Health Tips ମାତ୍ର 7 ଦିନରେ ଭାତୁଡ଼ି ଜନିତ ସମସ୍ୟା ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ 100% ଗ୍ୟାରେଣ୍ଟି

0 587

ବର୍ତ୍ତମାନ ସମୟରେ ଆପଣ ମାନେ ସମସ୍ତେ ଜାଣିଥିବେ ସମସ୍ତ ଝିଅ ଗୋରା ଏବଂ ତୋଫା ସ୍କିନ୍ ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି। ବିଭିନ୍ନ ପ୍ରକାରର କ୍ରିମ୍ ଲଗେଇଥାନ୍ତି। ସେଥିପାଇଁ ବହୁତ ପ୍ରକାର କେମିକାଲ ପଦାର୍ଥ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ଆମେ ଦେଖିବା ତେବେ ଆଜିକାଲି ସମସ୍ତେ ପ୍ରାୟ ପ୍ରାକୃତିକ ଉପାୟରେ ନିଜର ତୋଫା ପଣ ଆଣିବା ପାଇଁ ପ୍ରୟାସ କରିଥାନ୍ତି। ଏଥିପାଇଁ ଅନେକ ପ୍ରକାରର କେମିକାଲ ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ବିଭିନ୍ନ କେମିକାଲ ପଦାର୍ଥ ବ୍ୟବହାର ଦ୍ୱାରା ଓ ମୁହଁ ର ଯତ୍ନ ନେବା ଦ୍ୱାରା ମୁହଁ ର ଅସଲ ତୋଫା ପଣ ଆସିଥାଏ।

କିନ୍ତୁ ଆମ ଶରୀର ରେ ଏମିତି ଅନେକ ସ୍ଥାନ ଯେମିତି କି, ଗୋଡ଼ ,ବେକ ଆଦି କଳା ବହୁତ ପଡ଼ିଯାଏ। ଏହା ସାଙ୍ଗକୁ ଆପଣ ଦେଖିଥିବେ ଶୀତ ଦିନେ ଗୋଡ଼ ର ଗୋଇଠି ଫାଟି ଯାଇଥାଏ। ତାହାକୁ ଭଲ କରିବା ପାଇଁ ବହୁତ ପ୍ରକାରର କ୍ରିମ୍ ବ୍ୟବହାର କରିଥାନ୍ତି ।

 

ଅନେକ ଲୋକ ଖାସ୍ କରି ଝିଅ ମାନେ ଏଥିପାଇଁ ଖୁବ୍ ଚିନ୍ତିତ ରହିଥାନ୍ତି। ଆପଣ ମାନେ ସମସ୍ତେ ପ୍ରାୟତଃ ଦେଖିଥିବେ ଦେହର ଚର୍ମ ଉପରେ ଚିହ୍ନ ହୋଇଥାଏ। ଆଉ ଏହି ଚିହ୍ନ କୁ ଭଲ କରିବା ପାଇଁ ବିଭିନ୍ନ ପ୍ରକାରର ମେଡିସିନ କିଣି ଲଗାଇଥାନ୍ତି ବା କିଏ କିଏ କିଛି କ୍ରିମ୍ ଆଣି ଲଗେଇଥାନ୍ତି।

ତେବେ ଆଜି ଆମେ ଏହାର ଘରୋଇ ଉପଚାର ବିଷୟରେ ଜଣାଇବୁ ,ଯେଉଁ ଉପାୟ ଦ୍ୱାରା ଆପଣ ନିଜ ଦେହରେ ବାହାରି ଥିବା ଚିହ୍ନ କୁ ଭଲ କରି ପାରିବେ। ଆମେ ଆପଣଙ୍କୁ ଆଜି ଏମିତି ଏକ ଉପଚାର ବିଷୟରେ ଜଣାଇବୁ ଯାହା ଆପଣ ଘରୋଇ ସାମଗ୍ରୀ ଦ୍ୱାରା ଆପଣ ଅନେକ ପ୍ରକାରର ଫାଇଦା ଉଠାଇ ପାରିବେ। କିନ୍ତୁ ଆମେ ଏହାର ସଠିକ୍ ବ୍ୟବହାର ବିଷୟରେ ଜାଣି ନଥାଉ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ,

ଆପଣ ପ୍ରଥମେ ଗୋଟିଏ ମହମବତୀ କୁ ଗୁଣ୍ଡ କରିବେ। ତାପରେ ଗୋଟିଏ ଫେଡ଼ା ରସୁଣ କୁ ନେଇ ଛେଚି ଦେବେ। ତାପରେ ଉଭୟ କୁ ମିଶ୍ରଣ କରି ଦେବେ। ତାପରେ ତାକୁ ଗରମ କରି ମହମ ତରଳି ଗଲା ପରେ ତାହାକୁ ବାହାର କରିଦେବେ।

ତାପରେ ଯେଉଁ ଯେଉଁ ଜାଗା ରେ ଆପଣଙ୍କର ଦାଗ ହୋଇଥିବ ସେହି ଜାଗାରେ ଆପଣ ତାହାକୁ ଲଗେଇଦେବେ। ଏହାକୁ ୩୦ ମିନିଟ୍ ପର୍ଯ୍ୟନ୍ତ ଆପଣ ରଖିବେ ତାପରେ ଧୋଇ ଦେବେ। ଏହାକୁ ପାଖାପାଖି ୩ ଦିନ ଲଗାନ୍ତୁ ଦେଖିବେ ଆପଣଙ୍କର ଦାଗ ସବୁ ଦିନ ପାଇଁ ଲିଭିଯିବ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।