ଏହାର କେବଳ ୧ ପତ୍ର ଆପଣଙ୍କ ଥଣ୍ଡା,କାଶ,କଫ ଥରକରେ ଭଲ କରିବ |..ମଲା ପର୍ଯ୍ୟନ୍ତ ରହିବ ନାହିଁ କାଶ ଥଣ୍ଡା

0 111

ଶୀତ ଦିନରେ ଥଣ୍ଡା, ଜ୍ଵର, କଫ, ଛିଙ୍କ ଭଳି ସମସ୍ଯା ସାଧାରଣ କଥା ଅଟେ । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକମାନେ ସମସ୍ତେ ଏହିଭଳି ରୋଗର ଶିକାର ହୋଇଥାନ୍ତି । କିଛି ଲୋକମାନଙ୍କୁ ତ ଶୀତ ଦିନ ଥିବା ପର୍ଯ୍ୟନ୍ତ ଏହି ସମସ୍ଯାର ସାମ୍ନା କରିବାକୁ ପଡିଥାଏ । ପ୍ରାୟତଃ ଲୋକମାନେ ବିଭିନ୍ନ ପ୍ରକାରର ଔଷଧ ଖାଇ ରହି ଯାଆନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇ ନ ଥାଏ । କାରଣ ବେଳେ ବେଳେ ଏହି ସବୁ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ବି ହୋଇଥାଏ ।

ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାର ସେବନ ଦ୍ଵାରା ଆପଣଙ୍କ ଥଣ୍ଡା, କାଶ, ଜ୍ଵର, କଫ, ଥଣ୍ଡା କାରଣରୁ ମୁଣ୍ଡ ବିନ୍ଧିବା ଓ ନାକରୁ ପାଣି ବୋହିବା ବି ବନ୍ଦ ହୋଇଯିବ । ଏହାସହିତ ଏହି ଉପଚାର କୁ ସେବନ କରିବା ଦ୍ବାରା କାଢା, ମେଡିସିନ ବା ଗରମ ଜିନିଷ ସେବନ କରିବା ଦ୍ବାରା ଆପଣଙ୍କ ପେଟ ଯେଉଁ ଗରମ ହୋଇଯାଏ ତାହା ମଧ୍ଯ ହେବ ନାହିଁ। ତେବେ ଏହାକୁ ତିଆରି କରିବା ପାଇଁ କଣ ସବୁ ସାମଗ୍ରୀ ଆବଶ୍ଯକ ଚାଲନ୍ତୁ ଜାଣିବା,

ଆବଶ୍ଯକ ସାମଗ୍ରୀ-
5-7 ଟି କଞ୍ଚା ପିଜୁଳି ପତ୍ର

ପ୍ରସ୍ତୁତ ପ୍ରଣାଳୀ-

ପ୍ରଥମେ ଗ୍ଯାସରେ ଏକ ପାତ୍ର ବସାନ୍ତୁ। ଏହାକୁ ଚା’ ପରି ବନେଇବେ ଏବଂ ଏକାଥରେ ସେବନ କରିବେକରିବେ । ତାପରେ ସେଥିରେ ଦେଢ ଗ୍ଲାସ ପାଣି ଢାଳନ୍ତୁ ଏବଂ ଗରମ ହେବା ପାଇଁ ଛାଡ଼ି ଦିଅନ୍ତୁ, ପାଣି ଗରମ ହୋଇଗଲା ପରେ ପିଜୁଳି ପତ୍ରକୁ ଭଲ ଭାବରେ ଧୋଇ ସେଥିରେ ପକାନ୍ତୁ।

 ପାଣିରେ ପତ୍ର ପକାଇ ସାରିବା ପରେ ତାହାକୁ 8-10 ମିନିଟ୍ ପର୍ୟ୍ଯନ୍ତ ଲୋ ଫେମ୍ ରେ ଫୁଟାନ୍ତୁ । ଆପଣ ଏଥିରେ ଆଉ ଦୁଇଟି ଜିନିଷ ମିଶାଇ ପାରିବେ, ଯଦି ଆପଣଙ୍କ ଗଳାରେ ଭୟଙ୍କର କଫ ଜମା ହୋଇଛି ତେବେ ଆପଣ ଏଥିରେ 4-5ଟି ଗୋଲମରିଚ ଏବଂ 3-4ଟି ଲବଙ୍ଗ ପକାଇ ଦିଅନ୍ତୁ।

ଯଦି ଆପଣଙ୍କୁ ଥଣ୍ଡା ଯୋଗୁଁ ବହୁତ କଷ୍ଟ ଅନୁଭବ ହେଉଥାଏ ତେବେ ଦେଖିବେ ପ୍ରଥମ ଥର ସେବନ ଦ୍ବାରା ଆପଣଙ୍କୁ ବହୁତ ଆରାମ ମିଳିବମିଳିବ । ଏହାକୁ ଆପଣ ସେତେ ପର୍ୟ୍ଯନ୍ତ ଫୁଟାନ୍ତୁ ଯେତେ ପର୍ୟ୍ଯନ୍ତ ପାଣି ଫୁଟିଫୁଟି ଅଧା ନହୋଇଯାଇଛି । ଏହାପରେ ତାହାକୁ ଛାଣି ଦିଅନ୍ତୁ, ବର୍ତ୍ତମାନ ଆପଣଙ୍କର ଉପଚାର ପ୍ରସ୍ତୁତ।

ବ୍ଯବହାର –

 

ଏହାର ସ୍ବାଦ ବଢାଇବା ପାଇଁ ଏଥିରେ ଅଳ୍ପ ଲେମ୍ବୁ ରସ ଏବଂ ମହୁ ମିଶାଇ ପାରିବେ। ତେବେ ଆପଣ ଏହାକୁ 3 ଦିନ ପର୍ୟ୍ଯନ୍ତ ଦିନକୁ 2 ଥର ସେବନ କରନ୍ତୁ । ଯଦି ଥଣ୍ଡା ଏବେ ଆରମ୍ଭ ହୋଇଛି ତେବେ ଏହାର ସେବନ କେବଳ 2-3ଥର କରିବା ଦ୍ବାରା ସଂମ୍ପୂର୍ଣ୍ଣ ଥଣ୍ଡା ଭଲ ହୋଇଯିବ।