viral ଭିଡ଼ିଓ- ଚର୍ଚ୍ଚା ରେ ଟିକଟକ କରି ସୋସିଆଲ ମିଡ଼ିଆ ରେ ସେୟାର କରିବା ଛାତ୍ରୀଙ୍କୁ ମହଙ୍ଗା ପଡିଗଲା…ଏବେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ

0 1,816

ଆଜି କାଲି ର ଏହି ଡିଜିଟାଲ ଯୁଗ ରେ ସବୁ କିଛି ସମ୍ଭବ, ଲୋକ ମାନେ ଯେଉଁଭଳି ଭାବରେ ବଞ୍ଚିବାକୁ ଚାହୁଁଛନ୍ତି ସେହିଭଳି ଭାବରେ ନିଜ ଜୀବନ କୁ ଉପଭୋଗ କରୁଛନ୍ତି | ଆପଣ ତ ଜାଣନ୍ତି ଆଜି କାଲି ର ଯୁଗ ରେ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ, ଛୁଆ ରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ଫୋନ ଆଦି ବ୍ୟବହାର କରି ଅନେକ ଢଙ୍ଗୀ ରେ ଫୋଟ ଓ ଭିଡ଼ିଓ ଉପଲୋଡ କରି ଥାଆନ୍ତି |

ତେବେ ନିଜ ନିଜ ଇନଷ୍ଟା ହେଉ କି ଅନ୍ୟ କୌଣସି ସୋସିଆଲ ମିଡ଼ିଆ ଦ୍ୱାରା ଆପ ହେଉ ସେଥିରେ ସମସ୍ତେ କିଛି ନା କିଛି ଭିଡ଼ିଓ ପ୍ରସ୍ତୁତ କରି ଉପଲୋଡ କରି ଥାଆନ୍ତି | ଆଉ ଏହାକୁ ଦେଖି ଲୋକ ମାନେ ମଧ୍ୟ ଖୁବ ପସନ୍ଦ କରନ୍ତି ଏବଂ ବହୁତ ଭଲ ଭଲ କମେଣ୍ଟ ମଧ୍ୟ ଦେଇ ଥାଆନ୍ତି |

 

କିନ୍ତୁ ବେଳେ ବେଳେ ଏହି ରିଲ୍ସ ଭିଡ଼ିଓ କରି ମଧ୍ୟ କିଛି ଜଣ ଫସି ଯାଇ ଥାଆନ୍ତି ଯାହାକି ସେଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ଆସନ୍ତୁ ପୁରା ଘଟଣା ସମ୍ପର୍କ ରେ ଜାଣିବା |

ଏକ ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି ଚାରି ଜଣ କଲେଜ ଛାତ୍ରୀ ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି | ଆଉ ସେହି ଭିଡ଼ିଓ ରେ କଲେଜ ୟୁନିଫର୍ମ ରେ ରହି କହିଛନ୍ତି କି ୟେ ହମ୍ମ ହେ, ୟେ ହମାରା ଗ୍ୟାଙ୍ଗ ହେ.. ଓର ୟାହାପେ ଏକ୍ସଜାମ ଗାର୍ଡ କି ଧଯ୍ୟା ଉଡ଼ ରହି ହେ | ଏହା ପରେ ସେମାନେ ସେହି ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥିଲେ | ଏହି ଭିଡ଼ିଓ କୁ ଦେଖି ସମସ୍ତେ ସୋମଲୋଚନା କରି ଥିଲେ କି କଲେଜ ଛାତ୍ରୀ ମାନେ ପରୀକ୍ଷା କୁ ଏଭଳି ଭାବେ ମଜାକ ଉଡାଇବା ଆଦୌ ଶୋଭନୀୟ ନୁହେଁ ଏଭଳି ଅନେକ କଥା କହି ନିନ୍ଦା କରି ଥିଲେ |

ଫଳରେ ସେହି ଭିଡ଼ିଓ କରି ଥିବା ଯୁବତୀ ମାନେ ଆଉ ଏକ ଭିଡ଼ିଓ କରି ସମସ୍ତ ଙ୍କୁ କ୍ଷମା ମାଗି ଥିଲେ ଏବଂ କହି ଥିଲେ ଯେ ଆମର ଭୁଲ ହୋଇ ଯାଇଛି ଦୟା କରି ଭିଡ଼ିଓ ଟିକୁ ଭାଇରାଲ ନ କରି ଡିଲିଟ କରି ଦିଅନ୍ତୁ କହି ଅନୁରୋଧ କରି ଥିଲେ |

 

ଆଜି କାଲି ର ଯୁବ ପିଢ଼ି କିଛି ମଧ୍ୟ ବୁଝୁ ନାହାଁନ୍ତି ନିଜକୁ ଯାହା ଭଲ ଲାଗୁଛି ସେହିଭଳି ଭାବରେ ଭିଡ଼ିଓ କରୁଛନ୍ତି ଆଉ ତାହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରୁଛନ୍ତି | ପରେ ସେମାନେ ଲଜ୍ଜିତ ହେବା ଛଡା ଆଉ କିଛି ମଧ୍ୟ ପାଉ ନାହାଁନ୍ତି ତେବେ ଏଭଳି ଘଟଣା ଅନେକ ଦେଖିବା ପାଇଁ ମିଳୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।