ଦେଖନ୍ତୁ Shocking ଭିଡ଼ିଓ :ସାରସ୍ୱତ, ସେ ଥାର୍ଡ଼ ଗ୍ରେଡ଼ ଝିଅ ସୋନାଲିକୁ ଛାଡି ମତେ ବାହା ହେଇଯାଅ; ମୁଁ ତାଠୁ ବେଶୀ ଭଲ ଝିଅ: ରାଣୀ ପଣ୍ଡା

0 436

ପ୍ରେମ ଗୋଟିଏ ଶବ୍ଦ ପବିତ୍ର ଶବ୍ଦ। ଆଉ ସମାଜରେ ଦେଖିବାକୁ ମିଳିଥାଏ ଉଭୟ ପୁଅ ଓ ଝିଅ ଟିକିଏ ବଡ଼ ହୋଇଗଲେ ଭଲ ପାଇବା ହୋଇଥାଏ। ଏହି ପ୍ରେମ କେହି କେହି ହୃଦୟ ଦେଇକି ଭଲ ପାଇ ଥାଆନ୍ତି ତ ଆଉ କେହି ଟଙ୍କା ପଇସା ପାଇଁ ଭଲ ପାଇ ଥାଆନ୍ତୁ। ହେଲେ ସେତେବେଳେ କେହି ବୁଝି ପାରନ୍ତି ନାହିଁ ପରବର୍ତ୍ତୀ ସମୟରେ ଏମିତି କିଛି ଘଟଣା ଘଟିଥାଏ ଯାହା ବହୁତ ଦୁଃଖଦାୟକ। ଆସନ୍ତୁ ଜାଣିବା ସୌମ୍ୟଙ୍କ ନୂଆ ଟୁଇଷ୍ଟ ରେ ରାନୀ ପଣ୍ଡାଙ୍କ ପ୍ରେରଣା କଣ ରହିଛି।

ସୌମ୍ୟ ଓ ସୋନାଲିଙ୍କ ପ୍ରେମ ସମ୍ପର୍କ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁହିଁଙ୍କର ଭଲ ପାଇବା ବହୁତ ଦିନର ହୋଇଥିଲେ ମଧ୍ୟ ଶେଷରେ ଯାହା ହେଲା ତାହା ଅତି ନିନ୍ଦନୀୟ। ଦୁହିଁଙ୍କ ପ୍ରେମ ମଧ୍ୟରେ ବୁଝମୁଣାରେ ଅଭାବ ପାଇଁ ସୌମ୍ୟ ନିଜ ଜୀବନକୁ ହାରି ଦେଲେ।

ସେହି ସମୟରେ ଯଦି ପ୍ରେମିକା ସୋନାଲି ଚାହିଁ ଥାଆନ୍ତେ ତେବେ ସୌମ୍ୟଙ୍କୁ ବଞ୍ଚେଇ ପାରି ଥାଆନ୍ତେ। ମଡେଲର ସୌମ୍ୟ ସୋନାଲିଙ୍କୁ ବହୁତ ଭଲ ପାଉଥିଲେ ଏବଂ ତାଙ୍କ ପାଇଁ ସେ ସବୁ କିଛି କରିବାକୁ ରାଜି ଥିଲେ ଯାହା ତାଙ୍କର ବିଭିନ୍ନ କଲ ରେକର୍ଡ଼ିଂଗ ଓ ସୁଇସାଇଡ଼ ନୋଟରୁ ଜଣା ପଡ଼ିଛି। ତାଙ୍କର କଲ ରେକର୍ଡ଼ିଂଗ ତ ସୋସିଆଲ ମିଡିଆରେ ଭାଇରଲ ହେଉଛି ତାହାକୁ ସମସ୍ତେ ଶୁଣିଥିବେ। ତାଙ୍କର ସବୁ ଏଭିଡ଼େନ୍ସ ପାଇବା ପରେ ମଧ୍ୟ ପୋଲିସ ତଦନ୍ତ ପାଇଁ ବହୁତ ବିଳମ୍ବ କରୁ ଅଛି।

ଏପଟେ ଯୁବ ବ୍ୟବସାୟୀ ତଥା ମଡେଲର ସୌମ୍ୟଙ୍କ ପରିବାର ଆଉ ନିୟନ୍ତ୍ରଣରେ ନାହାନ୍ତି ତେଣୁ ସେ ଏବେ ନ୍ୟାୟ ଦାବିରେ ଅଛନ୍ତି। ତାଙ୍କୁ ଉଚିତ ଦଣ୍ଡ ଦେଲେ ସେମାନେ ନ୍ୟାୟ ପାଇବେ ବୋଲି ଅଭିଯୋଗ କରିଛନ୍ତି। ଏହାରି ଭିତରେ ତଦନ୍ତ ପ୍ରକ୍ରିୟା ବିଳମ୍ବ ପାଇଁ ସୌମ୍ୟଙ୍କ ପରିବାର ଲୋକ ଭାଙ୍ଗି ପଡୁଛନ୍ତି।

ଏହି ଘଟଣାକୁ ନେଇ ବିଭିନ୍ନ ସମାଜିକ ସଂଗଠନ ଓ ସ୍ବେଚ୍ଛାସେବୀ ମାନେ ନ୍ୟାୟ ଦାବିରେ ସହଯୋଗର ହାତ ବଢ଼ାଇଛନ୍ତି। ସାରା ଓଡିଶା ବାସୀ ଚାହିଁକି ରହିଛନ୍ତି ସୌମ୍ୟଙ୍କ ନ୍ୟାୟକୁ ଦେଖିବା ପାଇଁ। ସୋନାଲିଙ୍କ ବୋଧ ହୁଏ ସତ ନ ଥିଲା ଯାହା ପାଇଁ ସେ ଏତେ ବହୁତ କଷ୍ଟ ପାଇଥିଲେ।

ଯେତେବେଳେ କିଛି ଘଟଣା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥାଏ ସେହି ସମୟରେ ଓଲିଉଡ ଅଭିନେତ୍ରୀ ରାନୀ ପଣ୍ଡା କଥାର ବାଣ ଭାଇରଲ ହୋଇଥାଏ। ତାଙ୍କର ପୁଣି ଏକ ନୂଆ ପ୍ରେରଣା ଶୁଣିବାକୁ ମିଳୁଛି ସେଠାରେ ସେ କହୁଛନ୍ତି ସୋନାଲି ଜମା ବି ଭଲ ନୁହଁନ୍ତି ଏବଂ ସେ ଯେଉଁଠି ବହୁତ ଟଙ୍କା ରହିଥାଏ ସେ ସେଠାରେ ରୁହନ୍ତି ହେଲେ ପ୍ରେମକୁ ଦେଖନ୍ତି ନାହିଁ ଓ ଜଣଙ୍କ ହୃଦୟର ଯନ୍ତ୍ରଣାକୁ ବୁଝନ୍ତି ନାହିଁ।

 

ଆଜି ସୌମ୍ୟ ଭଲ ପାଉଥିଲା ତା ପରେ ଆଉ ଜଣଙ୍କ ପାଖରେ ବହୁତ ପଇସା ଦେଖି ତାଙ୍କୁ ଛାଡି ଦେଲା ଏବଂ ଆଉ ଦିନେ ଯାହା ପାଖରେ ପଇସା ଦେଖିବ ତାକୁ ପୁଣି ଛାଡିକି ଆଉ ଜଣଙ୍କ ସହ ପ୍ରେମ କରିବ। ଏହିଭଳି ପ୍ରେମ ସହ ଖେଳୁଥିବା ପୁଅ କିମ୍ବା ଝିଅ ଠାରୁ ସର୍ବଦା ଦୂରରେ ରୁହନ୍ତୁ ଆଉ ତାଙ୍କୁ ଦଣ୍ଡ ଦେବା ଆବଶ୍ୟକ ହେଲେ ଆଉ କେବେ ଏମିତି ଦେଖିବାକୁ ମିଳିବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।