ଦେଖନ୍ତୁ Exclusive ଭିଡ଼ିଓ… ମହା ଖୁଲାସା – ପ୍ରେମରେ ଧୋକା ଖାଇ ମରିବା ଆଗରୁ ସୌମ୍ୟରଞ୍ଜନ ଶେଷ କଲ୍ ମୁଁ ବି ମରିବି ତୁ ବି ମରିବୁ, ତତେ ମାରିବି ମୁଁ” ସୋନାଲିଙ୍କୁ ଏଭଳି କଥା କାହିଁକି କହିଥିଲେ ସୌମ୍ୟ ? ଦେଖନ୍ତୁ

0 2,590

ବର୍ତ୍ତମାନର ଆଧୁନିକ ସମାଜରେ ଯୁବକ ଯୁବତୀ ମାନଙ୍କ ପାଇଁ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ଆପଣ ମାନେ ହିଁ ବିଚାର କରନ୍ତୁ ଯେ ବର୍ତ୍ତମାନ ସମୟରେ ଭଲ ପାଇବା ଆଉ ପୂର୍ବ ଭଳି ପ୍ରକୃତ ଭଲ ପାଇବା ହୋଇ ନାହିଁ। ସବୁଠି ଛଳନା, ପ୍ରତାରଣା ଇତ୍ୟାଦି ଦେଖିବା ପାଇଁ ମିଳୁଛି। ଉଭୟ ପୁଅ ଝିଅ ମଧ୍ୟରେ ପ୍ରକୃତ ଭଲ ପାଇବା ନ କରି ଜଣକ ସହିତ ଭଲ ପାଇ ଆଉ ଜଣଙ୍କୁ ଧରୁଛନ୍ତି। ଯିଏ ପ୍ରକୃତ ଭଲ ପାଉଛି ସିଏ ବିଭିନ୍ନ ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛି। ଯଦି କାହା ବିଶ୍ୱସରେ ବିଶ୍ୱ ଦେଉଛି ।

ତାହାଲେ ତାହାକୁ ସହି ନପାରି ଯୁବକ ଯୁବତୀ ମାନେ ବିଭିନ୍ନ ପ୍ରକାର ଅଘଟଣା ଘଟାଉଛନ୍ତି। ଏଭଳି ଅନେକ ଘଟଣା ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳୁଛି। ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ କେବଳ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ତାହା ହେଉଛି ନିଜ ପ୍ରେମିକା ପାଇଁ ମୃତ୍ୟୁ ବରଣ କରିଥିବା ସୌମ୍ୟ। ସେ ଓଲିଉଡର ଜଣାଶୁଣା ସିଙ୍ଗର ସୋନାଲିଙ୍କୁ ଭଲ ପାଉଥିଲେ। ସୋନାଲି ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ । ଏହାପରେ ସେମାନଙ୍କର ବିବାହ ମଧ୍ୟ ଠିକ୍ ହୋଇ ଯାଇଥିଲା । ତେବେ ଯାହାର ଫଳ ସ୍ୱରୂପ କିନ୍ତୁ ସୌମ୍ୟ ତାଙ୍କ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରିଦେଇଛନ୍ତି । ସୂଚନା ଅନୁସାରେ ସୌମ୍ୟ ଯିଏକି ଭୁବନେଶ୍ୱର ରେ ରହୁଥିଲେ।

ସେ ମଧ୍ୟ ଜଣେ ଯୁବ ବ୍ୟବସାୟୀ ତାଙ୍କ ବାପା ଫାୟାର ଅଫିସ ରେ କାମ କରନ୍ତି। ସୌମ୍ୟ ଦୀର୍ଘ ଦୁଇ ବର୍ଷ ଧରି ସୋନାଲିଙ୍କୁ ଭଲ ପାଉଥିଲେ। ସୋନାଲି ଅନ୍ୟ ଜଣେ ପୁଅ ସହିତ ସମ୍ପର୍କ ରଖିବା ପରେ ସେ ସବୁ ଜାଣିପାରିଥିଲା। ଜାଣିବା ପରେ ସେ ବହୁତ ମନ କଷ୍ଟ କରିଥିଲେ। ଏହାପରେ ତାଙ୍କ ମାଆ ଏସବୁ ଦେଖି ତାଙ୍କ ବାପାଙ୍କୁ ଏ ସମ୍ପର୍କରେ କହିଥିଲେ। ପୁଅକୁ ବାପା ତାଙ୍କର ବହୁତ ବୁଝାଇ ଥିଲେ। ସୌମ୍ୟ ନିଜର ବାପା ମାଆ କଥା ଟିକିଏ ହେଲେ ଚିନ୍ତା ନକରି ଆତ୍ମହତ୍ୟା କରିଥିଲେ।

ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଚିଠିରେ ତାଙ୍କର ପୂରା କାହାଣୀ ଲେଖିଦେଇଥିଲେ। ନିଜ ମାଆ ବାପା କ୍ଷମା କରିଦେବ ବୋଲି କହିଥିଲେ। ତାଙ୍କ ମୃତ୍ୟୁ ପାଇଁ କେବଳ ସୋନାଲି ହିଁ ଦାୟୀ ବୋଲି ସେ କହିଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ତାଙ୍କ ବିଷୟରେ ପୋଲିସ ଭଲ ଭାବରେ ତଦନ୍ତ କରନ୍ତୁ ।

ତେବେ ବର୍ତ୍ତମାନ ସମୟରେ ସୋନାଲିଙ୍କ ବାପା କହିଛନ୍ତି ଯେ ସୋନାଲି ଯେତେବେଳେ ପୁରୀ ଯାଇଥିଲେ କୌଣସି ଏକ ପ୍ରୋଗ୍ରାମ ପାଇଁ ସେଠାରେ ସେ ପ୍ରୋଗ୍ରାମ ସମୟରେ ମୋବାଇଲ୍ ଅଫ୍ କରି ଦେଇଥିଲେ । ଆଉ ସୌମ୍ୟ ତାଙ୍କୁ ଫୋନ କରିବା ପରେ ଯେତେବେଳେ ଫୋନ୍ ଅଫ୍ ଦେଖେଇଚି ସେତେବେଳେ ସେ ଗାଡି ନେଇ ପୁରୀ ଯାଇଥିଲେ ।

ପୁରୀରେ ପହଞ୍ଚିବା ପରେ ଯେତେବେଳେ ପୁଣି ଘରକୁ ଫେରୁଥିଲେ ସମସ୍ତେ ଅର୍ଥାତ ସୋନାଲୀ, ତାଙ୍କ ବାପା ଏବଂ ସୌମ୍ୟ ସେତେବେଳେ ସୌମ୍ୟ ବହୁତ ସ୍ପିଡ ଗାଡି ଡ୍ରାଇଭିଂ କରିବା ସହିତ ସୋନାଲୀଙ୍କୁ କହିଥିଲେ ଯେ ମୁଁ ମରିବି ତୁ ବି ମରିବୁ, ତୋତେ ମାରିବି ମୁଁ ବୋଲି କହିଥିବା ସୋନାଲୀ ଙ୍କ ବାପା କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।