– Dr. Deepika Mishra-କେବଳ ୩ ଦିନରେ ଅର୍ଶ (Piles) କୁ ମୂଳରୁ ଶେଷ କରନ୍ତୁ | Piles-100 % ଗ୍ୟାରେଣ୍ଟି |

0 1,016

ଜୀବନରେ ଖାଦ୍ୟ ର ଅନିୟମିତତା ଓ ଭୁଲ ଜୀବନ ଶୈଳୀ ପାଇଁ ବହୁତ ପ୍ରକାରର ରୋଗ ଅନୁଭୂତ ହୋଇଥାଏ। ତେବେ ତାହା ମଧ୍ୟରୁ ପାଇଲ୍ସ୍ ବା ଅର୍ଶ ହେଉଛି ଏକ କଷ୍ଟ ଦାୟକ ରୋଗ ହୋଇଥାଏ। ଅର୍ଶ ହେବା ଦ୍ଵାରା ମଳଦ୍ୱାର ରେ ଛୋଟ ଛୋଟ ମାଂସ ପେଣ୍ଡୁଳା ବାହାରିଥାଏ। ଯଦି ତାହା ଅଧିକ ପୁରୁଣା ହୋଇଥାଏ ତାହେଲେ ଆପଣ ମଳ କରିବା ସମୟରେ ସେହି ଅର୍ଶ ରୁ ରକ୍ତ ପଡ଼ିବା ଆରମ୍ଭ ହୋଇଯାଏ। ଏହାଦ୍ୱାରା ଲୋକଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ।

ତେବେ ତାହାର ଉପଚାର କରିବା ପାଇଁ ଲୋକେ ବହୁତ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି। ଏହା ବ୍ୟତୀତ ଲୋକେ ଅସ୍ତ୍ରୋପଚାର ମଧ୍ୟ କରିଥାନ୍ତି। ତଥାପି ସେହି ରୋଗ ରୁ ମୁକ୍ତି ପାଇବା କଷ୍ଟକର ହୋଇ ପଡ଼ିଥାଏ।

 

କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ରୋଗର କେମିତି ଉପଚାର କରିବେ ତାହା ଜଣେଇବୁ। ଯଦି ଆପଣ ଏହା ତିନି ଦିନ ଯାଏଁ ଏହି ଉପଚାର କରିବେ ତେବେ ତାହା ଦୂର ହୋଇଯିବ ଏବଂ ଯଦି ଆପଣଙ୍କ ଅର୍ଶ ବହୁତ ପୁରୁଣା ଅଟେ ତେବେ ଆପଣ ଏହାକୁ ସାତ ଦିନ ପର୍ଯ୍ୟନ୍ତ କରନ୍ତୁ ତେବେ ଏହା ନିଶ୍ଚିତ ରୂପେ ଭଲ ହୋଇଯିବ।

ପ୍ରଥମ ଉପଚାର –

ଆପଣ ପ୍ରଥମେ ଏକ କପ କ୍ଷୀର ନେବେ। ଏହା ହାଲୁକା ଉଷୁମ ଥିବା ଅବସ୍ଥାରେ ଏହାକୁ ସେବନ କରିବେ। ଦ୍ୱିତୀୟ ରେ ଆପଣ ଗୋଟିଏ ଛୋଟ ହେଉ ବା ବଡ଼ ଲେମ୍ବୁ ନେବେ ।ତାପରେ ଲେମ୍ବୁ ରୁ ରସ ବାହାର କରି ନେଇଥିବା କ୍ଷୀର କୁ ସେହି ଲେମ୍ବୁ ରସ ରେ ସଙ୍ଗେ ସଙ୍ଗେ ଢାଳି ଦେବେ। ତାପରେ ତାକୁ ସେବନ କରିବେ। ତେବେ ଏହି କ୍ଷୀର ଓ ଲେମ୍ବୁ ରସ କୁ ତିନି ଦିନ କରୀ ପିଅନ୍ତୁ ନିଶ୍ଚିତ ଭାବରେ ଭଲ ହୋଇଯିବ ଆପଣଙ୍କ ଅର୍ଶ।


ଦ୍ୱିତୀୟ ଉପଚାର –

 

 

ଏହି ଉପଚାର ରେ ଆପଣଙ୍କୁ ଗୋଟିଏ କଦଳୀ ର ଆବଶ୍ୟକତା ରହିଛି। ତା ପରେ ଖାଇବା କର୍ପୂର ଆଣିବେ। ସେହି କଦଳୀ କୁ ଚୋପା ବାହାର କରି ତାହାକୁ ଏକ ଛୁରୀ ସାହାଯ୍ୟ ରେ ମଝିରେ ଅଧା କରି କାଟିବେ। ତାପରେ ସେହି କଦଳୀ ର ଆପଣ କାଟିଥିବା ସେହି ମଧ୍ୟ ଭାଗରେ ଚଣା ସଦୃଶ ଖାଇବା କର୍ପୂର କୁ ପୁରେଇ ଦେବେ। ତାପରେ ଏହାକୁ ଆପଣ ସକାଳୁ ଉଠି ଆପଣଙ୍କର ନିତ୍ୟ କର୍ମ ସାରି କିଛି ଖାଦ୍ୟ ଖାଇବା ପୂର୍ବରୁ ଏହି କଦଳୀ ଭିତରେ ଏହିପରି କର୍ପୂର ପୂରେଇ ଗୋଟା କଦଳୀ ଗିଳି ଦେବେ।

ଏହାକୁ ମଧ୍ୟ ଆପଣଙ୍କୁ ତିନି ଦିନ ସେବନ କରିବା ପାଇଁ ପଡ଼ିବ। ଯଦି ଆପଣଙ୍କ ଅର୍ଶ ବହୁତ ପୁରୁଣା ହୋଇଥାଏ ତେବେ ଆପଣ ଏହାକୁ ଅତି ବେଶୀ ରେ ସାତ ଦିନ ପର୍ଯ୍ୟନ୍ତ ଏହିଭଳି ଉପଚାର କରିବେ ,ତେବେ ଆପଣଙ୍କର ଅର୍ଶ ସବୁଦିନ ପାଇଁ ଦୂରେଇ ଯିବ। ଆଉ ଆପଣଙ୍କୁ କୌଣସି ମେଡିସିନ ର ଆବଶ୍ୟକତା ପଡ଼ିବ ନାହିଁ। 

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।