IAS interview – ପୁଅମାନେ ଧଳା ଧଳା କ’ଣ ବାହାରକରନ୍ତି ଏବଂ ଝିଅ ମାନେ ତାହା ପିଇଦିଅନ୍ତି ? ୫ ସେକେଣ୍ଡ ରେ ଉତ୍ତର ଦେଇ ଏକା ଥରକେ ହେଇଗଲେ ସିଲେକ୍ଟ

0 664

ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି |

କିଛି ଇଣ୍ଟରଭ୍ୟୁ ରେ ମଧ୍ୟ ଅନେକ ମଜାଳିଆ ପ୍ରଶ୍ନ ପଚରା ଯାଇ ଥାଏ ଯାହାକୁ ଜାଣିବା ନିହାତି ଆବଶ୍ୟକ ନହେଲେ ଆମେ ସେଥିରେ ଅସଫଳ ହୋଇ ଫେରି ଆସି ଥାଉ | ଆହୁରି ଏମିତି ମଧ୍ୟ ପ୍ରଶ୍ନ ରହିଛି ଯାହା ନେଗେଟିଭ ଚିନ୍ତାଧାରା ଆମ ମନ ରେ ଆସି ଥାଏ କିନ୍ତୁ ଯଦି ବୁଦ୍ଧି ଖଟାଇବା ତେବେ ଏହାର ବହୁତ ସରଳ ଉତ୍ତର ଆମେ ଖୋଜି ପାଇ ପାରିବା | ତେବେ ଆଜି ଏଭଳି କିଛି ଜେନେରାଲ ନଲେଜ ର ଉତ୍ତର ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଭବିଷ୍ୟତ ରେ ଆପଣଙ୍କର ଅନେକ କାମ ରେ ଆସିବ |

1. ନିଆଁ ବର୍ଷୁ ଥିବା ଗଛ କେଉଁ ଦେଶ ରେ ଦେଖିବାକୁ ମିଳି ଥାଏ ?
ଉତ୍ତର :- ମାଲେସିଆ

2. ଏହା କେଉଁ ଜିନିଷ ଯାହା ଗରିବ ଲୋକ ଲୋକ ଙ୍କ ପାଖରେ ଥାଏ କିନ୍ତୁ ଧନୀ ଲୋକ ଙ୍କ ନିକଟରେ ନଥାଏ ?
ଉତ୍ତର :- ଗରିବୀ

3. ବୁଢା ବଳଙ୍ଗ ନଦୀର ଉତ୍ପତି ସ୍ଥଳ ନାମ କଣ ?
ଉତ୍ତର :- ଶିମିଳିପାଳ

4. ଏହା କଣ ଯାହାର ଓଜନ ନାହିଁ, କିନ୍ତୁ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରଖିଲେ ତାହାକୁ ଛାଡିବାକୁ ପଡି ଥାଏ ?
ଉତ୍ତର :- ନିଃଶ୍ୱାସ

5. ଆମ ଭାରତ ରେ ସବୁଠାରୁ କେଉଁ ବ୍ୟକ୍ତି ଙ୍କର ଫୋଟ ଛପା ହୋଇ ଥାଏ ?
ଉତ୍ତର :- ମହାତ୍ମାଗାନ୍ଧୀ

6. ଏହା କଣ ଅଟେ ଯିଏ ବୁଡି ଗଲେ ମଧ୍ୟ ତାକୁ ଅଟକାଇବାକୁ କେହି ମଧ୍ୟ ଯାଆନ୍ତି ନାହିଁ ?
ଉତ୍ତର :- ସୂର୍ଯ୍ୟ

7. ଏହା ଭାରତ ର କେଉଁ ସ୍ଥାନ ର ଗାଁ ଅଟେ ଯେଉଁଠି କାହାରି ଘରେ ମଧ୍ୟ କବାଟ ନଥାଏ ?
ଉତ୍ତର :- ଶନି ସିଙ୍ଗାପୁର

8-ପ୍ରଶ୍ନ : ପୁଅମାନେ ଧଳା ଧଳା କଣ ବାହାରକରନ୍ତି ଏବଂ ଝିଅ ମାନେ ତାହା ପିଇଦିଅନ୍ତି ?

 

ଉତ୍ତର : ଛାତ୍ରୀ ଜଣକ ଉତ୍ତର ଦେଲେ ‘ଲୁହ’ ଏବଂ କହିଲେ ଯେ,’ଲୁହ ଧଳା ହୋଇଥାଏ , ଯାହାକୁ ପୁଅମାନେ ଆଖିରୁ ବାହାର କରିଥାନ୍ତି, କିନ୍ତୁ ଝିଅମାନେ ଲୁହ ପିଅନ୍ତି, ଅର୍ଥାତ୍ ସେମାନେ ସେମାନଙ୍କର ଯନ୍ତ୍ରଣା ଏବଂ ଅସୁବିଧାକୁ ଲୁଚାଇ ରଖନ୍ତି |’

9. ଭାରତ ରେ ପ୍ରଥମେ ସୂର୍ଯ୍ୟ ଉଦୟ କେଉଁ ଠାରେ ହୁଏ ?
ଉତ୍ତର :- ଅରୁଣାଚଳ ପ୍ରଦେଶ

10. ଝିଅ ମାନଙ୍କର କେଉଁ ଜିନିଷ କୁ ଚିପିଲେ ତାହା ବଡ଼ ହୋଇ ଥାଏ ?
ଉତ୍ତର :- ଝିଅ ମାନଙ୍କର ଏପରି କୌଣସି ଜିନିଷ ନାହିଁ