ପୁଣି ଏକାଠି ହେବେ କି ଅନୁଭବ , ବର୍ଷା ? ତୁମେ ମାନକି ନମାନ ମୁଁ ହିଁ ତୁମ ସ୍ତ୍ରୀ ..କାହିଁକି ଏମିତି କହିଲେ ବର୍ଷା ..ପଢନ୍ତୁ ପୁରା ଖବର

0 195

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଖରାପ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି।

ଆପଣ ଜାଣିପାରିବେ, ଆଜିର ଦୁନିଆରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ନିଜର ନୈତିକତା କୁ ଭୁଲି ,ମାନବିକତା, ସଭ୍ୟତା କୁ ଭୁଲି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ଜାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗେ ।

ଶିକ୍ଷିତ ହୋଇ ଯଦି ଜଣେ ଲଜ୍ଜାଜନକ ଓ ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ବା ଦାୟୀ କରାଯିବ। ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନ ହୁଏ ତେବେ ଏଥିପ୍ରତି କାହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ୟ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ବେଳେ ବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକ ଙ୍କ ଦେଖିବା ପାଇଁ ମିଳିଥାଏ ଯାହା ବାସ୍ତବରେ ବିଶ୍ୱାସ ଯୋଗ୍ୟ ହୋଇ ନଥାଏ।

 ତେବେ ଆପଣ ମାନେ ସମସ୍ତେ ଜାଣିଥିବେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ବିଷୟରେ। ଆଜି ପର୍ଯ୍ୟନ୍ତ ସେମାନଙ୍କର ମାମଲା ବିଷୟରେ ନିର୍ଦ୍ଦିଷ୍ଟ ଭାବରେ କିଛି ଶୁଣାଣି ହୋଇ ନାହିଁ। ସେହି ଶୁଣାଣି କରିବା ପାଇଁ ଦିନ କୁ ଦିନ ତାରିଖ ଘୁଞ୍ଚିବାରେ ଲାଗିଛି। ଆଉ ତାଙ୍କ ବିବାଦ ବହୁତ ଜଟିଳ ହେବାରେ ଲାଗିଛି।

କିନ୍ତୁ ଏବେ ଅନୁଭବ ମାନନ୍ତୁ କି ନ ମାନନ୍ତୁ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସ୍ତ୍ରୀ। ଏବେବି କୋର୍ଟ ସାମ୍ନାରେ ଅନୁଭବଙ୍କ ସ୍ତ୍ରୀ ହେଉଛି ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଙ୍କ ପାଇଁ ଏହା ଜମା ବି ସହଜ ହେବ ନାହିଁ କି ନିଜ ସ୍ତ୍ରୀ ର ପରିଚୟକୁ ଏମିତି କାଟି ଦେବା। ଆଉ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ କୌଣସି ମୋତେବି ଅନୁଭବ ଙ୍କୁ ଛାଡ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି।

ତେବେ ଆସିଛି ଏକ ନିଷ୍ପତ୍ତି ଯାହା କହି ଦେଉଛି ବର୍ଷାଙ୍କ ପଲା ଏ ରିଲେସନସିପ ରେ ଭାରି ହିଁ ଅଛି। ଗୋଟିଏ ପଟେ ସାଂସଦ ଅନୁଭବ ମହାନ୍ତି ଯେଉଁଠାରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ସଂସଦର ସ୍ପାଉଚ୍ କାର୍ଡ଼ କୁ କେନ୍ସେଲ କରି ଦେଇଥିଲେ। ଆଉ ସେହି ଘଟଣା ନେଇ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟ ଯାଇଥିଲେ। ଏହା ସେହି କାର୍ଡ଼ ଥିଲା ଯେଉଁ କାର୍ଡ ବଳରେ ବର୍ଷା ପ୍ରିୟଦର୍ଶିନୀ ସଂସଦକୁ ପ୍ରବେଶ କରିପାରିବେ। ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏବେ ଦିନ ଧାର୍ଯ୍ୟ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।