ଓଃ କି ଡ୍ୟାନ୍ସ-ଚୁଲବୁଲଙ୍କ ହସ ହସ ଚେହେରା ..ହଜେଇ ଦେଉଛି ମନ

0 5

ବାସ୍ତବରେ ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ସିନେମା ର କଳାକାର ମାନେ ତାଙ୍କର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେଥିପାଇଁ ଫ୍ୟାନ୍ ମାନେ ତାଙ୍କ ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଏହା ବ୍ୟତୀତ ସେମାନଙ୍କ ଜୀବନ ଶୈଳୀ ସାଧାରଣ ଲୋକଙ୍କ ଜୀବନ ଶୈଳୀ ଠାରୁ ଅଲଗା ହୋଇ ଥାଏ। ସେମାନେ ତାଙ୍କର କ୍ୟାରିୟର ଅଭିନୟ ଜଗତରୁ ଆରମ୍ଭ କରିଥାଏ ଏବଂ ସେହି ଅଭିନୟ କରି କରି ସେମାନଙ୍କ ଜୀବନ କେତେବେଳେ ବିତି ଯାଇଥାଏ, ସେମାନେ ଜାଣି ପାରନ୍ତି ନାହିଁ। ସେମାନେ ସେମାନଙ୍କ ଅଭିନୟ ପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ।

କାରଣ ସେମାନେ ସେମାନଙ୍କ ର ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଇନଷ୍ଟାଗ୍ରାମ୍, ଫେସବୁକ ରେ ସେମାନଙ୍କ ର ଫ୍ୟାନ୍ ଙ୍କ ସହିତ ସୋସିଆଲ ମିଡ଼ିଆରେ ସେୟାର କରିଥାନ୍ତି। ଦର୍ଶକ ମାନେ ସେମାନଙ୍କ ର ଅଭିନୟ କୁ ବହୁତ ପସନ୍ଦ କରିଥାନ୍ତି।

ତେବେ ଓଡ଼ିଆ ଜଗତର ଜଣେ ଲୋକପ୍ରିୟ କଳାକାର କୁନି ନାୟିକା ସିମ୍ରନ୍ କୁ ଜାଣିଥିବେ । କିଛି ବର୍ଷ ପୂର୍ବେ ସିମ୍ରନ୍ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ରାନୀ ଧାରାବାହିକ ରେ କାମ କରୁଥିଲେ ଏବଂ ସେଥିରେ ସେ ଦମଦାର ଅଭିନୟ ମଧ୍ୟ କରିଥିଲେ ।ତାଙ୍କ ଅଭିନୀତ ଧାରାବାହିକ ବହୁତ ସୁପରହିଟ୍ ହୋଇଥିଲା । ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନଲୋଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।


ଅନେକ ସୁନ୍ଦର ସୁନ୍ଦର ଧାରାବାହିକ ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଏହି କୁନି ନାୟିକା ଜଣକ ସୁନ୍ଦର ଅଭିନୟ କରି ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲା। ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ୍ ଷ୍ଟାଇଲ ଏବଂ ତାଙ୍କର ବ୍ୟକ୍ତିତ୍ୱ ପାଇଁ ଅଭିନୟ ଜଗତରେ ବେଶ୍ ଚର୍ଚ୍ଚିତ ରହିଥାନ୍ତି। ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶା ର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦ ର କୁନି ଅଭିନେତ୍ରୀ । ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି । ତେବେ ତାଙ୍କର ବର୍ତ୍ତମାନ ଏକ ଧାରାବାହିକ ତରଙ୍ଗ ରେ ପ୍ରସାରିତ ହେଉଛି, ଆଉ ତାହା ହେଉଛି ପ୍ରେମର କୁହୁକ।

ଏହି ଧାରାବାହିକ ପୂର୍ବରୁ ସେ ରାନୀ ସିରିଏଲ ରେ ଅଭିନୟ କରିଥିଲେ। ତା ପରେ ସେ ଆଉ ଅଭିନୟ ଜଗତରେ ଦେଖା ଦେଇ ନଥିଲେ। ତେବେ ବହୁତ ବର୍ଷ ପରେ ପୁଣି ତାଙ୍କୁ ପ୍ରେମର କୁହୁକ ଧାରାବାହିକ ପାଇଁ ଅଫର୍ ଆସିଥିଲା, ଆଉ ସେ ସେହି ଅଫର୍ କୁ ମଧ୍ୟ ଗ୍ରହଣ କରିଛନ୍ତି। ତେବେ ସେ ସେଥିରେ ତାର ଅଭିନୟ ଜାରି ରଖିଛି।