଅଧା ରୁ ଅଧିକ ଯାଏଁ ଧରି ଭର୍ତ୍ତି କରୁଛନ୍ତି | ଏହି ଦୃଶ୍ୟ ଟି ବହୁତ ହିଁ ବିପଦ ଜନକ ଦେଖା ଯାଉଛି, କିନ୍ତୁ ଶେଷରେ ପୁଣି ସେହି ବ୍ୟକ୍ତି ମାନେ ତାଙ୍କୁ ଧରି ବାହାରକୁ ଟାଣି ନେଉଛନ୍ତି | ଆଉ ଭିଡ଼ିଓ ଟିରେ ଦେଖିବା ପାଇଁ ମିଳିଛି କି ବ୍ୟକ୍ତି ଜଣଙ୍କ ଏକ ଛେଳି ଛୁଆ କୁ ହାତରେ ଧରି ଆସିଛନ୍ତି |

ଭିଡ଼ିଓ ଟିକୁ ଦେଖି ସମସ୍ତେ ଚକିତ ହେବା ସହ ବ୍ୟକ୍ତି କୁ ଲୋକେ ଖୁବ ପ୍ରଶଂସା କରିଛନ୍ତି | ଭିଡ଼ିଓ ଟିକୁ ଆଇପିଏସ ଅଧିକାରୀ ରୁପେଶ ଶର୍ମା ନିଜ ଟୁଇଟର ଆକାଉଣ୍ଟ ରେ ସେୟାର କରିଛନ୍ତି | ତେବେ ବର୍ତ୍ତମାନ ସମୟ ରେ ଭିଡ଼ିଓ ଟି ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।