ଓଃ କି ଡ୍ୟାନ୍ସ ! Aseema Panda ଗାଇଥିବା ଏହି ଜବରଦସ୍ତ ଗୀତ ( Saami Saami ) ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…10 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି…

0 1,208

ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ଧମାଲ କରିବାକୁ ଲାଗିଛି ଏହି ଫିଲ୍ମଟି । ସାଉଥ ଫିଲ୍ମ ‘ପୁଷ୍ପା’ଟି ସମସ୍ତ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ଛାଡି ଦେଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଆସିଛନ୍ତି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ନିଜ ଦମଦାର ଅଭିନୟର ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ନେଇଛନ୍ତି । ପୁଷ୍ପା ଫିଲ୍ମର ‘ସାମୀ ସାମୀ’ ଗୀତଟି ଆପଣ ମାନେ ନିଶ୍ଚୟ ଶୁଣିଥିବେ ।

ଏହି ଫିଲ୍ମର ସମସ୍ତ ଗୀତ ବେସ ଲୋକପ୍ରିୟତା ହୋଇ ପାରିଛି ଓ ‘ସାମୀ ସାମୀ’ ଗୀତଟିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରିଛନ୍ତି । ତେବେ ବର୍ତ୍ତମାନ ‘ସାମୀ ସାମୀ’ ଗୀତର ଓଡିଆ ଭର୍ସନ ଆସି ଯାଇଛି ।

ତେବେ ଆପଣମାନେ ନିଶ୍ଚିତ ଭାବରେ ଜାଣିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀର ଜଣେ ସୁନାମଧନ୍ୟ ଲୋକପ୍ରିୟ ତଥା ଓଡିଶାର ପ୍ରସିଦ୍ଧ ଓଡିଆ ଗାୟିକା ଆସୀମା ପଣ୍ଡା । ଯିଏକି ନିଜର ସୁମଧୁର ସଙ୍ଗୀତ ପାଇଁ ସେ ଘରେ ଘରେ ପରିଚିତ ଅଟନ୍ତି , ଓଡିଶାର ଅଗଣିତ ଦର୍ଶକମାନେ ଆସୀମା ପଣ୍ଡାଙ୍କ ସଙ୍ଗୀତକୁ ବହୁତ ପସନ୍ଦ କରନ୍ତି । ସେ ଫିଲ୍ମୀ ଗୀତ ଠାରୁ ଆରମ୍ଭ କରି ଆଲବମ ଭଜନ ଯାଏ ସବୁ ପ୍ରକାର ଗୀତ ଗାଇଛନ୍ତି ।

ଅସୀମା ପଣ୍ଡାଙ୍କର ସୋସିଆଲ ମିଡିଆରେ ମଧ୍ୟ ବହୁତ ଫ୍ୟାନ ମାନେ ରହିଛନ୍ତି , ତାଙ୍କର ସଙ୍ଗୀତଙ୍କୁ ବହୁତ ପସନ୍ଦ ମଧ୍ୟ କରିନ୍ତି । ଫ୍ୟାନମାନେ ଏହା ମଧ୍ୟ କୁହନ୍ତି କି ତାଙ୍କ କଣ୍ଠ ଯେତିକି ସୁନ୍ଦର , ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ତାଙ୍କର ପ୍ରତ୍ୟେକ ଗୀତଟି ସପରହିଟ ହୋଇଛି , ଲୋକମାନେ ସେହି ଗୀତକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଅସୀମା ପଣ୍ଡାଙ୍କୁ ଭଗବାନଙ୍କର ଏକ ସୁନ୍ଦର ସୃଷ୍ଟି ମଧ୍ୟ କୁହାଯାଏ ।

ଅସୀମା ନିଜର ସୁମଧୁର ସଙ୍ଗୀତ ମାଧ୍ୟମରେ ତାଙ୍କର ଫ୍ୟାନ ମାନଙ୍କୁ ବାନ୍ଧି ରଖିଛନ୍ତି , ଭଜନ ଠାରୁ ଆରମ୍ଭ କରି ଆଲବମ ଗୀତରେ ମଧ୍ୟ ନିଜର ଚମତ୍କାର କଣ୍ଠ ପ୍ରଦାନ କରି ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ବର୍ତ୍ତମାନ ସମୟରେ ଅସୀମା ପଣ୍ଡା ସାମୀ ସାମୀ ଗୀତର ଓଡିଆ ଭାର୍ସନ ଗାଇ ଚର୍ଚ୍ଚାରେ ରହିଛନ୍ତି ।

ତେବେ ଏହି କିଛି ଦିନ ତଳେ ଅସୀମାଙ୍କ କଣ୍ଠରୁ ସାମୀ ସାମୀ ଗୀତର ଓଡିଆ ଭାର୍ସନ ଶଉଣିବାକୁ ମିଳିଥିଲା । ଅସୀମା ପଣ୍ଡା ନିଜର ଏକ ନିଆରା ଢଙ୍ଗରେ ଏହି ଗୀତଟିକୁ ଗାଇଛନ୍ତି ଓ ଏହି ଗୀତଟି ଶୁଣିବାକୁ ବେସ ଭଲ ମଧ୍ୟ ଲାଗୁଛି । ଗୀତଟି ୟୁଟ୍ୟୁବ ଚ୍ୟାନେଲ ଓଡିଶାଆରରେ ଲଞ୍ଚ କରାଯାଇଥିଲା ।

ତେବେ ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଚର୍ଚ୍ଚା ଜୋର ଜୋର ଧରିଥିବା ବେଳେ ବର୍ତ୍ତମାନ ଏହି ଗୀତର ମ୍ୟୁଜିକ୍ ଭିଡିଓ ଆସିଛି । ଯେଉଁଥିରେ ଅସୀମା କଣ୍ଠଦାନ କରିଥିବା ବେଳେ ରିତେସ୍ ଏବଂ ନନ୍ଦିନୀ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ଯାହା ସୋସିଆଲ ମିଡିଆରେ ନିଆଁ ଭଲି ଭାଇରାଲ୍ ହେଉଛି ଏବଂ ଲୋକମାନେ ଏହାକୁ ବହୁତମାତ୍ରାରେ ପସନ୍ଦ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।