ଦେଖନ୍ତୁ viral ଭିଡ଼ିଓ : ରାତି ସାରା ଫ୍ରି ଫାୟାର ଖେଳିଲେ ସକାଳୁ ଉଦ୍ଧାର ହେଲା ମୃତ୍ୟୁଦେହ.., ! ଦୟାକରି ଏହି ଭିଡିଓ କୁ ଅଧିକ ମାତ୍ରାରେ ସେୟାର କରନ୍ତୁ….

0 557

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥାନ୍ତି। ବିଭିନ୍ନ ପ୍ରକାରର ଫଟୋ, ଭିଡିଓ ସୋସିଆଲ ମିଡ଼ିଆରେ ସମସ୍ତେ ପୋଷ୍ଟ କରିଥାନ୍ତି। ତେବେ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ସେମାନେ ଅଶ୍ଲୀଳ ଫଟୋ କୁ ମଧ୍ୟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପାଇଁ ପଛାନ୍ତି ନାହିଁ। ପ୍ରତିଦିନ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ସମସ୍ତ ପ୍ରକାର ଘଟଣା ବଳୀ ବିଷୟରେ ଜାଣିପାରୁ।

ଏହି ସୋସିଆଲ ମିଡ଼ିଆ କୁ ପ୍ରାୟତଃ ଯୁବପିଢି ମାନେ ବ୍ୟବହାର କରିଥାନ୍ତି। ସେଥିପାଇଁ ଆଜିକାଲି ଯୁବପିଢି ମାନଙ୍କ ଭିଡିଓ ଚର୍ଚ୍ଚା ହେବାରେ ଲାଗିଛି। କିନ୍ତୁ ବେଳେବେଳେ ମଧ୍ୟ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣଙ୍କର ହୃଦୟ ଦୁଃଖ ଭରା କୋହରେ ଭରି ଉଠିବ।

ତେବେ ବର୍ତ୍ତମାନ ସମୟରେ ଏହି ଟେକ୍ନୋଲୋଜି ଦୁନିଆରେ ସମସ୍ତ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବାର ଦେଖିବା ପାଇଁ ପାଉଥିବେ। ସେହି ଫୋନ୍ କିଏ କିଏ ତାର ସଠିକ୍ ଉପଯୋଗ କରୁଥିବା ବେଳେ କିଏ କିଏ ଏହାକୁ ଖରାପ ଦିଗରେ ବ୍ୟବହାର କରୁଛନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆଜିକାଲି ର ପିଲାମାନେ ସେହି ସ୍ମାର୍ଟ ଫୋନ ରେ ପବଜି, ଫ୍ରିଫାୟାର ଭଳି ବିଭିନ୍ନ ଗେମ୍ ଖେଳୁଛନ୍ତି। ତେବେ ସେହି ଫ୍ରିଫାୟାର ଗେମ୍ ଖେଳି ଜଣେ ୧୯ ବର୍ଷ ବୟସର ପିଲାଟିର ମୃତ୍ୟୁ ଘଟିଛି। ତେବେ ଏହା କେମିତି ଘଟିଛି ଆପଣ ଭାବୁଥିବେ ।


ତେବେ ଏହା ହେଉଛି ଭଦ୍ରକ ର ଦେହୁଡ଼ି ଗାଁ ର ଘଟଣା। ସେହି ଗାଁରେ ଖଗେଶ୍ବର ନାୟକଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ଜଙ୍ଗଲିଆ ସ୍ଥାନ ରୁ ମିଳିଥିଲା ଝୁଲନ୍ତା ମୃତ ଦେହ। ତାହା ଖଗେଶ୍ବର ନାୟକଙ୍କ ବୋଲି ସନ୍ଦେହ କରାଯାଉଛି।

ଗତ ଡିସେମ୍ବର ରେ ଫ୍ରିଫାୟାର ଖେଳି ୨୦ ହଜାର ଟଙ୍କା ହରାଇଥିଲେ ଖଗେଶ୍ବର। ନାଶରୀର ଅଛି ନା ଅଛି ଅଙ୍ଗପତ୍ୟଙ୍ଗ।ଖାଲି ଅଛି ଦେହାବଶେଷ। ତାହା ପୁଣି ଗଳିତ ଖପୁରି। ଜାଣିବା ଚିହ୍ନିବା କଷ୍ଟକର ଯେ ଏହା କାହାର ନର କଙ୍କାଳ। ଜୋତା ଓ କପଡ଼ା ଦେଖି ଏହି କଙ୍କାଳ ଦେଢ଼ ମାସ ତଳେ ନିଖୋଜ ଥିବା ଦେହୁଡ଼ି ଗାଁ ର ୧୯ ବର୍ଷ ର ଯୁବକ ଖଗେଶ୍ବର ନାୟକଙ୍କ ବୋଲି ସନ୍ଦେହ କରାଯାଉଛି।

ଖଗେଶ୍ବର ଙ୍କ ଦାଦା ବାଡ଼ି କୁ ବାଉଁଶ କାଟିବା ପାଇଁ ଯାଇଥିବା ବେଳେ ଏକ ଝୁଲନ୍ତା ଖପୁରି ଦେଖିଥିଲେ। ପରେ ସେ ଖଗେଶ୍ବର ଙ୍କ ଜୋତା ଓ ଅନ୍ୟାନ୍ୟ କପଡ଼ା ସେଠାରେ ପଡ଼ିଥିବାର ଦେଖିବା ପାଇଁ ପାଇଥିଲେ। ଏହି ଆଧାରରେ ପୋଲିସ୍ ତଦନ୍ତ କୁ ତ୍ୱରାନ୍ୱିତ କରୁଛି। ଗତ ଡିସେମ୍ବର ୧୯ ତାରିଖରୁ ନିଖୋଜ ଥିଲେ ଖଗେଶ୍ବର ନାୟକ। ଗେମ୍ ଖେଳି ବାପାଙ୍କ ଆକାଉଣ୍ଟ ରୁ ସବୁ ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଘର ଲୋକଙ୍କ ତାଗିଦ୍ ଯୋଗୁଁ ମୋବାଇଲ କୁ ଘରେ କୁଆଡ଼େ ଚାଲି ଯାଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।