ପ୍ରବଚକ ଜିତୁ ଦାସ୍- ମାଂସ ଖାଇବା ସମୟରେ ତା ସହିତ ଆଉ କଣ ଖାଇବେ ନାହିଁ …ଜାଣିରଖନ୍ତୁ

0 57

ଆମେ ସବୁବେଳେ କହିଥାଉ ଏକ ଉକ୍ତି ଯାହା ହେଉଛି ” ସ୍ୱାସ୍ଥ୍ୟ ହିଁ ଜୀବନ ” ଏହି ଉକ୍ତି ଟିର ଅର୍ଟ ହେଉଛି ଏହା କି ଯେ ଆମର ସ୍ଵାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ। ଯଦି ଆପଣଙ୍କ ପାଖରେ ଏକ ଭଲ ଏବଂ ସୁସ୍ଥ ଶରୀର ରହିଛି ତ ଆପଣ ନିଜ ଜୀବନ ର ସମସ୍ତ ଦିଗ କି ଉପଭୋଗ କରିପାରିବେ ମାତ୍ର ଯଦି ଆପଣଙ୍କ ପାଖରେ ଏକ ସୁସ୍ଥ ଶରୀର ନାହିଁ ତେବେ ଆପଣ ଙ୍କର ପାଖରେ ଥିବା ସମସ୍ତ ଧନ , ମାନ ଓ ସମ୍ପତି ର କୌଣସି ମୁଲ୍ୟ ନାହିଁ । ତେବେ ଆମେ ଆଜି ଆପଣଙ୍କୁ ସୁସ୍ଥ ରହିବା ପାଇଁ ଏକ ସୁନ୍ଦର କଥା ଟିଏ କହିବାକୁ ଚାହୁଁଛୁ । ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ , ନିଜର ଏକ ସୁସ୍ଥ ଶରୀର ତଥା ସୁସ୍ଥ ମାନସିକତା ରଖିବା ପାଇଁ ଆପଣ ଙ୍କୁ କଣ କରିବାକୁ ପଡିଥାଏ ।

ଆଜିକାଲି ର ଲୋକମାନେ ମାଂସ ଖାଇବାକୁ ବହୁତ ପସନ୍ଦ କରନ୍ତି । ଏହା ଆମ ପାଇଁ ସ୍ୱାଦିଷ୍ଟ ହେବା ସହ ଲାଭଦାୟକ ମଧ୍ୟ ହୋଇଥାଏ । କିନ୍ତୁ ମାଂସ ଖାଇବା ପରେ ଏମିତି କିଛି ଖାଦ୍ୟ ରହିଛି ଯାହା ଖାଇବା ଉଚିତ ହୋଇନଥାଏ ।

ଏକ ଗବେଷଣା ରୁ ଜଣାଯାଇଛି ଯେ ମାଂସ ଖାଇବା ପରେ ଏହି 3ଟି ଜିନିଷ ଖାଇବା ଉଚିତ ନୁହେଁ। ଆଉ ଏହି 3ଟି ଜିନିଷ ଖାଇବା ଦ୍ବାରା ଏହା ଆମ ଶରୀରରେ ବିଷ ପାଲଟିଯାଇ ଆମର କ୍ଷତି କଟିଥାଏ ।ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

1.ରସୁଣ ;-
ମାଂସ୍ ଖାଇବା ପରେ କେବେ ହେଲେ ରସୁଣ ସେବନ କରନ୍ତୁ ନାହିଁ। ମାଂସ ଆମ ଶରୀର କୁ ଗରମ କରିଥାଏ ଏବଂ ରସୁଣ ମଧ୍ୟ ।ତେବେ ଯେତେବେଳେ ଆପଣ ମାଂସ ଖାଇବା ପରେ ରସୁଣ ଖାଉଛନ୍ତି ସେତେବେଳେ ଏହା ବିଷ ରେ ପରିବର୍ତ୍ତନ ହୋଇଯାଇଥାଏ ।ଆଉ ଆମ କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ ।କେବେ କେବେ ମାଂସ ପରେ ରସୁଣ ଖାଇଲେ ହୃତଘାତ ହେବାର ସମ୍ଭାବନା ମଧ୍ୟ ରହିଥାଏ ।

2.ଲେମ୍ବୁ ;-
ଯଦିଓ ଲୋକମାନେ ଯେକୌଣସି ମାଂସ ଖାଇବା ପରେ ଲେମ୍ବୁ ଖାଇବା କୁ ପସନ୍ଦ କରିଥାନ୍ତି ମାତ୍ର ଛେଳି ମାଂସ ଖାଇବା ପରେ ଲେମ୍ବୁ ଖାଇବା ଶରୀର ପ୍ରତି ହାନିକାରକ ହୋଇଥାଏ ।ଏହାକୁ ଖାଇବା ଦ୍ବାରା ଶରୀରର ତାପମାତ୍ରା ବଢିଯିବା ସହ ମୁଣ୍ଡ ବୁଲେଇ ବାନ୍ତି ହୋଇଥାଏ ।

3.ମହୁ ;-
ମାଂସ ଖାଇବା ପରେ କେବେ ବି ମହୁ ସେବନ କରନ୍ତୁ ନାହିଁ। ମାଂସ ଖାଇବା ପରେ ମହୁ ସେବନ କରିବା ଦ୍ୱାରା ଏଥିରେ ଥିବା ଉପାଦାନ ଗୁଡ଼ିକ ମାଂସ ସହ ମିଶି ଶରୀରରେ ଏକ ପ୍ରକାରର ଉତାପ ସୃଷ୍ଟି କରିଥାନ୍ତି ।ଯାହାକି ଆମ ଶରୀର ପାଇଁ ହାନିକାରକ ଅଟେ ।

ଏହାଛଡା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଏହାକୁ ନିଶ୍ଚତ ଭାବରେ ମନେ ରଖିବେ ଅନୁଭୂତି ଯୋଗମାଳା ବହିରେ ଲେଖା ଅଛି ଯେକୌଣସି ମାଂସ ଖାଇବା ସହିତ କ୍ଷୀର, ଗୁଡ ଏବଂ ବିରି ମାଂସ ସହିତ କେବେ ହେଲେ ଖାଇବେ ନାହିଁ ଯଦି ଏସବୁ ଖାଇବେ ତେବେ ସେହି ମଣିଷ କାଲା ହୋଇଥାଏ ତଥା କାନଦୋଷ ବାହାରେ ।