ଦେଖନ୍ତୁ Live ଭିଡ଼ିଓ : ମୃତ୍ୟୁ ପୂର୍ବରୁ ଭିଡିଓ ଜାରି କଲେ ଯୁବକ… କଣ କହୁଛନ୍ତି… ଦେଖନ୍ତୁ Video

0 88

ଆମ ସମାଜ ରେ ପ୍ରତିଦିନ କିଛି ନା କିଛି ଘଟଣା ଅବଶ୍ୟ ଘଟି ଥାଏ ଯାହା ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଜାଣି ପାରି ଥାଉ | ଆପଣ ତ ଜାଣନ୍ତି ପ୍ରତେକ ମଣିଷ ଜୀବନ ରେ କିଛି ନା କିଛି ଅସୁବିଧା ଲାଗି ରହି ଥାଏ କାରଣ ଦୁଃଖ ପରେ ସୁଖ ଆଉ ସୁଖ ପରେ ଦୁଃଖ ଆସି ଥାଏ | ତେବେ ଅନେକ ଲୋକ ଅଛନ୍ତି ଏହି ଦୁଃଖ କଷ୍ଟ ସାମ୍ନା କରି ଆଗକୁ ବଢ଼ି ଥାଆନ୍ତି କିନ୍ତୁ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଏହି ସବୁ ର ସାମ୍ନା କରି ପାରନ୍ତି ନାହିଁ ଆଉ ଶେଷରେ ଆତ୍ମହତ୍ୟା କରି ବସନ୍ତି |

କାରଣ ଯେତେ ବେଳେ ଏକ ମଣିଷ ନିଜର ମାନସିକ ଅବସ୍ଥା ରେ ଭାରସାମ୍ୟ ହରାଇ ବସେ ସେତେ ବେଳେ ସେ ଆତ୍ମହତ୍ୟା କରି ଦିଏ | କିନ୍ତୁ ଏହା ମଧ୍ୟ ସତ ଯେ ଆତ୍ମହତ୍ୟା କୌଣସି ସମସ୍ୟା ର ସମାଧାନ ନୁହେଁ ହେଲେ ବି ମଣିଷ ସେହି ଭୁଲ କରି ବସେ |

ତେବେ ପ୍ରାୟ ଏହି ଆତ୍ମହତ୍ୟା ପ୍ରେମ ସମ୍ପର୍କ ରେ ଦେଖିବାକୁ ମିଳେ, କିଛି ଦିନ ପୂର୍ବରୁ ସୋମ୍ୟ ଓ ସୋନାଲି ଙ୍କ ଖବର ମଧ୍ୟ ସୋସିଆଲ ରେ ବେସ ଚର୍ଚ୍ଚିତ ହୋଇ ଥିଲା ଆଉ ଏବେ ପୁଣି ଏକ ସେହିଭଳି ଘଟଣା ଆଖି ସାମ୍ନା କୁ ଆସିଛି |

ଆପଣ ତ ଜାଣିଥିବେ ସୋମ୍ୟ ରଞ୍ଜନ ଙ୍କ ପରେ ଏବେ ଅଭିଜିତ ଙ୍କର ଘଟଣା ସାମ୍ନାକୁ ଆସିଛି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି | ତେବେ ଅନୁଗୁଳ ର ସୋଭାଗ୍ୟ ନଗର ର ଅଭିଜିତ ପଟ୍ଟନାୟକ ଙ୍କ ପ୍ରେମିକା ଙ୍କ ନିର୍ବନ୍ଧ ପରେ ହିଁ ସେ ସହି ନ ପାରି ସୂଈସାଇଡ କରି ଦେଇ ଥିଲେ ଆଉ ପରେ ତାଙ୍କ ଚାଟିଂ ଆପଣ ମାନେ ନିହାତି ଭାବରେ ଦେଖି ଥିବେ | ତେବେ ବର୍ତ୍ତମାନ ସମୟରେ ସେ ସୂଈସାଇଡ କରିବା ପୂର୍ବରୁ ଏକ ଭିଡ଼ିଓ ମଧ୍ୟ କରି ଥିଲେ ଯାହା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଅଭିଜିତ ଭିଡ଼ିଓ ରେ ତାଙ୍କ ମା ଙ୍କୁ କହିଛନ୍ତି କି, ମା ମୁଁ ସେ ଝିଅ ବିନା ବଞ୍ଚି ପାରିବିନି, ମୁଁ ତା ବିନା ରହି ପାରୁନି ସରି ମା | ତେବେ ମୃତ୍ୟୁ ପୂର୍ବରୁ କାନ୍ଦି କାନ୍ଦି ଏଭଳି ଭାବରେ କିଛି କହି ଅଭିଜିତ ଶେଷରେ ଦଉଡି ଲଗାଇ ଆତ୍ମହତ୍ୟା କରି ଦେଲେ |

ତେବେ ଆମେ କହି ରଖୁଛୁ ଯେ ଅଭିଜିତ ଏକ ଘରୋଇ କମ୍ପାନୀ ରେ ଇଞ୍ଜିନିଅର ଭାବେ କାମ କରୁ ଥିଲେ ଏହା ସହିତ ସେ ଭଲ ଦରମା ମଧ୍ୟ ପାଉ ଥିଲେ | ତାଙ୍କ ଘରେ ତାଙ୍କର ବୁଢୀମା, ଭାଇ ଭାଉଜ ଓ ଝିଆରୀ ମଧ୍ୟ ଥିଲେ, କିନ୍ତୁ ସବୁ ଥାଇ ବି ସେ ପ୍ରେମ ପାଇଁ ଆତ୍ମହତ୍ୟା କରି ଦେଲେ, ହେଲେ ଏହି ଆତ୍ମହତ୍ୟା ସବୁ ସମସ୍ୟା ର ସମାଧାନ ନୁହେଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।