BREAKING NEWS-ବଲିଉଡ ଇଣ୍ଡଷ୍ଟିରୁ ଆସିଲା ବଡ ଦୁଃଖ ଖବର – ଏହି ହିରୋଇନଙ୍କର ହୋଇଗଲା.. |

0 453

ତେବେ ଏହି 2 ବର୍ଷ ମଧ୍ୟରେ ଆମେ ଅନେକ ବଡ଼ ବଡ଼ କଳାକାର ଙ୍କୁ ହରାଇ ସାରିଲେଣି କାରଣ ବର୍ତ୍ତମାନ 3 ବର୍ଷ ହେବ ପୃଥିବୀ ସାରା କରୋନା ସଂକ୍ରମଣ ଆତଙ୍କ ଖେଳାଇଛି | କାହାର ଦେହ ଅସୁସ୍ଥ କାରଣ ରୁ ଦେହାନ୍ତ ହୋଇଛି ତ ଆଉ କାହାର କରୋନା ରେ ଆକ୍ରାନ୍ତ ରୁ ଦେହାନ୍ତ ହୋଇଛି, ଏଭଳି ଭାବେ ଅନେକ ଙ୍କର ମୃତ୍ୟୁ ହୋଇ ସାରିଲାଣି | କିନ୍ତୁ ଅଧିକ ଯଦି ଆମେ ଦେଖିବା ତେବେ ଏହି କରୋନା ସଂକ୍ରମଣ ଦ୍ୱାରା ହିଁ ଅନେକ ଙ୍କର ମୃତ୍ୟୁ ହୋଇ ଯାଇଛି |

ଏହି କିଛି ଦିନ ପୂର୍ବରୁ ଆମେ ଆମ ଲୋକପ୍ରିୟତା କୋକିଳ କଣ୍ଠି ଲତା ମଙ୍ଗେସ୍କର ଙ୍କୁ ହରାଇ ଥିଲେ ତା ପରେ ପରେ ପୁଣି ପ୍ରସିଦ୍ଧ କଳାକାର ବାପି ଲାହିରି ଙ୍କୁ ମଧ୍ୟ ହରାଇଛନ୍ତି | ତେବେ ବର୍ତ୍ତମାନ ସମୟରେ ଆଉ ଏକ ବଡ଼ କଳାକାର କରୋନା ପଯ୍ଏଟିଭ ଚି଼ହ୍ନଟ ହୋଇଛନ୍ତି ଯାହାକି ଏବେ ବହୁତ ବଡ଼ ଦୁଃଖ ର ଖବର ଅଟେ |


ତେବେ ବଲିଓଡ଼ ଇଣ୍ଡଷ୍ଟ୍ରି ର ପ୍ରସିଦ୍ଧ କଳାକାର ବା ଲୋକପ୍ରିୟତା ଅଭିନେତ୍ରୀ ଜୟା ବଚ୍ଚନ କରୋନା ରୋଗ ରେ ପଯ୍ଏଟିଭ ଚି଼ହ୍ନଟ ହୋଇଛନ୍ତି | ଏହି ଖବର ପାଇ ସାରିବା ପରେ ଜୟା ବଚ୍ଚନ ଙ୍କ ପୁରା ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି | ତେବେ ଜୟା ବଚ୍ଚନ ଙ୍କର କୋଭିଡ ପଯ୍ଏଟିଭ ଆସିବା ପରେ ବର୍ତ୍ତମାନ ସମୟରେ ପୁରା ବଚ୍ଚନ ପରିବାର କରୋନା ଟେଷ୍ଟ କରାଇଛନ୍ତି ଏବଂ ଜୟା ବଚ୍ଚନ ମଧ୍ୟ କ୍ଵାରେଣ୍ଟାଇନ ରେ ଅଛନ୍ତି | ସୂଚନା ଅନୁଯାଇ, ଜୟା ବର୍ତ୍ତମାନ ରୋକି ଏବଂ ରାଣୀ ଫିଲ୍ମ କୁ ନେଇ ବହୁତ ବ୍ୟସ୍ତ ରେ ଥିଲେ ଏବଂ ଚର୍ଚ୍ଚା ରେ ମଧ୍ୟ ଥିଲେ |

ଏହି ଫିଲ୍ମ ରେ ରଣବୀର ସିଂ ଏବଂ ଆଲିଆ ଭଟ ଲିଡ଼ ରୋଲ ରେ ରହିଥିବା ବେଳେ ସବାନା ଆଜ୍ମୀ ଅଭିନେତା ଧର୍ମେନ୍ଦ୍ର ବି ମେନ ରୋଲ ରେ ଅଛନ୍ତି | ତେବେ ସୁଟିଂ ଚାଲି ଥିବା ବେଳେ ପ୍ରଥମେ ସବାନା ଆଜ୍ମୀ କରୋନା ରୋଗ ରେ ଚି଼ହ୍ନଟ ହୋଇ ଥିଲେ ଆଉ ପରେ ପରେ ଏବେ ଜୟା ବଚ୍ଚନ କରୋନା ପଯ୍ଏଟିଭ ଚି଼ହ୍ନଟ ହୋଇଛନ୍ତି | ତେବେ ଜୟା ବଚ୍ଚନ କରୋନା ରେ ପୀଡିତ ହେବା ପରେ ଫିଲ୍ମ ନିର୍ମାତା କରନ ଜୋହର ଫିଲ୍ମ ର ସୁଟିଂ ବର୍ତ୍ତମାନ ସମୟରେ ବନ୍ଦ ରଖିଛନ୍ତି |


ଦୁହେଁ କରୋନା ରେ ପୀଡିତ ହେବା ପରେ କରନ ଅଧିକ ରିସ୍କ ନେବାକୁ ଚାହୁଁ ନାହାଁନ୍ତି ଏଣୁ ଫିଲ୍ମ ର ସୁଟିଂ କୁ ସେ ବନ୍ଦ ରଖିଛନ୍ତି | ଆପଣ ଜାଣି ଥିବେ ଯେ ବଚ୍ଚନ ଙ୍କ ପରିବାର ପୂର୍ବରୁ ମଧ୍ୟ କରୋନା ରେ ଆକ୍ରାନ୍ତ ହୋଇ ଥିଲେ ଆଉ ବର୍ତ୍ତମାନ ଜୟା ଙ୍କର ପଯ୍ଏଟିଭ କୁ ନେଇ ଏବେ ଜୋର ସୋର ରେ ଚର୍ଚ୍ଚା ଚାଲିଛି | ତେବେ ଆମେ ଭଗବାନ ନିକଟରେ ଏତିକି କାମନା କରିବା ଯେ ଜୟା ବଚ୍ଚନ କିପରି ଖୁବ ଜଲଦି ସୁସ୍ଥ ହୋଇ ଯାଆନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।