ଦେଖନ୍ତୁ viral ଭିଡିଓ ! ନବୀନ ବାବୁ ଆମ ଗୁଆ ଘିଅ ଗୀତ ଏବେ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଉଛି..10 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି..

0 742

ଆଜି କାଲିକା ସମୟରେ ସମସ୍ତେ ସୋସିଆଲ ମିଡ଼ିଆରେ ସହିତ ଓତଃପ୍ରୋତ ଭାବେ ଜଡ଼ିତ ହୋଇ ରହିଥାନ୍ତି। ବିଭିନ୍ନ ପ୍ରକାରର ଭିଡିଓ ଓ ଫଟୋ ପୋଷ୍ଟ କରିଥାନ୍ତି। ଏହି ସୋସିଆଲ ମିଡ଼ିଆ ଯୁଗରେ ସମସ୍ତେ ସ୍ମାର୍ଟ ଫୋନ ଧରିଛନ୍ତି। ତେବେ ପ୍ରାୟତଃ ସମସ୍ତେ ୟୁ ଟୁବ ଦେଖିବା ପାଇଁ ପସନ୍ଦ କରନ୍ତି। ତେବେ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଆଜୀ ଅନେକ ପଥକୁ ଚାଲି ଯାଇଛି। ହେଲେ ଆଜିକାଲି ର ଯୁବପିଢି ଏହାକୁ ଆଗକୁ ନେବାରେ ସକ୍ଷମ ହୋଇ ପାରିଛନ୍ତି।

ବିଶେଷ କରି ଓଡ଼ିଆ ଆଲବମ୍ ଗୀତ ସବୁ ବାହାର କରୁଛନ୍ତି। ଅନ୍ୟ ଇଣ୍ଡଷ୍ଟ୍ରି କୁ ମଧ୍ୟ ବରାବର ଟକ୍କର ଦେଉଛନ୍ତି। ଏହାକୁ ଆଜିକାଲି ର ଯୁବକ ଯୁବତୀ ମାନେ ବେଶ୍ ପସନ୍ଦ କରୁଛନ୍ତି। ଯାହାକି ଆମର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆଗେଇ ନେବାରେ ସକ୍ଷମ ହୋଇ ପାରିଛି।

ତେବେ ବର୍ତ୍ତମାନ ସମୟରେ ବଣ୍ଟି ଅନୁଗୁଳିଆ ଗାଉଥିବା ଗୀତ ଗୁଆ ଘିଅ ବହୁ ମାତ୍ରାରେ ଲୋକ ପ୍ରିୟତା ହାସଲ କରିଛନ୍ତି। ଆପଣ ମାନେ ନିଶ୍ଚିତ ଭାବରେ ଏହି ଗୀତ ଟିକୁ ଶୁଣି ବହୁତ ଖୁସି ଅନୁଭବ କରିଥିବେ। ଯାହାବି ହେଉ ଆଲବମ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟତା ହାସଲ କରିବା ସହିତ ଲୋକ ମାନେ ମଧ୍ୟ ବହୁତ ଭଲ ପାଇବା ଦେଇଛନ୍ତି। ବର୍ତ୍ତମାନ ସମୟରେ ଆଲବମ୍ ଟ୍ରେଣ୍ଡ ହେବା ସହିତ ଭଲ ରୋଜଗାର ମଧ୍ୟ କରୁଛି। ନୂଆ ନୂଆ ଯୁବପିଢି ମାନେ ସମୟ ଅନୁସାରେ ତାଳ ଦେଇ ଅନେକ ଗୁଡ଼ିଏ ସୁପରହିଟ୍ ଗୀତ ଇତ୍ୟାଦି ଭେଟି ଦେଉଛନ୍ତି।


ସମସ୍ତେ ଚାହାନ୍ତି ଯେ, ଖାଲି ସମୟରେ ଟିକିଏ ମନୋରଞ୍ଜନ କରିବା ପାଇଁ ତେବେ ଏଭଳି ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଅନ୍ୟ ମାନଙ୍କ ମୁହଁ ରେ ହସ ଫୁଟାଇ ପାରିବେ। ତେବେ ବର୍ତ୍ତମାନ ସମୟରେ ଗୁଆ ଘିଅ ଗୀତ ଟି ଯେଉଁ ଭଳି ଭାବରେ ଭାଇରାଲ ହେଉଛି ,ତାହା ଆପଣ ମାନେ ସମସ୍ତେ ଜାଣିଥିବେ। ଅନେକ ଏହି ଗୀତ କୁ ନେଇ ଭିଡିଓ ଏବଂ ରିଲ କରୁଛନ୍ତି।

ଯାହାକି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ ରେ ରହିଛି। ଏହି ଗୀତ ଟି ସୁଟିଂ ବେଳେ ସେମାନେ ବହୁତ କଷ୍ଟ କରିଛନ୍ତି। ଏହା ବ୍ୟତୀତ ତାଙ୍କର ସୁଟିଂ ବେଳେ ଅଧିକରୁ ଅଧିକ ମାତ୍ରାରେ ଖୁସି ହୋଇଥିବା ଦେଖିବା ପାଇଁ ମିଳିଛି।

କିନ୍ତୁ ବର୍ତ୍ତମାନ ସେହି ଗୀତକୁ ନେଇ ବିଜେଡି ତରଫରୁ ଏକ ନୂଆ ଷ୍ଟାଇଲ ରେ ଗୀତ ତିଆରି ହୋଇଛି। ସେହି ଗୀତ ରେ ନବୀନଙ୍କ ପ୍ରଶଂସା କରାଯାଇଛି। ଆଉ ବିଜେପି ଦଳକୁ ଟ୍ରୋଲ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସୁବିଧା ସୁଯୋଗ ପାଇଁ ଯେଉଁ ସବୁ ଯୋଜନା

କରିଛନ୍ତି ସେହି ଗୀତ ଦ୍ୱାରା ଲୋକ ମାନଙ୍କୁ ଅବଗତ କରାଯାଇଛି। ଯାହା ଦ୍ଵାରା ଲୋକମାନେ ବିଜେଡି ଦଳ ପ୍ରତି ବହୁତ ଅଧିକ ମାତ୍ରାରେ ଆକର୍ଷିତ ହେବେ। ଆଉ ଲୋକ ମାନେ ପୁଣିଥରେ ସେହି ନବୀନ ପଟ୍ଟନାୟକ ଙ୍କୁ ହିଁ ଚୟନ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।