ଦେଖନ୍ତୁ Viral ଭିଡ଼ିଓ : କରନି କରନି ପ୍ରେମ ଜମା କରନି ! ଭଉଣୀ ପ୍ରେମ କଲା ରାସ୍ତାରେ ଖୋବି ଦେଲା ଭାଈ…

0 387

ପ୍ରେମର ପ୍ରକୃତ ଅର୍ଥ ଜାଣିବା ପୂର୍ବରୁ ଆଜିର ଆଧୁନିକ ସମାଜର ପୁଅ ଝିଅ ପ୍ରେମ କରି ବସୁଛନ୍ତି। ଯେମିତି ପ୍ରେମ ତାଙ୍କ ପାଇଁ ପାଲଟିଛି ଏକ ମଉଜ ମଜଲିସ କରିବା ଏବଂ ଶାରିରୀକ ଆକର୍ଷଣ କୁ ଅନୁଭବ କରିବା ଭଳି ମାମୁଲି ଜିନିଷ।ଯାହାକୁ ଦେଖିବେ ସେମାନେ ପ୍ରେମ କରିଥିବାର ଦେଖିବାକୁ ପାଇବେ। ଅଳ୍ପ ବୟସରୁ ଛୋଟ ପିଲା ମାନେ ବି ବୟ ଫ୍ରେଣ୍ଡ୍, ଗାର୍ଲ୍ ଫ୍ରେଣ୍ଡ୍ କରି ଦେଉଛନ୍ତି ଏବଂ ନିଜକୁ ବହୁତ୍ ଗର୍ବିତ ମନେ କରୁଛନ୍ତି ଏମିତି କରି। ତେବେ ପ୍ରେମ ସେମାନଙ୍କ ପାଇଁ ପାଲଟିଛି ଖେଳଘର। ଯାହାର କୌଣସି ଭିତ୍ତି ଭୂମି ନାହିଁ କି ସେ ସମ୍ପର୍କର ମୂଳଦୁଆ ବି ନାହିଁ।

ତେବେ ଆଜିକାଲିର କିଛି ଯୁବ ପିଢୀ ପ୍ରେମ ଅର୍ଥାତ୍ ମନର ମିଳନକୁ ଶାରିରୀକ ଆକର୍ଷଣ ର କେନ୍ଦ୍ରବିନ୍ଦୁ ବୋଲି ବିବେଚନା କରୁଛନ୍ତି।ଯେଉଁଥିପାଇଁ ସେମାନେ ପ୍ରତି ପାହାଚରେ ଅପଦସ୍ଥ ହେଉଛନ୍ତି ଏବଂ ପ୍ରେମ ଭଳି ଏକ ପବିତ୍ର ଶବ୍ଦ କୁ ଦୁନିଆରେ କଳଙ୍କିତ କରୁଛନ୍ତି। ତେବେ ସେହିଭଳି ଅନେକ ପ୍ରେମକୁ କଳୁଷିତ କଲା ଭଳି ଉଦାହରଣ ଆଜିର ସମାଜରେ ପ୍ରତିଦିନ ଦେଖିବାକୁ ମିଳୁଛି।

ଆପଣ ମାନେ ନିଶ୍ଚିତ ଭାବେର ଓଟିଭି ର ଲୋକପ୍ରିୟ ଶୋ୍ ନ୍ଯୁଜଫ୍ଯୁଜ ଦେଖୁଥିବେ ସେଥିରେ ଦେଶବିଦେଶର ସମସ୍ତ ଘଟଣା ଗୁଡିକ ଅତି କୌତୁହଳପୂର୍ଣ୍ଣ ଭାବରେ ପ୍ରକାଶ କରାଯାଇ ଥାଏ। ତେବେ ବର୍ତ୍ତମାନ ସମୟରେ ସେଥିରେ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଂଥିରେ ଜଣେ ପ୍ରେମୀକା ତାର ପ୍ରେମିକକୁ ଦେଖାକରିବାକୁ ଆସିଥିବା ସମୟରେ ପ୍ରେମିକାର ଭାଇ ପ୍ରେମିକକୁ ବିଚ୍ ରାସ୍ତା ଉପରେ ଉତ୍ତମ ମଧ୍ଯମ ଦେଉଛନ୍ତି।

ହେଲେ ଥରେ ଭାଇ ଚିନ୍ତା କରିଲେନି କି କଣ ପ୍ରେମିକକୁ ମାଡ ମାରି ମାରିଲେ ଭଉଣୀ ତାଙ୍କ ପ୍ରେମିକକୁ ଭୁଲି ଯିବେ, ନାଁ ବରଂ ବିଚ୍ ରାସ୍ତା ଉପରେ ନିଜ ଭଉଣୀ ର ମାନସମ୍ମାନ ଯିବ, ତେଣୁ ଆମେ ଏଠାରେ ଆପଣଙ୍କୁ ଗୋଟିଏ କଥା କହିରଖୁଛୁ ଯେ ପ୍ରେମ କରିବା ଭୁଲ ନୁହେଂ ପ୍ରେମରେ ଏପରି କିଛି କରନ୍ତୁ ନାହଁ ଯେଉଁଥିରେ ନିଜ ପରିବାରର ମାନ ସମ୍ମାନ ତଳେ ପଡିବ। ଆଉ ସବୁ ଭାଇ ମାନଙ୍କୁ ଏତିକି ଅନୁରୋଧ କାହା ଉପରକୁ ହାତ ଉଠେଇବା ପୂର୍ବରୁ ପ୍ରଥମେ ନିଜ ଭଉଣୀ ଙ୍କୁ ବୁଝାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।