ଦେଖନ୍ତୁ Shocking ଭିଡ଼ିଓ- ସୌମ୍ୟ ଓ ସୋନାଲି ଙ୍କ ପ୍ରେମ କୁ ନେଇ ମୁହଁ ଖୋଲିଲେ ରାନୀପଣ୍ଡା ଏପରି ପ୍ରେମିଯୁଗଳ ଙ୍କୁ ରୋଡ ଉପରେ ଲଙ୍ଗଳା କରି ବାଇଡଙ୍କ ଲଗେଇବା ଦରକାର ନାହିରେ ତେଲ ଦେଇ ଶୋଇଲେ ହେବନି

0 178

ଆପଣ ଜାଣିଥିବେ ସୌମ୍ୟରଞ୍ଜନ ଙ୍କ ବିଷୟରେ। ସେ ଆଉ ଏହି ଦୁନିଆରେ ନାହିଁ। ଆଉ ତାଙ୍କର ଏକଦଶାହ କ୍ରିୟା କର୍ମ ମଧ୍ୟ ସରି ଯାଇଛି । ପ୍ରେମିକାର ଧକା ପାଇ ଜୀବନ ଦେଇ ଦେଲେ ୩୧ ବର୍ଷୀୟ ଯୁବକ ସୌମ୍ୟରଞ୍ଜନ ପାଣିଗ୍ରାହୀ। କିନ୍ତୁ ସେ ସିନା ଚାଲିଗଲେ ତାଙ୍କୁ ଝୁରି ଝୁରି ତାଙ୍କ ବାପା ମା ଙ୍କ ଅବସ୍ଥା ଯାହା ହେଉଛି ତାହା ଆପଣ ଅନେକ ଭିଡିଓ ରୁ ଦେଖି ପାରୁଥିବେ।

ପରିବାରର ସମସ୍ତ ସଦସ୍ୟ ଭାଙ୍ଗି ପଡ଼ିଛନ୍ତି ସୌମ୍ୟଙ୍କ ମୃତ୍ୟକୁ ନେଇ। ଏହା ଏକ ଏମିତି ଦୁଃଖଦ ଏବଂ ଅଭାବନୀୟ ଘଟଣା ଯାହା ବର୍ଣ୍ଣନା କରିବା ସହଜ ନୁହେଁ। ଏକ ପରିବାର ତାର ରୋଜଗାରିଆ ପୁଅକୁ ହରାଇଛି। ଭଉଣୀ ଭାଇକୁ ହରାଇଛି। ମା କୋଳରୁ ଚାଲି ଯାଇଛି ତାର ପୁଅ।

ଏହି ଦୁଃଖକୁ କିଏ ବା ବାପା ମା ଭୁଲି ପାରିବେ ବା ସହି ପାରିବେ। ଯେଉଁ ଦୁଃଖକୁ ଭୁଲିବା ଏତେ ସହଜ ନୁହେଁ। ଏହି ଘଟଣା ଯେତିକି ସମ୍ବେଦନଶୀଳ ,କଷ୍ଟଦାୟକ ସେତିକି ହୃଦୟବିଦାରକ ମଧ୍ୟ। ତେବେ ପ୍ରେମ ପ୍ରତାରଣା ,ଧୋକା ଆଉ ବିଶ୍ୱାସଘାତକତା କୁ ନେଇ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡ଼ିଛି। ତେବେ ସେ ଯାହାକୁ ଭଲ ପାଉଥିଲେ ଶେଷରେ ତାଙ୍କ ପାଇଁ ଜୀବନ ଚାଲିଗଲା। ପ୍ରେମିକାର ଧୋକା, ପ୍ରତାରଣା ପାଇଁ ଚାଲି ଯାଇଛି ପ୍ରେମିକର ଜୀବନ। ଯାହା ପ୍ରେମିକ ପାଖରୁ ମୃତ୍ୟୁ ପରେ ମିଳିଥିବା ସୁଇସାଇଡ ନୋଟ ରେ ସ୍ପଷ୍ଟ ଭାବରେ ଲେଖା ଯାଇଛି।


ତେବେ ଏହି ମୃତ ଯୁବକ ଜଣଙ୍କ ଜଣେ ମଡେଲ୍ ମଧ୍ୟ ଥିଲେ। ଦୁଇ ବର୍ଷ ଭିତରେ ତାଙ୍କର ଜଣେ ଗାୟିକାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଉଭୟଙ୍କ ପରିବାର ଲୋକେ ଏହା ଜାଣିବା ପରେ ସେମାନଙ୍କ ବିବାହ ପାଇଁ ଯୋଜନା ଚାଲିଥିଲା।

ଯୁବତୀ ଜଣକ ସୌମ୍ୟଙ୍କ ଘର କୁ ମଧ୍ୟ ଆସୁଥାଏ ଏବଂ ତାଙ୍କ ଘରେ ମଧ୍ୟ ରହୁଥାଏ। ସୌମ୍ୟଙ୍କ ବାପା ମା ଙ୍କ ମମି ଡାଡି ବୋଲି ଡାକୁଥିଲେ। ହେଲେ ଯୁବତୀ ଜଣକ କିଛି ଦିନ ହେବ ସୌମ୍ୟଙ୍କୁ ପ୍ରତାରଣା କରିବାରୁ ସୌମ୍ୟ ଭାଙ୍ଗି ପଡ଼ିଥିଲେ। ଆଉ ଶେଷରେ ସେ ସହି ନପାରି ଏପରି ପଦକ୍ଷେପ ନେଇଥିବା କୁହାଯାଇଛି।

ପ୍ରେମିକାଙ୍କ ପ୍ରତାରଣା ଶେଷରେ ତାଙ୍କ ଜୀବନ ନେଇ ଯାଇଛି। ସୌମ୍ୟଙ୍କ ମୃତ୍ୟକୁ ବି ବିତି ଯାଇଛି ୧୧ ଦିନ। ରୀତି ନୀତି ଅନୁସାରେ ଘରେ ସୌମ୍ୟଙ୍କ ଏକଦଶାହ କ୍ରିୟା କର୍ମ ମଧ୍ୟ ସମ୍ପନ୍ନ ହୋଇଛି । ଆଉ ଏହି ସମୟରେ ସୋନାଲି ଙ୍କୁ ଆକ୍ଷେପ କରି ରାନୀ ପଣ୍ଡା କିଛି କହିଛନ୍ତି। ସୋନାଲି ଙ୍କୁ କିଛି କହିବା ପାଇଁ ତାଙ୍କ କୌଣସି ଭାଷା ବା ଶବ୍ଦ ନାହିଁ ବୋଲି କହିଥିଲେ।

 

ସେ କହିଛନ୍ତି କି, ସେ ଗଣମାଧ୍ୟମ ସାମ୍ନାରେ ଏମିତି କିଛି କୁହ ଯାହାକୁ ସମସ୍ତେ ବିଶ୍ୱାସ କରି ପାରିବେ।ସନାଲିଙ୍କୁ କହିଛି ଯଦି ତୁମର କିଛି ଭୁଲ ନାହିଁ ଗଣମାଧ୍ୟମ ରେ ଆସି କୁହ ଆଉ ପ୍ରମାଣ ଦେଖାଅ। ଯଦି ସୁଇସାଇଡ ପୂର୍ବରୁ ସୁଇସାଇଡ ନୋଟ ରେ ତୁମ ନାମ ନଥାନ୍ତା ତେବେ କହି ତୁମକୁ ନିନ୍ଦା ଅପବାଦ ଦେଇ ନଥାନ୍ତେ ବୋଲି ଏମିତି ସବୁ ରାନୀ ପଣ୍ଡା କହିଛନ୍ତି।