IAS Question-ଝିଅଙ୍କ ଶରୀରରେ ଏମିତି କେଉଁ ଅଙ୍ଗ ଯାହାକୁ ଖାଇହେବ, ମିଳିଲା ଏମିତି ଉତ୍ତର ସାର୍ ହୋଇଗଲେ ବେହୋସ୍ ? ଦମ୍ ଅଛି ତ ପ୍ରଶ୍ନର ଉତ୍ତର ଦିଅ

0 197

ବର୍ତ୍ତମାନ ସମୟରେ ଯୁବପିଢୀ ମାନେ ଶିକ୍ଷା କ୍ଷେତ୍ରରେ ବହୁତ ଆଗକୁ ଯାଉଛନ୍ତି , ପ୍ରତ୍ୟେକ ପିଲା ଜୀବନରେ କିଛି ନା କିଛି କରିବାର ଲକ୍ଷ୍ୟ ରଖିଥାନ୍ତି । ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଆଜିର ଦିନରେ ଗୋଟିଏ ସରକରୀ ଚାକିରୀ ପାଇବା କେତେ କେଷ୍ଟକର ହୋଇଗଲାଣି । ଏଥି ପାଇଁ ପିଲା ମାନଙ୍କୁ ଅନେକ କଷ଼୍ଟ ପରିଶ୍ରମ ମଧ୍ୟ କରିବାକୁ ପଡୁଛି , ବଡ ବଡ ପଦବୀ ପାଇବା ପାଇଁ ହେଲେ ସେହି ଅନୁସାରେ ପ୍ରସ୍ତୁତ ହେବା ପାଇଁ ପଡିଥାଏ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଇଣ୍ଟରଭ୍ୟୁ ମଧ୍ୟ ହୋଇଥାଏ, ଯେଉଁଥିରେ ଅନେକ ଗୁଡିଏ ମଜାଳିଆ ପ୍ରଶ୍ନ ମଧ୍ୟ ପଚାରା ଯାଇଥାଏ ।

କିନ୍ତୁ ଅନେକ ପିଲା ଏହାର ଉତ୍ତର ଦେବାରେ ଅସଫଳ ହୋଇଥାନ୍ତି , ଯାହାଫଳରେ ସେମାନେ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନଥାନ୍ତି । ଏଥିପାଇଁ ପୁଣି ସେମାନଙ୍କୁ ଅପେକ୍ଷା କରିବା ପାଇଁ ପଡିଥାଏ

ତେବେ ଆପଣମାନେ ଜାଣିଥିବେ IAS ପରୀକ୍ଷା ହେଉଛି ଆମ ଦେଶର ସବୁଠୁ ବଡ କଠିନ ପରୀକ୍ଷା , ଯାହାକୁ ପ୍ରତିଦବର୍ଷ ଲକ୍ଷଲକ୍ଷ ପରୀକ୍ଷାର୍ଥୀ ଦେଇଥାନ୍ତି ଏବଂ ପାସ୍ କରିବାକୁ ଚେଷ୍ଟା କରିଥାନ୍ତି କିନ୍ତୁ ଏହାକୁ ପାସ୍ କରିବା ଅତ୍ୟନ୍ତ କଷ୍ଟକର । ତେଣୁ ଆଜି ଆମେ ଆପଣ ମାନଙ୍କୁ ଆଇଏସ୍ ରେ ଆସୁଥିବା କେତେକ ପ୍ରଶ୍ନ ଉତ୍ତର ବିଷୟରେ ଜଣେଇବୁ । ଯାହା ଆପଣ ମାନଙ୍କୁ ଆପଣମାନଙ୍କ କ୍ୟାରିଅର ଗଠନରେ ସାହାର୍ଯ୍ୟ କରିଥାଏ ।

1. ବାବାଜୀ ନୁହେଁ ତା ବଢିଛି ଦାଢୀ,ପାଦ ତଳ ଯାଏଁ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢୀରେ ଦୋଳି,ପକ୍ଷୀଏ ଖାଆନ୍ତି ତାରି କୋଳି ?
ଉତ୍ତର – ବରଗଛ । ବରଗଛ ଓହଳ ଗଛର ତଳ ଯାଏ ଲମ୍ବି ଯାଇଥାଏ । ସେଥିରେ ପିଲା ମାନେ ଦୋଳି ଖେଳିଥାନ୍ତି । ପକ୍ଷୀ ମାନେ ସେହି ଗଛର କୋଳି କୁ ମଧ୍ୟ ଖାଇଥାନ୍ତି ।
2. ତାହା କଣ ଯାହାକୁ ଭାଙ୍ଗିବା ପରେ ସମସ୍ତେ ଖୁସି ହୋଇଥାନ୍ତି ?
ଉତ୍ତର – ରେକର୍ଡ ।

3. ଝିଅଙ୍କ ଶରୀରରେ ଏମିତି କେଉଁ ଅଙ୍ଗ ଯାହାକୁ ଖାଇହେବ, ମିଳିଲା ଏମିତି ଉତ୍ତର ସାର୍ ହୋଇଗଲେ ବେହୋସ୍ ?

ଉତ୍ତର- ଲେଡିଫିଙ୍ଗର ଅର୍ଥାତ ଭେଣ୍ଡି ।

 

4. ଆସିଲା ଆଉ ଜଣେ ବ୍ରାହ୍ମଣ, ତାର ଦେହ ସାରା ଯାଦୁ ପଣ ପଣ ?
ଉତ୍ତର – ପଣସ ।

5. ତାହା କଣ ଯାହା ଦ୍ୱାରା ଆମେ କାନ୍ଥର ଆରପଟ ମଧ୍ୟ ଦେଖି ଥାଉ ?


ଉତ୍ତର – ଝରକା ।

 

6. ଖରା ଦେଖିକି ମୁଁ ଆସିଥାଏ , ଛାଇ ଦେଖିକି ମୁଁ ଚାଲିଯାଏ , ପବନ ଛୁଇଁଲେ ମତେ , ମୁଁ ଲାଜେ ଲାଜେ ମରିଯାଏ ?
ଉତ୍ତର – ଝାଳ ।
7. କେଉଁ ଦେଶରେ 5ଟି ସୂର୍ଯ୍ୟକୁ ଦେଖିବାକୁ ମିଳିଥାଏ ?
ଉତ୍ତର – ଚୀନ ।
8. ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ ସହର କିଏ ?
ଉତ୍ତର – ମୁମ୍ୱାଇ ।
9. ଦୁନିଆର କେଉଁ ଦେଶ ଯେଉଁଠାରେ ଚାଷନାହିଁ ?
ଉତ୍ତର- ସିଙ୍ଗାପୁର ।