ଦେଖନ୍ତୁ ollywood ଭିଡିଓ- ମାମୁଁ ଘରେ ଯାଇ ଆଈଙ୍କ ସହ କେମିତି ମଜା କଲେ ହିରୋ ବାବୁସାନ୍

0 332

ତେବେ ଟିଭି ଏବଂ ମୋବାଇଲ ମାଧ୍ୟମ ରେ ଅନେକ ଫିଲ୍ମ ଦେଖି ଥାଉ ଯାହା ଆମର ମନରଞ୍ଜନ କରାଇ ଥାଏ | ତେବେ ସେଥିରେ ଅନେକ କଳାକାର ମାନେ ଅଭିନୟ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି ଆଉ ସେଥିରୁ ଯେଉଁ ଅଭିନେତ୍ରୀ ବା ଅଭିନେତା ଦର୍ଶକ ମାନଙ୍କୁ ପସନ୍ଦ ଆସି ଥାଏ ସେମାନେ ତାଙ୍କର ଫ୍ୟାନ ହୋଇ ଯାଆନ୍ତି | ଆଉ ସେମାନଙ୍କ ଜୀବନ ରେ ଘଟୁ ଥିବା ପ୍ରତେକ ବିଷୟ ରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରି ଥାଆନ୍ତି |

ତେବେ ସେଲିବ୍ରେଟି ମାନଙ୍କର ଜୀବନ ଶୈଳୀ ଭିନ୍ନ ଧରଣ ର ହୋଇ ଥାଏ କାରଣ ସେମାନେ କିଛି ଷ୍ଟାଇଲିସ ଜୀବନ ଯାପନ କରି ଥାଆନ୍ତି | ଏହି ସେଲିବ୍ରେଟି ଙ୍କର ବ୍ୟକ୍ତିଗତ ଜୀବନ ଓ ତାଙ୍କ ପରିବାର ବିଷୟ ରେ ଜାଣିବା ପାଇଁ ଦର୍ଶକ ଚାତକ ଭଳି ଚାହିଁ ରହି ଥାଆନ୍ତି |

ତେବେ ଓଲିଓଡ଼ ର ଲୋକ ପ୍ରିୟତା ହିରୋ ବାବୁସାନ ମହାନ୍ତି ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣନ୍ତି ଯିଏ କି ନିଜ ଅଭିନୟ ଦ୍ୱାରା ସାରା ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ଖାଲି ହିରୋ ନୁହେଁ ବରଂ ବର୍ତ୍ତମାନ ସମୟରେ ସେ ହିରୋ ଙ୍କ ମଧ୍ୟ ରୁ ନମ୍ୱର ୱାନ ହିରୋ ଭାବେ ବିବେଚିତ | ତାଙ୍କ ଷ୍ଟାଇଲ ଲୁକ ଏବଂ ତାଙ୍କ ନାଚ ଦ୍ୱାରା ସେ ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରିଛନ୍ତି | ତେବେ ବାବୁସାନ କେବଳ ଏକ ଭଲ ଅଭିନେତା ନୁହଁନ୍ତି ବରଂ ସେ ଏକ ଭଲ ଗାୟକ ମଧ୍ୟ ଅଟନ୍ତି, ସେ ଅନେକ ନିଜ ଫିଲ୍ମ ରେ ମଧ୍ୟ କଣ୍ଠ ଦାନ କରିଛନ୍ତି | ଯାହାକୁ ଶୁଣି ଦର୍ଶକ ମାନେ ତାଙ୍କ ଗୀତ ରେ ହଜି ଯାଇ ଥାଆନ୍ତି |

ବର୍ତ୍ତମାନ ସମୟରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଦେଖିବା ପାଇଁ ମିଳିଛି ଯେଉଁଥିରେ ଅଭିନେତା ବାବୁସାନ ତାଙ୍କ ମାମୁଁ ଘରକୁ ଯାଇ ତାଙ୍କ ଆଈ ସହ ମଜା କରୁ ଥିବାର ନଜର ଆସିଛନ୍ତି | ତେବେ ସେ ତାଙ୍କ ଆଈ ଙ୍କ ପାଖରେ ବସି ଅନେକ ହସ ମଜା କରୁ ଥିବା ସମୟରେ ତାଙ୍କ ଆଈ ବାବୁସାନ ଙ୍କୁ ଏକ ନଡ଼ିଆ ତେଲ ଦେଇ ଥିଲେ |

ଆଉ ବାବୁସାନ ସେହି ବୋତଲ କୁ ଧରି ଗୁଆ ଘିଅ ଗାଇ ଗାଇ କହି ଥିଲେ ଯେ ନଡ଼ିଆ ତେଲ ଆଜି ଠାରୁ ଗାଇବ | ତେବେ ଏଭଳି ଭାବେ ଆଈ ଓ ନାତି ଙ୍କର ମଜା ମସ୍ତି ଭିଡ଼ିଓ କୁ ଦେଖି ଅନେକ ଦର୍ଶକ ଭିଡ଼ିଓ ଟିକୁ ପସନ୍ଦ କରିଛନ୍ତି ଏବଂ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି | ଆମେ ମଧ୍ୟ କାମନା କରିବୁ ଯେ ବାବୁସାନ ଙ୍କର ପରିବାର ସର୍ବଦା ଏଭଳି ହସ ଖୁସି ରେ ଥାଉ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।