Bastu Tips – ଘରେ ପାରା ବସା ଦେଲେ ଜାଣନ୍ତୁ ଏହାର ଅର୍ଥ ! ଶୁଭ ନା ଅଶୁଭ ହୋଇଥାଏ……

0 9,441

ବର୍ତ୍ତମାନ ଆତ୍ୟାଧୁନିକ ଯୁଗରେ ଲୋକମାନେ ବସବାସ କରୁଥିଲେ ମଧ୍ୟ କେବେହେଲେ ପୁରାଣ ଶାସ୍ତ୍ର ବା ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାନ୍ତି । ସେମାନେ ବାସ୍ତୁ ଶାସ୍ତ୍ର ଅନୁୂସାରେ ଘରର ପ୍ରତ୍ୟେକ ଶୁଭ ଅଶୁଭ ବିଷୟରେ ଜାଣିପାରିଥାନ୍ତି । ମଣିଷ ଜୀବନରେ ଶୁଭ , ଅଶୁଭ ବା ଭଲ ମନ୍ଦ ଆଦି ସେମାନଙ୍କ କର୍ମ ଉପରେ ହିଁ ନିର୍ଭର କରିଥାଏ । ପ୍ରତ୍ୟେକ ମନୁଷ୍ୟ ମାନଙ୍କ ହୃଦୟରେ ଧାର୍ମିକ ଗୁଣ ଦେଖିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କି ଘରେ ପାରା ବସା ବାନ୍ଧିବା ଶୁଭ ନା ଅଶୁଭ ହୋଇଥାଏ ।

 

ଅନ୍ୟ ଗୃହପାଳିତ ପଶୁ ମାନଙ୍କ ଅପେକ୍ଷା ପାରା ବହୁତ ଶାନ୍ତ ପ୍ରିୟ ପକ୍ଷୀ ଅଟନ୍ତି ଏବଂ ସେମାନେ ଅନ୍ୟ ପଶୁ ପକ୍ଷୀ ମାନଙ୍କ ପରି ଗଛ ଡାଳରେ ବାସ ବାନ୍ଧନ୍ତି ନାହିଁ । ପରା ଗୁଡିକ ଘରେ ରହିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ମାତ୍ର କେତେବେଳେ କେତେବେଳେ ସେମାନେ ଉତ୍ତେଜିତ ହୋଇ ଉଠିଥାନ୍ତି କିନ୍ତୁ ଅନ୍ୟ ମାନଙ୍କର କ୍ଷତି କରି ନଥାନ୍ତି , ସେଥିପାଇଁ ଲୋକମାନେ ପରାଗୁଡିକ ଘରେ ରଖିବା ପାଇଁ ଅଧିକ ପସନ୍ଦ କରିଥାନ୍ତି । କିଛି ଲୋକମାନେ ଏମିତି ମଧ୍ୟ ଭାବିଥାନ୍ତି କି ଘରେ ପାରା ବସା ବାନ୍ଧିବା ଶୁଭ ହୋଇଥାଏ ।

 

ମାତ୍ର ଆଉ କେତେକ ଲୋକମାନେ ରହିଛନ୍ତି ଯେଉଁମାନେ ପାରା ଘରେ ବସା ବାନ୍ଧିବାକୁ ଅଶୁଭ ମନେ କରିଥାନ୍ତି । ଘରେ ପାରା ବସା ବାନ୍ଧିବାର ଅର୍ଥ ଘରକୁ କୌଣସି ବିପଦ ମାଡି ଆସୁଛି ଏବଂ ଆଉ କେତେ ଲୋକ କହିଥାନ୍ତି ଘରେ ପାରା ବସା ବାନ୍ଧିବାର ଅର୍ଥ ଘରକୁ କୌଣସି ଶୁଭ ଖବର ନେଇ ଆସୁଛି । ଆମର ପୁରାଣ ଶାସ୍ତ୍ରରେ ଏ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଛି । ତେବେ ଆସନ୍ତୁ ଜାଣିବା ଘରେ ପାରା ବସା ବାନ୍ଧିବାର ଅର୍ଥ ଶୁଭ ନା ଅଶୁଭ ହୋଇଥାଏ ।

 

ତେବେ ଆମର ଶାସ୍ତ୍ର ପୁରାଣ ବା ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ଘରେ ପାରା ବସା ବାନ୍ଧିଥାଏ , ତେବେ ଏହା ଘର ପାଇଁ ବହୁତ ଶୁଭ ଦାୟକ ହୋଇଥାଏ । ଅର୍ଥାତ୍ ଯଦି ଆପଣଙ୍କ ଘରେ ପାରା ବସା ବାନ୍ଧିଛି ତେବେ ଆପଣଙ୍କ ଘରେ ସୁଖ , ଶାନ୍ତି ଓ ଧନ ଲାଭର ସୂଚନା ମିଳୁଛି । ଏହା ସହିତ ଆପଣ ନିଜ ଜୀବନରେ ଉନ୍ନତି କରିବେ ଏବଂ ଘରେ ସୁଖ ସମୃଦ୍ଧି ଦେଖାଦେବ । ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ଘରେ କେବେହେଲେ ଧନର ଅଭାବ ରହିବ ନାହିଁ ।

ତେଣୁ ଘରେ ପାରା ବସା ବାନ୍ଧିବାର ଅର୍ଥ ଶୁଭ ହୋଇଥାଏ , ଯଦି ଆପଣ ପାରୁଛନ୍ତି ତ ସେମାନଙ୍କୁ ଜଳ ଓ ଚାଉଳ ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ବହୁତ ଶୁଭ ହୋଇଥାଏ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେ