ପବିତ୍ର ମହାଶିବରାତ୍ରୀ ( 01 March ମଙ୍ଗଳବାର ) ରେ ପ୍ରଭୁ ଭୋଳାନାଥଙ୍କ ଉପରେ ଚଢାନ୍ତୁ ଏହି 2 ଟି ଫୁଲ , ସବୁ ମନସ୍କାମନା ପୂର୍ଣ୍ଣ ହେବ

0 193

ତେବେ ଆସନ୍ତା ମାର୍ଚ୍ଚ 1 ତାରିଖ ରେ ମହାଶିବ ରାତ୍ରି ପଡୁଅଛି, ଯେଉଁଥିରେ ଭୋଳାନାଥ ଙ୍କ ଅନେକ ଭକ୍ତ ନିଷ୍ଠା ରେ ପୂଜା କରି ମହାଦେବ ଙ୍କର ଆରାଧନା କରିଥାନ୍ତି | ତେବେ ଏହି ପୂଜା ରେ ଭକ୍ତ ମାନେ ଅନେକ ଫୁଲ, ବେଲପତ୍ର ଚଢାଇ, ଫଳ ଭୋଗ ଲଗାଇ ଧୂପ ଦୀପ ରେ ପୂଜା କରି ଥାଆନ୍ତି ଆଉ ରାତିରେ ଉଜାଗର ହୋଇ ଦୀପ ଜାଳି ବସି ଥାଆନ୍ତି | ତେବେ ଅନେକ ଲୋକ ଅଛନ୍ତି ଯେଉଁ ମାନଙ୍କର ଅତି ସହଜ ରେ ମନସ୍କାମନା ପୂରଣ ହୋଇ ନଥାଏ ଏବଂ ଯେତେ ପରିଶ୍ରମ କଲେ ମଧ୍ୟ ଫଳ ମିଳି ନଥାଏ କି କୌଣସି କାର୍ଯ୍ୟ ରେ ଉନ୍ନତି ହୋଇ ନଥାଏ |

ତେବେ ଏହି ମହାଶିବ ରାତ୍ରି ରେ ଏକ ଏଭଳି ଦୁଇଟି ଫୁଲ ଅଛି ଯାହାକୁ ମହାଦେବ ଙ୍କ ଉପରେ ଚଢ଼ାଇଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇ ଯିବ | ତେବେ ଆସନ୍ତୁ ଏହି ଦୁଇଟି ଫୁଲ ସମ୍ପର୍କ ରେ ଜାଣିବା ଯାହା ଶିବରାତ୍ରି ରେ ଅର୍ପଣ କଲେ ଅନେକ ଶୁଭଦାୟକ ଫଳ ମିଳିବ |

1. ନାଗଚମ୍ପା ଫୁଲ :-

 

 

ତେବେ ନାଗଚମ୍ପା ଫୁଲ ଭୋଳାନାଥ ଙ୍କର ଅତି ପ୍ରିୟ ଫୁଲ ହୋଇ ଥାଏ ଯାହା ଏହି ଫୁଲ ଟିକୁ ମହାଦେବ ଙ୍କ ଉପରେ ଶିବରାତ୍ରି ଦିନ ଅର୍ପଣ କଲେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇ ଯିବ |

2. କିଆ ଫୁଲ :-

 

ତେବେ ଆପଣ କିଆ ଫୁଲ ଗଛ ତ ନିହାତି ଭାବରେ ଦେଖି ଥିବେ ଯେଉଁଥିରେ ସୁନ୍ଦର କିଆ ଫୁଲ ଫୁଟିବ ସହିତ ସୁନ୍ଦର ଫଳ ମଧ୍ୟ ହୋଇ ଥାଏ | କିନ୍ତୁ ଶିବରାତ୍ରି ଦିନ ଏହି କିଆ ଫୁଲ ବହୁତ କମ ଫୁଟି ଥିବାର ଦେଖା ଯାଇ ଥାଏ, ତେବେ ଏହି ଦିନ ଆପଣ ଯଦି ମହାଦେବ ଙ୍କ ଉପରେ କିଆ ଫୁଲ ଚଢ଼ାଉଛନ୍ତି ତେବେ ଆପଣଙ୍କ ର ସମସ୍ତ ମନସ୍କାମନା ପୂରଣ ହେବ ଏବଂ ଆପଣ ସମସ୍ତ ଦୁଃଖ କଷ୍ଟ ରୁ ଦୂରେଇ ଯିବେ |

କିଆ ଫୁଲ ଓ ନାଗଚମ୍ପା ଫୁଲ ରୁ ଆପଣ ଯଦି ଗୋଟିଏ ଫୁଲ ବି ମହାଦେବ ଙ୍କ ଉପରେ ଚଢ଼ାଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲି ଗଲା ବୋଲି ଜାଣି ନିଅନ୍ତୁ | ଯଦି ଏହି କିଛି ଫୁଲ ଆପଣ ଙ୍କୁ ମିଳୁ ନାହିଁ ତେବେ ସାଧାରଣ ବେଲପତ୍ର ଟି ଚଢାନ୍ତୁ ନିଜେ ନ ଚଢାଇ ପାରିଲେ କାହା ଦ୍ୱାରା ମଧ୍ୟ ଚଢାଇ ଦିଅନ୍ତୁ, କିନ୍ତୁ ବେଲପତ୍ର ନିଜେ ତୋଳି ଥିବା ଆବଶ୍ୟକ | ବେଲପତ୍ର ମଧ୍ୟ ଚଢ଼ାଇଲେ ଭୋଳାନାଥ ଆପଣଙ୍କ ର ସମସ୍ତ ଦୁଃଖ ଦୁର୍ଦଶା ଦୂର କରି ଦେବେ ଏବଂ ଆପଣଙ୍କର ମନସ୍କାମନା ପୂରଣ କରି ଦେବେ |