IAS interview- ପୁଅ ମାନଙ୍କର ସବୁବେଳେ ଉଠୁଛି ପଡୁଛି, ତାହା କଣ ? ସାହାସ ଅଛି ତ ଉତ୍ତର ଦିଅ..

0 289

ଆଜିକାଲିର ଛାତ୍ର ଛାତ୍ରୀ ମାନେ ପୁସ୍ତକ ଜ୍ଞାନ ଅଧିକ ଗରୁତ୍ବ ଦେଉଛନ୍ତି। ଯାହା ଫଳରେ ତାଙ୍କର ଅଧକ ମାର୍କ ରଖୁଛନ୍ତି କିନ୍ତୁ ସେମାନଙ୍କର ବାହାର ଦୁନିଆ ଉପରେ କୌଣସି ଜ୍ଞାନ ରହିନାହିଁ। ଆଜିକାଲି ଦୁନିଆ ବହୁତ ଆଗକୁ ଗଲାଣି ଟେକ୍ନୋଲୋଜି ମାଧ୍ୟମରେ ଏହି ଟେକ୍ନୋଲୋଜି ଦ୍ୱାରା ସାରା ବିଶ୍ୱ ନୂତନ ଜିନିଷର ଉଭାବନ କରୁଛନ୍ତି। କେବଳ ଯେ ପାଠ୍ୟ ପୁସ୍ତକ ପଢି ଦେଲେ ଜ୍ଞାନ ହୋଇଯିବ ତାହା ନୁହେଁ ।

ତେବେ ଆଜିକାଲି ଚାକିରୀ କ୍ଷେତ୍ରରେ ଯେଉଁଭଳି ଇଣ୍ଟରଭିଉ ହେଉଛି ସେ ସବୁକୁ ଉତ୍ତୀର୍ଣ୍ଣ ହେବା ପାଇଁ ବାହାର ଜ୍ଞାନର ରହିଛି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ସେହି ଭଳି କିଛି ପ୍ରଶ୍ନ ସମ୍ପର୍କରେ ଯାହା ଦ୍ୱାରା ଆପଣ ମାନେ IAS ଭଳି କୃତକାର୍ଯ୍ୟ ହୋଇପାରିବେ।

1-ଭାରତକୁ ଆମନ୍ତ୍ରଣ କରିଥିବା ପ୍ରଥମ ବିଦେଶୀ କିଏ ?

ଉତ୍ତର: ପ୍ରସନ୍ନଜ।

2-ସଙ୍ଗମ ସମୟରେ ସାହିତ୍ୟରେ କେଉଁ ଭାଷା ବ୍ୟବହୃତ ହୋଇଥିଲା ?
ଉତ୍ତର: ତାମିଲ୍।

3-ଭଗବାନ ବୁଦ୍ଧଙ୍କ ଜନ୍ମ କେଉଁଠି ହୋଇଥିଲେ ?
ଉତ୍ତର: ଲୁମ୍ବିନୀ।


4-କାହାକୁ ଭାରତୀୟ ଲୋକଙ୍କ ମାଗନା କାର୍ଟା ଭାବରେ ବିବେଚନା କରାଯାଏ ?
ଉତ୍ତର: ରାଣୀ ଭିକ୍ଟୋରିଆଙ୍କ ଘୋଷଣା ।

5-ଆନିବେସାଣ୍ଟ କେଉଁ ଖବରକାଗଜ ଆରମ୍ଭ କରିଥିଲେ?
ଉତ୍ତର: ନୂଆ ଭାରତ।

6-ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ପ୍ରକୃତ ପ୍ରତିଷ୍ଠାତା କିଏ ?
ଉତ୍ତର: ସୟଦ ଅହମ୍ମଦ ଖାନ।

7- ସେରିଙ୍ଗାପାଟମ୍ ଚୁକ୍ତି ସମୟରେ ଟିପୁ ସୁଲତାନଙ୍କ ପରିବର୍ତ୍ତନ କିଏ ଥିଲା ?
ଉତ୍ତର: ଦେଲହୋସି ।

8- ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ ବ୍ରିଟିଶ ଇଣ୍ଡିଆନ୍ ସିଭିଲ୍ ସର୍ଭିସେସ୍ ପରୀକ୍ଷଣକୁ ଖଣ୍ଡନ କରିଥିବା ପ୍ରଥମ ଭାରତୀୟ କିଏ ?
ଉତ୍ତର:- ସତ୍ୟନ୍ଦ୍ରନାଥ ଟାଗୋର ।

9- ଜାଲିଆନୱାଲା ବାଗ ହତ୍ୟାକାଣ୍ଡ ଘଟିଥିବା ବେଳେ ଭାଇସରାୟ କିଏ ଥିଲେ ?
ଉତ୍ତର: ଚେଲମସ୍ଫୋର୍ଡ।

10-ଝିଅ ମାନଙ୍କ କେଉଁ ଅଙ୍ଗରେ ହାତ ମାରିଲେ ପାଣି ବାହାରିଥାଏ?
ଉତ୍ତର: ଆଖି
11-ଝିଅ ମାନେ ନଇଁପଡ଼ି ମୁଣ୍ଡିଆ ମାରିଲେ କଣ ଦେଖାଯାଏ ?
ଉତ୍ତର: ସଂସ୍କାର।

12- ପୁଅ ମାନଙ୍କର ସବୁବେଳେ ଉଠୁଛି ପଡୁଛି . ତାହା କଣ ?


ଉତ୍ତର- ଗୋଡ ।

13- କାହାକୁ ଦେଖି କରି ଝିଅ ମାନେ ଡରି ଯାଇଥାଏ ଆଉ ଭିତରକୁ ପୁରେଇବାକୁ ଦେଇନଥାଏ। ପୂରେଇଲେ କଷ୍ଟ ହୋଇଥାଏ ?
ଉତ୍ତର: ଇଂଜେକସନ ।
14 -ଗୋଟିଏ ପୁଅ ଝିଅକୁ ଦେଖିବା ପାଇଁ ଗଲା ଆଉ ସାହସ କରି ପଚାରିଲା ମୋତେ ତୁମ ସୁସୁ କରିବା ଜାଗା ଦେଖାଅ , ଝିଅଟି କଣ ଦେଖାଇଲା ?
ଉତ୍ତର: ବାଥରୁମ ।
15 -ଝିଅଟି ଲୁଚେଇ ଥାଏ , ହେଲେ ପଇସା ନେଇ ଦେଇଥାଏ ?
ଉତ୍ତର: ଭିଣେଇର ଜୋତା ।
16 -ମଉକା ମିଳିଗଲା ମାତ୍ର ପୁଅଟି ଝିଅଟିର ମାରିଦେଲା ?
ଉତ୍ତର: ପକେଟ ।
17 – ଝିଅ ମାନେ ଦୌଡ଼ିଲା ବେଳେ ତାଙ୍କର କଣ ଉପର ତଳ ହୋଇଥାଏ ?
ଉତ୍ତର: ପୋଷାକ / ଡ୍ରେସ।