ଦେଖନ୍ତୁ ଭିଡିଓ ହଟାତ୍ କାହିଁକି ବିବାହ ବନ୍ଧନରେ ବାନ୍ଧି ହେଲେ ଲୋକପ୍ରିୟ ଅଭିନେତ୍ରୀ ଏଲିନ ସାମନ୍ତରାୟ…ollywood news

0 445

ଅନେକ ପିଲା ମାନଙ୍କ ର ଛୋଟ ବେଳୁ ଅଭିନୟ କରିବା ପାଇଁ ଖୁବ୍ ଇଛା ଥାଏ । ଇଛା ଥିଲେ ମଧ୍ୟ ତାଙ୍କୁ ବେଳେ ବେଳେ ସ୍କୋପ ମିଳି ପାରେ ନାହିଁ। କିନ୍ତୁ ଏମିତି କିଛି ଜଣ ଅଛନ୍ତି ଯେଉଁ ମାନେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ତାକୁ ଏଡାଇ ନିଜ ସ୍ବପ୍ନ କୁ ସାକାର କରିଛନ୍ତି। ସେମିତି ଜଣେ ହିରୋଇନ୍ ଅଟନ୍ତି ଏଲିନା ସାମନ୍ତରାୟ ।ତେବେ ସେ ତରଙ୍ଗ ଟିଭି ର ଗୋଟିଏ ଅଡିଶନ,’କିଏ ହେବ ମୋ ହିରୋଇନ୍ ‘ ଯେଉଁ ସୋ ରେ ସୁପରଷ୍ଟାର ଅରିନ୍ଦମ ଙ୍କ ପାଇଁ ହିରୋଇନ୍ ଖୋଜା ଯାଉଥିଲେ । ସେହି ସୋ ମାଧ୍ୟମ ରେ ଏଲିନା ସାମନ୍ତରାୟ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ପାଦ ଦେଇଥିଲେ ଆଉ ସେବେଠାରୁ ସେ କେବେ ଅଟକି ନାହାନ୍ତି। ନିଜ ଅଭିନୟ ଜରିଆ ରେ ଆଗକୁ ଆଗକୁ ବଢ଼ି ଚାଲିଛନ୍ତି । ବର୍ତ୍ତମାନ ସେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।

ଆପଣ ମାନେ ଜାଣିଛନ୍ତି ନିଜର ଅଭିନୟ ଏବଂ ସୁନ୍ଦରତା ର ଯାଦୁରେ ଦର୍ଶକଙ୍କୁ ପ୍ରଭାବିତ ଏବଂ ଆକର୍ଷିତ କରିଥାନ୍ତି ଓଡ଼ିଆ ସିନେମା ଜଗତର ଚୁଲବୁଲି ସୁନ୍ଦରୀ ନାୟିକା ଏଲିନା ସାମନ୍ତରାୟ।ସେ ଦେଖିବାକୁ ଯେମିତି ସୁନ୍ଦର, ତାଙ୍କର ଅଭିନୟ ମଧ୍ୟ ସେତିକି ହୃଦୟ ସ୍ପର୍ଶୀି ଅଟେ। ସୁନ୍ଦରତା ପାଇଁ ସେ ହଜାର ହଜାର ପ୍ରଶଂସକ ଙ୍କ ଦିୱାନା ପାଲଟିଛନ୍ତି। ସମସ୍ତେ ତାଙ୍କ ପାଇଁ ପାଗଳ। ସମସ୍ତଙ୍କ ହୃଦୟରେ ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବରେ ସେ ଏକ ସ୍ବତନ୍ତ୍ର ଛାପ ହୋଇ ରହି ଯାଇଛନ୍ତି।ଅନେକ ସଫଳ କଳାକାର ଏବଂ ବିଜ୍ଞ ସିନେମା ଜଗତ ର ପୁରୁଧା ମାନଙ୍କ ସହିତ କାମ କରିବାର ସୁଯୋଗ ମଧ୍ୟ ପାଇଲେ।


ତେବେ ବର୍ତ୍ତମାନ ଏଲିନା ଓଲିଉଡ୍ ଫିଲ୍ମ ଜଗତରେ ଏକ ଏପରି ସ୍ଥାନ ରେ ପହଁଞ୍ଚିଯାଇଛନ୍ତି କି ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ର ଏକ ନମ୍ବର ହିରୋଇନ୍ ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଆପଣଙ୍କୁ ଜଣାଇ ଦେଉଚୁ ସେ କେବଳ ଓଡିଆ ନୁହେଁ ବେଙ୍ଗଲି ଫିଲ୍ମ ରେ ମଧ୍ୟ ନିଜର ଜବରଦସ୍ତ ଅଭିନୟ ର ଜଲୱା ଦେଖାଇ ସାରିଛନ୍ତି ।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କ ର ଏକ ଏମିତି ଭିଡ଼ିଓ ଭାଇରାଲ ହେଉଛି ଯାହା କୁ ଦେଖିବା ପରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆହୁରି ଅଧିକ ହୋଇ ଯାଇ ଅଛନ୍ତି।ଏହା ସହିତ ତାଙ୍କ ଭିଡିଓ କୁ ବର୍ତ୍ତମାନ ଲାଇକ୍ ସେୟାର ଓ କମେଣ୍ଟ ରେ ଲୋକ ମାନେ ଭରି ଦେଉଅଛନ୍ତି।


ଏହି ଭାଇରାଲ ହୋଇଥିବା ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଏଲିନା ବୋହୁ ବେଶରେ ପୂରା ବ୍ରାଇଡଲ୍ ଲୁକ୍ ରେ ନଜର ଆସିଛନ୍ତି । ତେବେ ଯେଉଁ ଭିଡିଓକୁ ଦେଖି ତାଙ୍କର ପ୍ରଶଂସକ ମାନଙ୍କ ମନରେ ସନ୍ଦେହ ଆସିଛି ଯେ ଏଲିନା ଙ୍କ ବିବାହ ହେବାକୁ ଯାଉଛି । କିନ୍ତୁ ଆପଣ ମାନଙ୍କୁ ଆମେ କହି ରଖୁଛୁ କି ଏହା ତାଙ୍କର ବିବାହର କୌଣସି ଲୁକ୍ ନୁହେଁ ବରଂ ଏହା ହେଉଛି ତାଙ୍କର ଆଗକୁ ଆସୁଥିବା ଏକ ଫିଲ୍ମର ସୁଟିଂ ଲୁକ୍ ।

ଯେଉଁଥିରେ ତାଙ୍କର ବିବାହ ହେବାକୁ ଯାଉଛି ଏବଂ ସେହି କାରଣରୁ ସେ ବ୍ରାଇଡଲ୍ ଲୁକ୍ ରେ ନଜର ଆସିବା ସହିତ ତାହାକୁ ସେ ତାଙ୍କର ସୋସିଆଲ ମିଡିଆ ଆକାୁଣ୍ଡରେ ତାଙ୍କର ପ୍ରଶଂସକମାନଙ୍କ ପାଇଁ ସେୟାର କରିଛନ୍ତି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।