sadhubani -ବିଗତ ୧୦୦ ବର୍ଷ ପରେ ପ୍ରଶନ୍ନ ହେଲେ ଶନି ! ଏହି 5ଟି ରାଶି ଉପରେ ରହିବ ଭଗବାନ ଶନିଦେବଙ୍କ ଅଶେଷ କୃପା,ଜାଣନ୍ତୁ କେଉଁ କେଉଁ ରାଶି ଗୁଡିକ..

0 294

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କହିଥାନ୍ତି କାରଣ ଶନିଦେବ ଅନ୍ୟାୟ ଅତ୍ୟାଚାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଘୋର କୋପ ଦୃଷ୍ଟି ପକାଇ ଥାନ୍ତି । ଯଦି ଶନିଦେବଙ୍କ କୋୖଣସି ରାଶିର ଜାତକ ଉପରେ କୋପ ଦୃଷ୍ଟି ପଡ଼ିଯାଏ ତେବେ ସେହି ରାଶିର ବ୍ୟକ୍ତିର ସାରା ଜୀବନ ଶନିଦେବଙ୍କ ଦଶା ଭୋଗିବାରେ କଟିଯାଇଥାଏ ତାଙ୍କ ପରିବାରରେ ସୁଖ ଶାନ୍ତି ଉଭେଇ ଯାଇଥାଏ।

କିନ୍ତୁ ଯଦି ଶନିଦେବଙ୍କ କୃପା ଦୃଷ୍ଟି ସେହି ବ୍ୟକ୍ତି ଉପରେ ପଡ଼ିଥାଏ ସେହି ବ୍ୟକ୍ତିର ଭାଗ୍ୟ ପରିବର୍ତ୍ତନ ହୋଇଯାଏ। ଓ ସେ ତା ଜୀବନରେ ସବୁ ପ୍ରକାର ଖୁସି ର ଆନନ୍ଦ ଅନୁଭବ କରିପାରେ। ଅନେକ ସମୟରେ ବହୁତ କଠିନ କାର୍ଯ୍ୟ ଖୁବ୍ ସହଜରେ ହୋଇଯାଇଥାଏ ତ ବହୁତ ସହଜ କାର୍ଯ୍ୟ ବହୁତ ପ୍ରୟାସ କରି ମଧ୍ୟ ବିଫଳ ହୋଇଥାଏ।ଏହା କେବଳ ଶନିଦେବଙ୍କ କୃପା ଓ ଅଶୁଭ ସ୍ଥିତି ଦ୍ୱାରା ହୋଇଥାଏ।


ବିଗତ ୧୦୦ ବର୍ଷ ଧରି ବଦଳି ନଥିବା ରାଶିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି ସେହି ସବୁ ରାଶିର ବ୍ୟକ୍ତିମାନଙ୍କ ଉପରେ ରହିବା ଭଗବାନ ଶନିଦେବଙ୍କ କୃପା ଦୃଷ୍ଟି।ତେବେ ସେହି ସବୁ ଶକ୍ତିଶାଳୀ ରାଶି ଗୁଡ଼ିକ ହେଉଛି:-

୧.ବୃଷ ରାଶି:-

ଏହି ରାଶି ଥିବା ଲୋକମାନଙ୍କର ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ପ୍ରେମ ସମ୍ପର୍କ ସୁଦୃଢ ରହିବ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

୨.କନ୍ୟା ରାଶି:-

ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଅଚାନକ ଧନ ବୃଦ୍ଧି ପାଇବ। ସମସ୍ତ ପ୍ରକାର ଦୁଃଖ କଷ୍ଟ ନାଶ ହେବ।ଘରେ ଖୁସିର ଆଗମନ ହେବାକୁ ଯାଉଛି।ଆର୍ଥିକ ସ୍ଥିତି ଭଲ ରହିବ ବହୁତ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂଆଁ ବ୍ୟକ୍ତିଙ୍କ ସହ ଆପଣଙ୍କ ବନ୍ଧୁତା ସ୍ଥାପନ ହୋଇପାରେ।ଯେ କୌଣସି କାମ କରିବେ ସେ କାମରେ ସଫଳତା ହାସଲ କରିବେ।

୩.ମକର ରାଶି:-

ମକର ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଶୁଭ ସମୟ ଆସିବାକୁ ଯାଉଛି। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ।ବନ୍ଧୁ ମାନଙ୍କ ସହ ସୁସଂମ୍ପର୍କ ରହିବା ସହ ନୂଆଁ ବନ୍ଧୁ ସୃଷ୍ଟି ହେବେ। ନୂତନ ଯାନବାହନ କ୍ରୟ କରିବା ପାଇଁ ମନ ବଳାଇ ପାରନ୍ତି ସନ୍ତାନ ମାନଙ୍କ ଠାରୁ ସୁଖ ପ୍ରାପ୍ତ ହେବ । ଚାକିରୀ ଆଶାୟୀ ପ୍ରାର୍ଥୀମାନେ ସଫଳତା ପାଇବେ। ଚାକିରୀରେ ଥିବା ବ୍ୟକ୍ତିମାନେ ପ୍ରମୋଶନ ପାଇବେ।

୪.ତୁଳା ରାଶି:-


ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି।ପରିବାରରେ ସୁଖ ଶାନ୍ତି ଲାଗି ରହିବା। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିପାରେ। ଆର୍ଥିକ ସଙ୍କଟ ଦୂର ହେବ। ବ୍ୟବସାୟୀ ମାନେ ବେପାର ବାଣିଜ୍ୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ।

୫.କୁମ୍ଭ ରାଶି:-

କୁମ୍ଭ ରାଶି ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ମଧ୍ୟ ବଦଳିବାକୁ ଯାଉଛି। ମିତ୍ରମାନେ ସାହାଯ୍ୟର ହାତ ବଢ଼ାଇବେ। ଚାକିରୀ ଆଶାୟୀ ପ୍ରାର୍ଥୀମାନେ ସଫଳତା ହାସଲ କରିବେ।ପାରିବାରିକ ସମସ୍ୟା ଦୂର ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।