ବାପାଙ୍କଠାରୁ ଶକ୍ତ ଚାପୁଡା ଖାଇଲେ ଭାରତର ଏହି କ୍ରିକେଟର, ଭିଡିଓ ଭାଇରାଲ..

0 239

ପ୍ରତିଦିନ ଆମେ ମାନେ ବିଭିନ୍ନ ପ୍ରକାର ଘଟଣା ସଂପର୍କରେ ଅବଗତ ହୋଇଥାଉ ଏପରିକି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଘଟଣା ଗୁଡିକ ଭାଇରାଲ ହେବାରେ ଲାଗିଥାଏ । ଆମେ ମାନେ ସୋସିଆଲ ମିଡିଆରେ ଅନେକ ସମୟରେ ଆକ୍ଟିଭ ରହିଥାଉ ଏପରିକି ଆକ୍ଟିଭ ରହିକରି ବିଭିନ୍ନ କଳାକାର ତଥା କ୍ରିକେଟର ମାନଙ୍କ ବିଷୟରେ କିଛି କଥା ମଧ୍ୟ ଜାଣିବାକୁ ଚେଷ୍ଟା କରିଥାଉ ।

ଏହା ସହିତ ଅନେକ ସମୟରେ ସୋସିଆଲ ମିଡିଆରେ କ୍ରିକେଟର ମାନଙ୍କର କିଛି ବ୍ୟକ୍ତିଗତ କଥା ମଧ୍ୟ ଭାଇରାଲ ହୋଇଥାଏ ଯେଉଥିପାଇଁ ସେମାନେ ବହୁତ ଚର୍ଚ୍ଚାରେ ରହିଥାନ୍ତି। ଆଜି ଆମେ ଆପଣ ମାନଙ୍କୁ ସେହିପରି ଜଣେ କ୍ରିକେଟର ଙ୍କ ବିଷୟରେ କହିବୁ ଯିଏ କି ନିଜର ଗୋଟିଏ ରିଲ୍ସ ପାଇଁ ବହୁତ ଚର୍ଚ୍ଚାକୁ ଆସିଛନ୍ତି ।

ଆମ ଭାରତର ଜାତୀୟ ଖେଳ ହକି, କିନ୍ତୁ ଯଦି ଦେଖିବା କ୍ରିକେଟକୁ ଆମ ଲୋକମାନେ ଅଧିକ ପ୍ରାଧନ୍ୟ ଦେଇଥାନ୍ତି । ତେବେ ଆମେ ଆଜି ସେହି ପରି ଜଣେ କ୍ରିକେଟର ଙ୍କ ବିଷୟ ରେ ଆପଣ ଙ୍କୁ ଜଣେଇବୁ ଯିଏକି ସର୍ବଦା ଲାଇମଲାଇଟ୍ ରେ ରହିଥାନ୍ତି । ତେବେ ସର୍ବଦା ଲାଇମଲାଇଟ ରେ ରହିଥାନ୍ତି ଭାରତୀୟ ଦଳର ଷ୍ଟାର ଓପନର ଶିଖର ଧଓ୍ୱନ ।

ଏଥିପାଇଁ ସେ ଫ୍ୟାନ୍ସ ଙ୍କ ପାଖ ରେ ଗବ୍ବର ନାମ ର ବେଶ ଫେମସ୍ । କ୍ରିକେଟ ବ୍ୟତୀତ ନିଜ ପର୍ସନାଲ ଲାଇଫ ବିଷୟ ରେ ସେ ବେଶ ଚର୍ଚ୍ଚିତ । ଇନଷ୍ଟା ହେଉ ଅବା ଟ୍ୱିଟରରେ ରହିଛି ତାଙ୍କର ଲୋକ ପ୍ରିୟତା । କିଛି ନହେଲେ ତାଙ୍କ ଡ୍ୟାନ୍ସର ମଜ୍ଜାଦାର ଷ୍ଟେପ ସବୁ ସୋସିଆଲ ମିଡିଆ ରେ ଭାଇରାଲ ହୋଇ ଥାଏ ।

 

View this post on Instagram

 

A post shared by Shikhar Dhawan (@shikhardofficial)


ହେଲେ ଏବେ କିନ୍ତୁ ସେ ନାଚ ଗୀତ ପାଇଁ ବରଂ ନିଜେ ମାଡ ଖାଉ ଥିବାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଭାଇରାଲ ହେବା ରେ ଲାଗିଛି । ତେବେ ମାଡ ସେ ବାହାରେ ନୁହେଁ ବରଂ ଘରେ ନିଜ ବାପାଙ୍କଠାରୁ ଖାଇଛନ୍ତି । ଇନଷ୍ଟାରେ ନିଜେ ଧଓ୍ୱନ ଏହାକୁ ସେୟାର କରିଛନ୍ତି ।

ଯାହାକୁ ଏବେ ସୁଦ୍ଧା 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । କମେଣ୍ଟ ମଧ୍ୟ ସେଭଳି ଆସିବା ରେ ଲାଗିଛି । ବାସ୍ତବ ରେ ଏହା ସତ୍ୟ ଘଟଣା ନୁହେଁ ବରଂ ଏହା ଏକ ରିଲ୍ । ଭିଡିଓ ରେ ବାପା ତାଙ୍କୁ କିଛି ପଞ୍ଜାବୀ ରେ ପଚାରୁଛନ୍ତି ଧଓ୍ୱନ ମଧ୍ୟ ଏହାର ପ୍ରତିକ୍ରିୟା ରଖୁଛନ୍ତି । ତେବେ ତାଙ୍କ ବାପା ରାଗି ଯାଇ ଧଓ୍ୱନ ଙ୍କୁ ଚାପୁଡା ପକାଉଛନ୍ତି । ବାସ୍ତବରେ ଏହି ଘଟଣା ସତ୍ୟ ନୁହେଁ ସାମାନ୍ୟ ଗୋଟିଏ ଭିଡିଓଟିଏ । କିନ୍ତୁ ସୋସିଆଲ ମିଡିଆ ରେ ଭାଇରାଲ ପରେ ଅନେକ ଫ୍ୟାନ୍ସ ଏହାକୁ ଖୁବ ପସନ୍ଦ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।