ପୁରୁଣା 2 ଟଙ୍କିଆ ଆପଣଙ୍କୁ କରିପାରେ ଲକ୍ଷପତି , ରତ ରାତି ହେବେ ମାଲେମାଲ… ଦେଖନ୍ତୁ କିପରି..

0 328

ଯଦି ଆମର ଭଗ୍ୟ ସାଥ ଦେଇଥାଏ ତାହାଲେ ସାମାନ୍ୟ ଜିନିଷ ମଧ୍ୟ ଆମର ଭାଗ୍ୟ ବଦଳି ଦେଇଥାଏ। ଅନେକ ସମୟରେ ଆପଣମାନେ ଦେଖିଥିବେ ଯେ ଅନେକ ପୁରୁଣା ଜିନିଷ ଥାଏ ଯାହାର ମୂଲ୍ୟ ବହୁତ ଥାଏ। ଯେପରି ବ୍ରିଟିଶ କାଳର ପୁରୁଣା ଜିନିଷ ପଇସା ଅନ୍ୟାନ୍ୟ ଜିନିଷ ଲୋକ ମାନେ କିଣିଥାନ୍ତି। କିଛି ଲୋକ ଅଛନ୍ତି ନିଜର ସଉକ ପାଇଁ କିଣି ଥାନ୍ତି। ଏହା ବ୍ୟତୀତ ସରକାର ମଧ୍ୟ ବିଭିନ୍ନ ପ୍ରକାର ତଥ୍ୟ ଆଧାର ରେ ଏହି ସବୁ ପୁରୁଣା ଜିନିଷକୁ କିଣି ଥାନ୍ତି। ସେଥିପାଇଁ ଅନେକ ପଇସା ଦେଇଥାନ୍ତି। ବର୍ତମାନ ସମୟରେ ବିଭିନ୍ନ ୱେବ୍ସାଇଟରେ କ୍ରୟ ଏବଂ ବିକ୍ରୟ ହେଉଛି।

ପୁରୁଣା ମୁଦ୍ରା ସଂଗ୍ରହ କରୁଥିବା ଲୋକମାନଙ୍କ ପାଇଁ ଖୁସିର ଖବର ସେମାନେ ଏବେ ଘରେ ବସି ପୁରୁଣା ମୁଦ୍ରାକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିବା ସହ ଖୁବ ଭଳ ରୋଜଗାର କରିପାରିବେ କାରଣ 2 ଟଙ୍କା ବଦଳରେ ଆପଣଙ୍କୁ ମିଳିପାରିବ 5 ଲକ୍ଷ ଟଙ୍କା । ତେବେ ଆଜି ଆମେ ଆପଣଙ୍କୁ ଏହି ପୁରୁଣା 2 ଟଙ୍କିଆ ନୋଟ ବିଷୟରେ ଅବଗତ କରେଇବୁ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ ।

ତେବେ ଯଦି ଆପଣଙ୍କ ପାଖରେ 1994 ମସିହାର 2 ଟଙ୍କିଆ କଏନ ଥାଏ ଏବଂ ଏହା ପଛରେ ଭାରତର ମାନଚିତ୍ର ଅଛି । ତାହେଲେ କ୍ବକର ୱେବସାଇଟରେ ଏହି କଏନର ମୂଲ୍ୟ 5 ଲକ୍ଷ ରହିଛି । ଯଦି ଆପଣ ମାନଙ୍କୁ ବିଶ୍ବାସ ନ ହେଉଛି ତାହେଲେ ସେହି ୱେବସାଇଟ ଭିଜିଟ୍ କରନ୍ତୁ ନିଶ୍ଚିତ ଭାବରେ ଜାଣିପାରିବେ ।

ତେବେ ଆପଣଙ୍କ ପାଖରେ ଯଦି ଏହି ମସିହାର କଏନ ଅଛି କିମ୍ବା ଆପଣ କାହା ଟାରୁ ଆଣି ପାରିବେ ତାହେଲେ ଆପଣଙ୍କ ଭାଗ୍ୟ ବଦଳିଯାଇ ପାରିବ । ଯଦି ଅନ୍ୟ ପଇସା ଦେଖିବା ସ୍ବାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆ 1 ଟଙ୍କା କଏନ ମୂଲ୍ୟ 2 ଲକ୍ଷ ଟଙ୍କା ରହିଛି । ଏହା ସହିତ 1 ଟଙ୍କିଆ ବ୍ରିଟସ୍ ଅମଳର ମୂଲ୍ୟ 9 ଲକ୍ଷ ଟଙ୍କା ରହିଛି ।


ଯଦି ଆପଣଙ୍କ ପାଖରେ ଏହି କୌଣସି ନୋଟ ରୁ ଗୋଟିଏ ନୋଟ ରହିଛି ତେବେ ଆପଣ ମାନେ କଏନ ବଜାର ୱେବ ସାଇଟକୁ ଯାଇ ସେଥିରେ ନିଜ ନାମ , ଇମେଲ ଆଇଡି , ସଂପୂର୍ଣ୍ଣ ଠିକଣା ବିବରଣୀ ଦେଇ ଏକ ଆକାଉଣ୍ଟ ଏଡ କରିବାକୁ ପଡିବ ।ଏହା ପରେ ହିଁ ସେମାନେ ୱେବ ସାଇଟରେ ଅନଲାଇନ ମାଧ୍ୟମରେ ସେହି ପୁରୁଣା ନୋଟକୁ ବିକ୍ରି କରିପାରିବେ ।

ଏହା ସହିତ ନୋଟର ଅଧିକ ମୂଲ୍ୟ ନିର୍ଦ୍ଧାରଣ ମଧ୍ୟ କରାଯାଇପାରିବ ଫଳରେ ଏହି ମୁଦ୍ରା କିଣିବାକୁ ଆଗ୍ରହୀ ଥିବା ବ୍ୟକ୍ତି ମାନେ ଏଥିର ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ସୂଚନା ରହିଛି । ତେବେ ଯଦି ଆପଣଙ୍କ ପାକରେ ଏହି ପୁରୁଣା ନୋଟ ରହିଛି ତେବେ ଆପଣ ଏହି ପ୍ରକ୍ରିୟା ଅବଲମ୍ବନ କରି ଟଙ୍କା ସଂଗ୍ରହ କରନ୍ତୁ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।