OMG ! ଓଡ଼ିଆ ଯୁବକଙ୍କ Audio Call ହେଲା ଭାଇରାଲ୍ ଆପଣ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ…ଦେଖନ୍ତୁ ଭିଡ଼ିଓ

0 9,865

ଆମ ସମାଜ ର ପ୍ରତେକ ଲୋକ ସୋସିଆଲ ମିଡ଼ିଆ ସହିତ ଜଡ଼ିତ, କାରଣ ଏହା ଲୋକ ମାନଙ୍କୁ ଅନେକ କିଛି ଘଟଣା ସମ୍ପର୍କ ରେ ଜଣାଇ ଥାଏ ଏବଂ ବେଳେ ବେଳେ ମନରଞ୍ଜନ ମଧ୍ୟ କରାଇ ଥାଏ | ବେଳେ ବେଳେ କିଛି ଏଭଳି ଅଜବ ଘଟଣା ଦେଖିବାକୁ ମିଳେ ଯାହା ବହୁତ ଆଶ୍ଚର୍ଯ୍ୟ କରି ଦେଇ ଥାଏ ଏବଂ ଆଉ କେତେ ବେଳେ ଏମିତି କିଛି ଦେଖିବାକୁ ମିଳେ ଯାହାକୁ ଦେଖି ନ ହସି ରହି ହୁଏ ନାହିଁ | ଆପଣ ତ ଜାଣନ୍ତି ଆମର ମାତୃଭାଷା ହେଉଛି ଓଡ଼ିଆ ଯାହାକୁ ଓଡ଼ିଶାର ପ୍ରତେକ ଲୋକ ଜାଣନ୍ତି |

ଆଉ ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନେ ଅନ୍ୟ କିଛି ଭାଷା ରେ ନିଜକୁ କମ୍ଫଟେବୁଲ ଭାବି ନଥାନ୍ତି ଅର୍ଥାତ ଅନ୍ୟ କିଛି ଭାଷା ରେ କଥା ହୋଇ ପାରନ୍ତି ନାହିଁ | ଆଉ ମନ କୁ ଯାହା ଆସି ଥାଏ ସେଭଳି ଭାବେ କଥା କହିବାକୁ ଚେଷ୍ଟା କରି ଥାଆନ୍ତି, କିନ୍ତୁ ସେମାନେ କିଛି ଏଭଳି କହି ଥାଆନ୍ତି ଯାହା ଦ୍ୱାରା ଲୋକ ହସା ହୋଇ ଯାଆନ୍ତି | ତେବେ ସେଭଳି ଏକ କଥା ଅଡିଓ କଲ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଶୁଣିଲେ ଆପଣ ହସି ହସି ଗଡ଼ି ଯିବେ |

 

ତେବେ ଅଡିଓ ଟିରେ ଏକ ଯୁବତୀ କଷ୍ଟମରକେୟାର କଥା ହେଉଛନ୍ତି ଆଉ ଜଣ ଏକ ଯୁବକ ଗ୍ରାହକ ଙ୍କ ସହ | ସେହି କଷ୍ଟମରକେୟାର ଯୁବତୀ ଜଣଙ୍କ ହିନ୍ଦୀ ରେ କଥା ହେଉ ଥିଲେ ଆଉ ଯୁବକ ଜଣଙ୍କ ହିନ୍ଦୀ ରେ କଥା ହେବାକୁ ଚେଷ୍ଟା କରୁଛନ୍ତି କିନ୍ତୁ କହି ପାରୁ ନାହାଁନ୍ତି |

ହିନ୍ଦୀ ଯେତେବେଳେ କହି ପାରୁ ନାହାଁନ୍ତି ମଝିରେ ମଝିରେ ସେ ଓଡ଼ିଆରେ କଥା ହେଉଛନ୍ତି ଏବଂ କହୁଛନ୍ତି ମାଡାମ ଆପଣଙ୍କୁ ଓଡ଼ିଆ ଭାଷା ବୁଝି ଆସେ କି ନାହିଁ | ଆଉ ତାଙ୍କର ଏହି କଥାକୁ କଷ୍ଟୋମୋର୍ କେୟାର ଅଧିକାରୀ ଜଣଙ୍କ କିଛି ବୁଝି ପାରୁ ନାହାଁନ୍ତି |

 

କଷ୍ଟମର କେୟାର ଜଣଙ୍କର ହିନ୍ଦୀ କଥା ଶୁଣି ଗ୍ରାହକ ଜଣଙ୍କ ଯେଉଁଭଳି ଭାବରେ କଥା ହେଉ ଥିଲେ ତାହାକୁ ଶୁଣି ଯୁବତୀ ଜଣଙ୍କ ମଧ୍ୟ ହସି ପକାଉ ଥିଲେ, କିନ୍ତୁ ପୁଣି ନିଜ ହସକୁ ବନ୍ଦ କରି କଥା ହେଉ ଥିଲେ | ତେବେ ଆପଣ ଯଦି ଅଡିଓ ଟିକୁ ଶୁଣି ନାହାଁନ୍ତି ତେବେ ନିହାତି ଭାବରେ ଶୁଣନ୍ତୁ ଆପଣ ହିଁ ଜାଣି ପାରିବେ ଏହା କେତେ ମଜା ଦାୟକ | ଏହି ଅଡିଓ କଲ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।