ଦେଖନ୍ତୁ VIRAL ଭିଡିଓ !ମଦ ପିଇ ରାସ୍ତା ମଝିରେ ଯୁବତୀ ଙ୍କ କଳାକାରନାମା…

0 118

ଆମ ଦେଶ ଦୁନିଆଁ ରେ ଅନେକ ଘଟଣା ଦେଖିବାକୁ ମିଳି ଥାଏ ଯାହା ଆମେ ସବୁ ସୋସିଆଲ ମିଡ଼ିଆ ଦ୍ୱାରା ଜାଣିବାକୁ ପାଇ ଥାଉ | ବେଳେ ବେଳେ କିଛି ଏମିତି ସବୁ ଘଟଣା ଦେଖିବାକୁ ମିଳେ ଯା ହା ବହୁତ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ଆଜି କାଲି ଯୁଗର କିଛି ଏଭଳି ବ୍ୟକ୍ତି ଅଛନ୍ତି ଯେଉଁ ମାନେ କିଛି ଏଭଳି କାର୍ଯ୍ୟ କରି ବସନ୍ତି ଯାହା ଦ୍ୱାରା ସେମାନେ ଲୋକ ହସା ହୋଇ ଥାଆନ୍ତି | ତେବେ ମଦ ହେଉଛି ଲୋକ ର ସବୁଠୁ ଆତ୍ମୀୟ ମଧ୍ୟ ଓ ଶତ୍ରୁ ମଧ୍ୟ ଯାହା କାହା ଘର ଭାଙ୍ଗି ରୋଜି ଚୁନା କରି ଦେଇ ଥାଏ ତ କାହାର ଲୋକ ହସା କାରଣ ସାଜି ଥାଏ |

ଏହି ମଦ କୁ ସେବନ କରିବା ଦ୍ୱାରା ଲୋକ ଭୁଲ କଣ ଠିକ କଣ ଜାଣି ପାରି ନଥାଏ ଏବଂ ମନ ମୁତାବକ କାର୍ଯ୍ୟ କରି ଖାଲି ଲଜ୍ଜିତ ହୋଇ ଥାଏ | ଥରେ ଏହାକୁ ସେବନ କଲେ ମଣିଷ ତାର ଭାରସାମ୍ୟ ହରାଇ ଲୋକ ଲଜ୍ଜିତ ହରକତ କରି ଥାଏ |

ତେବେ ଏହାକୁ କେବଳ ବ୍ୟକ୍ତି ପାନ କରନ୍ତି ତାହା ନୁହେଁ ବରଂ ଆଜି କାଲି ର କିଛି ଯୁବତୀ ଅଛନ୍ତି ଯେଉଁ ମାନେ ଏହାକୁ ସେବନ କରନ୍ତି ଆଉ ମଦ ପିଇ ବହୁତ ଲଜ୍ୟା ଜନକ ହରକତ କରନ୍ତି | ତେବେ ସେଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହିତ ହସି ହସି ଗଡ଼ି ଯିବେ |

ଘଟଣା ଟି ହେଉଛି ଏକ ଯୁବତୀ ମଦ ପିଇ ବିଚ ରାସ୍ତା ରେ ବୋବାଲ କରୁଛି ଆଉ ଏହାକୁ ଦେଖିବା ପାଇଁ ସେହି ସ୍ଥାନରେ ଜନ ଗହଳି ଲାଗି ରହିଛି | ସୂଚନା ଅନୁଯାଇ ଏଭଳି ଏକ ଦୃଶ୍ୟ ପୁରୀ ର ସମୁଦ୍ର କୂଳ ର ରାସ୍ତା ନିକଟରେ ଦେଖିବା ପାଇଁ ମିଳି ଥିଲା | ସେହି ସ୍ଥାନ କୁ ଯିଏ ବି ଦେଖିବ ସେ ଭାବିବ ଯେ ଏଠି କୌଣସି ମେଳା ଚାଲିଛି | ତେବେ ଯୁବତୀ ଜଣଙ୍କ କିଏ ତାହା ତ ସଠିକ ଭାବେ ଜଣା ନାହିଁ କିନ୍ତୁ ସେ ଏକ ଜିନ୍ସ ପିନ୍ଧି ସେହି ସ୍ଥାନ ରେ ଲୋକ ମାନଙ୍କୁ ଅଶ୍ଳୀଳ ଭାଷା ରେ ପାଟି ତୁଣ୍ଡ କରୁ ଥିବାର ଦେଖିବାକୁ ମିଳିଛି | ପାଟି ତୁଣ୍ଡ କରି ଯୁବତୀ ଜଣଙ୍କ ଏହା ମଧ୍ୟ କହୁଛନ୍ତି କି ଆହୁରି ଲୋକ ଗଦା ହୁଅ |

ସେଠାରେ ଥିବା ଲୋକ ମାନେ ମଧ୍ୟ କୋଉ କାର୍ଯ୍ୟ ରେ କମ ନୁହଁନ୍ତି କିଛି ଲୋକ ମଧ୍ୟ ଯୁବତୀ ଜଣଙ୍କୁ ଆହୁରି ଉସକେଇବା ପାଇଁ ଚେଷ୍ଟା କରୁଛନ୍ତି | ତେବେ ଘଟଣା ସ୍ଥଳ ରେ ଏତେ ହୋ ହାଲା ହୋଇ ଥିଲା କି ପରେ ପରେ ପୋଲିସ ମଧ୍ୟ ଆସି ପହଞ୍ଚି ଥିଲା | ଏହା ପରେ ଯୁବତୀ ଜଣଙ୍କ ପୋଲିସ ସହ ମଧ୍ୟ କିଛି ସମୟ ଯୁକ୍ତିତର୍କ କଲା ପରେ ପୋଲିସ ତାକୁ ଥାନା କୁ ନେଇ ଯାଇ ଥିଲା | ତେବେ ଏଭଳି ଦୃଶ୍ୟ ସମାଜ ପାଇଁ ବହୁତ ଲଜ୍ୟା ଜନକ ଅଟେ ଏବଂ ଏହା ଆଗାମୀ ଯୁବ ପିଢ଼ି ଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକାଇବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।