କମ୍ ଖର୍ଚ୍ଚରେ କରନ୍ତୁ ଏହି ଘରୋଇ ଉପଚାର ! ଦାନ୍ତ ମୋତି ଭଳି ଚମକିବ କେବଳ ୨ ମିନିଟ୍ ରେ 100 % ଗ୍ୟାରେଣ୍ଟି

0 70

ଅନେକ କାରଣ ବଶତଃ ଆମ ଦାନ୍ତ ହଳଦିଆ ବା ଅପରିଷ୍କାର ହୋଇଯାଏ। କଳା ଏବଂ ବହୁତ ଖରାପ ଦେଖା ଯାଇଥାଏ। ଅନେକ ଲୋକଙ୍କର ଦାନ୍ତ ହଳଦିଆ ଯୋଗୁଁ ସେମାନେ ଡେଣ୍ଟିସ୍ ପାଖକୁ ଯାଇଥାନ୍ତି। ସେମାନେ ମନ ଖୋଲି କେବେ ହସି ପାରନ୍ତି ନାହିଁ, କାରଣ ସେମାନଙ୍କ ଖରାପ ଦାନ୍ତ ଲୋକ ମାନଙ୍କ ସାମ୍ନାକୁ ଆସିଯିବ। ସେହି ଡରରେ ସେମାନେ କେବେବି ମନ ଖୋଲି ହସି ପାରନ୍ତି ନାହିଁ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କ ଦାନ୍ତ ମୋତି ପରି ଚମକିବାକୁ ଲାଗିବ। ଏହା ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି। ଆଉ ଏହାକୁ ଆପଣ ଥରେ ବ୍ୟବହାର କରନ୍ତୁ। ଦେଖିବେ ଆପଣଙ୍କ ଦାନ୍ତ ଧଳା ହୋଇଯିବ ।ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ।


ତେବେ ପ୍ରଥମେ ଆପଣଙ୍କୁ ଟମାଟୋ ନେବାକୁ ପଡ଼ିବ। ସେଥିରୁ ରସ ବାହାର କରିବା ପାଇଁ ପଡ଼ିବ। କାରଣ ଟମାଟୋ ରସ ଦାନ୍ତକୁ ଧଳା କରିଦିଏ। ତାପରେ ଟମାଟୋ କୁ ଦୁଇ ଫାଳ କରି ସେଥିରୁ ସମସ୍ତ ରସ ବାହାର କରି ଦେବେ। ତାପରେ ଆପଣ ଦ୍ୱିତୀୟ ସାମଗ୍ରୀ ଲେମ୍ବୁ ନେବେ।

ଲେମ୍ବୁ କୁ କାଟି ସେଥିରେ ଲେମ୍ବୁ ର ରସ କୁ ମଧ୍ୟ ବାହାର କରନ୍ତୁ। ତେବେ ମିଳିଯିବ ଟମାଟୋ ଓ ଲେମ୍ବୁ ରସ। ତାପରେ ତୃତୀୟ ସାମଗ୍ରୀ ଟୁଥ୍ ପେଷ୍ଟ କୁ ନେବେ। ଏଠାରେ ଆପଣ ହ୍ୱାଇଟ୍ ଟୁଥ୍ ପେଷ୍ଟ ର ବ୍ୟବହାର କରି ପାରିବେ। ଆପଣ କଲଗେଟ୍ ର ବ୍ୟବହାର କରି ପାରିବେ। କାରଣ କଲଗେଟ୍ ଫ୍ଲେଭର୍ ହୀନ ହୋଇଥାଏ।

ଏହି କଲଗେଟ୍ ର ରଙ୍ଗ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ। ଯେତିକି ମାତ୍ରା ରେ ଆପଣ ବ୍ରସ୍ କରିବା ପାଇଁ ଟୁଥ୍ ପେଷ୍ଟ ର ପ୍ରୟୋଗ କରିଥାନ୍ତି ସେତିକି ମାତ୍ରା ରେ ଆପଣ ଏଠାରେ ନିଅନ୍ତୁ। ତାପରେ ସେହି ଟୁଥ୍ ପେଷ୍ଟ କୁ ସେହି ରସ ରେ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତେବେ ଦାନ୍ତ ଧଳା କରିବା ପାଇଁ ପ୍ରସ୍ତୁତ ହୋଇଗଲା ଘରୋଇ ଉପଚାର। ଏବେ ଜିଣିବା ଦାନ୍ତ କୁ ଧଳା କରିବା ପାଇଁ ଏବଂ ଆପଣଙ୍କ ଦାନ୍ତ ର କଳାପନ ବା ହଳଦିଆ ଦୂର କରିବା ପାଇଁ ଏହି ଉପଚାର ର ପ୍ରୟୋଗ ଆପଣଙ୍କ ଦାନ୍ତ ରେ ବ୍ୟବହାର କରି ପାରିବେ।

ଏହାର ପ୍ରୟୋଗ କରିବା ବହୁତ ସହଜ ଅଟେ। ଯେମିତି ଆପଣ ବ୍ରସ୍ କରନ୍ତି, ସେମିତି ଏକ ଟୁଥ୍ ବ୍ରସ୍ ର ଆପଣଙ୍କୁ ଆବଶ୍ୟକତା ପଡ଼ିବ। ତାପରେ ସେହି ଟୁଥ୍ ବ୍ରସ୍ କୁ ସେହି ରସରେ ବୁଡ଼ାଇ ଆପଣ ଆପଣଙ୍କ ଦାନ୍ତ ରେ ଘୋଷନ୍ତୁ। ଏହି ପ୍ରକାର କରିବା ଦ୍ୱାରା ଆପଣଙ୍କ ଦାନ୍ତ ସଙ୍ଗେ ସଙ୍ଗେ ଧଳା ହୋଇଯିବ। ଏହା ବହୁତ ଚମତ୍କାରୀ ଘରୋଇ ଉପଚାର ଅଟେ। ଏହା ବହୁ ପୁରାତନ କାଳରୁ ଲୋକ ମାନେ ନିଜ ଦାନ୍ତ କୁ ସୁନ୍ଦର ରଖିବା ପାଇଁ ଏହି ଘରୋଇ ଉପଚାର ର ପ୍ରୟୋଗ କରି ଆସୁଛି।