Jyotisha Shastra – ଶନିଦେବ ଚଳିଲେ ଓଲଟା ଗତି ! ଯଦି ଆପଣଙ୍କ ରାଶି ବୃଷ, କନ୍ୟା, କର୍କଟ, କୁମ୍ଭ, ବିଛା ଓ ଧନୁ ରାଶି ଅଟେ, ତେବେ ଜାଣନ୍ତୁ ପ୍ରଭୁ ଶନିଦେବ ଙ୍କ କୃପାରୁ କ’ଣ ସବୁ ଘଟିବାକୁ ଯାଉଛି….

0 562

ତେବେ ପ୍ରତେକ ବ୍ୟକ୍ତି ଙ୍କର ଜନ୍ମ କୁଣ୍ଡଳୀ ନେଇ ହିଁ ତାଙ୍କର ଭାଗ୍ୟ ଭବିଷ୍ୟତ କଥା ଜଣା ଯାଇ ଥାଏ | ଏହା ସହିତ ଗ୍ରହ ମାନଙ୍କର ଚଳଣି ରେ ହିଁ ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ ଦେଖା ଯାଇ ଥାଏ | ଆପଣ ତ ଜାଣନ୍ତି ଶନି ଦେବ ଆମ ନ୍ୟାୟ ର ଦେବତା ଅଟନ୍ତି, ଯିଏ ଯେଉଁ ଅନୁସାରେ କର୍ମ କରି ଥାଆନ୍ତି ଭଗବାନ ଶନି ତାଙ୍କୁ ସେହିଭଳି ଭାବରେ ଫଳ ପ୍ରଦାନ କରି ଥାଆନ୍ତି | ସମସ୍ତେ କିଛି ପ୍ରକାର ଅସୁବିଧା ର ସମ୍ମୁଖୀନ ହେଲେ ପ୍ରାୟତଃ ଶନି ଦେବ ଙ୍କର କୁଦୃଷ୍ଟି ଲାଗିଛି ବୋଲି କହି ଥାଆନ୍ତି କିନ୍ତୁ ଏଭଳି ହୋଇ ନଥାଏ |

 

ଯେଉଁ ଭଲ ଭଲ କର୍ମ କରି ଥାଆନ୍ତି ସେହି ଲୋକ ଙ୍କ ଉପରେ ଶନି ଦେବ ଙ୍କର ଅପୂର୍ବ ଆଶୀର୍ବାଦ ରହିଥାଏ ଏବଂ ଯେଉଁ ମାନେ କୁକର୍ମ କରି ଥାଆନ୍ତି ସେମାନଙ୍କ ଉପରେ ଶନି ଦେବଙ୍କର ଖରାପ ବକ୍ର ଦୃଷ୍ଟି ପଡ଼ି ଥାଏ | ତେବେ ଶନି ଦେବ ଙ୍କ କୃପା ରୁ 5 ଗୋଟିଏ ରାଶି ଙ୍କର ଭାଗ୍ୟ ବଦଳିବାକୁ ଯାଉଛି, ଆସନ୍ତୁ ଜାଣିବା ଏହି ରାଶି ଗୁଡ଼ିକ କଣ କଣ |

1. କର୍କଟ ରାଶି :- ଭଗବାନ ସନିଦେବ ଙ୍କ କୃପାରୁ ଆପଣଙ୍କର ଖୁସିର ଦିନ ଆରମ୍ଭ ହେବାକୁ ଯାଉଛି | ଆପଣଙ୍କ ଜୀବନରେ ଏବେଠାରୁ କୌଣସି ସମସ୍ଯା ରହିବ ନାହିଁ | ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ | ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି ଏବଂ ଯେଉଁମାନେ ବହୁତ ଦିନରୁ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଆଶାନୁରୂପ ଚାକିରି ମିଳିପାରେ |

2. କନ୍ୟା ରାଶି :- କନ୍ୟା ରାଶି ର ବ୍ୟକ୍ତି ମାନଙ୍କ ର ଅଚାନକ ଧନପ୍ରାପ୍ତି ଯୋଗ ରହିଛି ଏବଂ ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂର୍ଣ୍ଣ ହେବ | ଆପଣ ମାନଙ୍କ ପାଇଁ ଏହି ସମୟଟି ବହୁତ ଫଳ ଦାୟକ ରହିବ , ବ୍ୟାପାର କ୍ଷେତ୍ରରେ ସାହାର୍ଯ୍ୟ ମିଳିବ ଏବଂ ବ୍ୟାପାର ମଧ୍ୟ ବୃଦ୍ଦି କରିବ | ଭଗବାନ ସନିଦେବ ଙ୍କ କୃପାରୁ ଏବେ ଆପଣଙ୍କର ସମସ୍ତ କଷ୍ଟ ଦୂର ହେବ ଏବଂ ଆପଣଙ୍କ ପାଇଁ ଏହି ସମୟଟି ବହୁତ ଲାଭଦାୟକ ରହିବ |

 

3. ବୃଷ ରାଶି :- ଏହି ରାଶି ଉପରେ ଶନି ଦେବ ବହୁତ ପ୍ରସନ୍ନ ରହିଛନ୍ତି କାରଣ ଏହି ସମୟ ଭିତରେ ଆପଣଙ୍କୁ ହଠାତ୍ ଧନଲାଭ ଦେଖିବାକୁ ପାଇବେ | ଏହି ସମୟରେ ଆପଣଙ୍କ ମନ କାର୍ଯ୍ୟ କ୍ଷେତ୍ରରେ ଦେଖିବାକୁ ମିଳିବ, ଏବଂ ସମସ୍ତ କାର୍ଯ୍ୟକୁ ଠିକ୍ ଢଙ୍ଗରେ କରିବାର ନଜର ଆସିବେ | ଘର ପରିବାରର ସୁନ୍ଦର ବାତାବରଣ ରହିବ , ଘରେ ଅନେକ ଆନନ୍ଦ , ଉତ୍ସାହ ଦେଖିବାକୁ ମିଳିବ ଏବଂ ଯଦି ଆପଣ କୌଣସି ଲନ୍ ପାଇଁ ପ୍ରୟୋଗ କରିଛନ୍ତି ତେବେ ତାହାକୁ ସ୍ୱୀକୃତି ମିଳିବ |

4. କୁମ୍ଭ ରାଶି :- ଶନିଦେବ ଙ୍କ ଆଶୀର୍ବାଦରୁ ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ନୂଆ ଚାକିରି ପାଇବାର ସମ୍ଭାବନା ହେବ | ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ହେବ ଏବଂ ବିଦ୍ୟାର୍ଥୀ ମାନେ ପାଠପଢାରେ ସଫଳ ରହିବେ | ଆପଣଙ୍କ ପରିବାରର ବାତାବରଣ ଅତ୍ୟନ୍ତ ଭଲ ରହିବ ଏବଂ ଆପଣଙ୍କ ପରିବାର ସହ ତାଳମେଳ ମଧ୍ୟ ଭଲ ରହିବ | ଏହି ସମୟ ଆପଣଙ୍କ ପାଇଁ ଚମତ୍କାର ଠାରୁ କମ୍ ହେବ ନାହିଁ |

5. ବିଛା ରାଶି :- ତେବେ ଏହି ରାଶି ଙ୍କର ଭାଗ୍ୟ ଖୋଲିବାକୁ ଯାଉଛି, ଏମାନେ ପ୍ରଚୁର ପରିମାଣ ରେ ଧନ ର ଲାଭବାନ ହେବେ | ପରିବାର ରେ ସୁଖ ସମୃଦ୍ଧି ବଢିବ ଏବଂ ଆଗାମୀ ଜୀବନ ରେ ଯେତେ ବି ସମସ୍ୟା ରହିଛି ତାହା ସର୍ବଦା ପାଇଁ ଦୂରେଇ ଯିବ | ଏହି ରାଶି ର ଲୋକ ମାନଙ୍କୁ ସବୁ ପ୍ରକାର ର ଭୌତିକ ସୁଖ ସୁବିଧା ଆଦି ମିଳିବ | ଯେଉଁ କାର୍ଯ୍ୟ ସବୁ ଅଟକି ରହି ଯାଇଛି ତାହା ମଧ୍ୟ ସମ୍ପୂର୍ଣ୍ଣ ହେବ |

6. ଧନୁ ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏବେ କେବଳ ହିଁ କେବଳ ଶୁଭଦାୟକ ରହିବ | ଜୀବନ ରେ କିଛି ଏପରି ପରିବର୍ତ୍ତନ ହେବ ଯାହା ଆପଣ ଚିନ୍ତା ମଧ୍ୟ କରି ନଥିବେ ଏବଂ ଆସନ୍ତା କାଲି ଠାରୁ ଆପଣଙ୍କ ର ଦିନ ସବୁଠୁ ଉଜ୍ଜଳ ଓ ଉନ୍ନତି ମୂଳକ ରହିବ | ଏହା ଆପଣଙ୍କ ବୈବାହିକ ଜୀବନ ଓ ବ୍ୟବସାୟ ରେ ଅନେକ ଅନେକ ସଫଳତା ଆସୁଅଛି |