ଓଃ କି ମାଡ ! ପୋଲିସ କୁ ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ ..ଆଉ ତା ପରେ ଯାହା ହେଲା ଭିଡିଓ ଦେଖିଲେ କହିବେ ଛିଃ ଛିଃ

0 632

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଖରାପ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି।

ଆପଣ ଜାଣିପାରିବେ, ଆଜିର ଦୁନିଆରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ନିଜର ନୈତିକତା କୁ ଭୁଲି ,ମାନବିକତା, ସଭ୍ୟତା କୁ ଭୁଲି କିଛି ବି ନିନ୍ଦନୀୟ  କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ଜାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗେ ।


ଶିକ୍ଷିତ ହୋଇ ଯଦି ଜଣେ ଲଜ୍ଜାଜନକ ଓ ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ବା ଦାୟୀ କରାଯିବ। ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନ ହୁଏ ତେବେ ଏଥିପ୍ରତି କାହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ୟ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ବେଳେ ବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକ ଙ୍କ ଦେଖିବା ପାଇଁ ମିଳିଥାଏ ଯାହା ବାସ୍ତବରେ ବିଶ୍ୱାସ ଯୋଗ୍ୟ ହୋଇ ନଥାଏ।


ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ନିର୍ବାଚନ ସମୟ ଚାଲିଛି। ଗାଁ ରେ ହଇଚଇ ସୃଷ୍ଟି ହେଲାଣି। ନିର୍ବାଚନ ପାଇଁ ସବୁବେଳେ ପ୍ରଚାର ଓ ପ୍ରସାର ଚାଲିଛି। ଆଉ ପହଞ୍ଚି ଯାଇଥିଲା ନିର୍ବାଚନ ତାରିଖ। ଆପଣ ମାନେ ସମସ୍ତେ ଜାଣିଥିବେ ନିର୍ବାଚନ ଅର୍ଥ ଗଣ୍ଡଗୋଳ କରିବା। ଠିକ୍ ସେହିପରି ଏହି ନିର୍ବାଚନ ଦିନ ଏମିତି କିଛି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋର ସୋର ଭାବରେ ଭାଇରାଲ୍ ହେବାରେ ଲାଗିଛି। ତେବେ ସମ୍ପୂର୍ଣ୍ଣ ଘଟଣା ଟି ହେଉଛି ,ଲୋକଙ୍କ କହିବା ଅନୁସାରେ ଜଣେ ଲୋକ କହିଛନ୍ତି ତାଙ୍କ ଘର ଗୋଖୁଣି। ୩ ନଂ ୱାର୍ଡ଼ ରେ ତାଙ୍କ ଘର। ଗୋଟିଏ ପିଲା ର ଭୋଟର ତାଲିକା ରେ ନାମ ନାହିଁ।

କି ସେହି ପିଲାର ବୟସ ହେଇ ନାହିଁ। କିନ୍ତୁ ତାକୁ ଏଜେଣ୍ଟ କରାଯାଇଛି। ଆଉ ଅନ୍ୟ ମାନେ ଯେଉଁ ଏଜେଣ୍ଟ ଅଛନ୍ତି ସେମାନେ ଅଭିଯୋଗ କରିଥିଲେ। ସେମାନେ ଯେତେବେଳେ ଏହି ବିଷୟରେ ବିଜାଡି ଅଫିସରେ ପଚାରିଥିଲେ ପୋଲିସ୍ ସେମାନଙ୍କୁ ସେଠାରୁ ଗେଟ୍ ଆଉଟ୍ କହିଥିଲେ। ଆଉ ପୋଲିସ୍ କହିଥିଲେ ଏ କଥା ବୁଝିବା ପାଇଁ ଏଜେଣ୍ଟ ଅଛନ୍ତି, ଆପଣ ମାନେ କୌଣସି କଥା ବୁଝି ପାରିବେ ନାହିଁ। ଏହି କଥା ନେଇ ପୋଲିସ୍ କୁ ପ୍ରବଳ ମାଡ଼।