Exclusive ଭିଡିଓ l ୟୁକ୍ରେନ ଆକାଶରେ ଏୟାର ଷ୍ଟ୍ରାଇକ ପରେ ଋଷ ପୁଣି ଆଜି ବଡ ଆକ୍ରମଣ କରିଛି ସବୁ ଜାଳି ପୋଡି ପାଉଁସ….ଦେଖନ୍ତୁ ପୁରା LIVE ଆବଡେଟ୍

0 414

ଆପଣ ତ ଜାଣିଛନ୍ତି ୟୁକ୍ରେନ ଓ ରୁଷିଆ ମଧ୍ୟରେ ଲାଗି ଥିବା ଯୁଦ୍ଧ କୁ ନେଇ ଏବେ ଚିନ୍ତା ରେ ପୁରା ବିଶ୍ୱ ଏବଂ ୟୁକ୍ରେନ ରେ ମଧ୍ୟ ଅନେକ ଭାରତୀୟ ଫସି ରହିଛନ୍ତି ସେ ଛାତ୍ରଛାତ୍ରୀ ହୁଅନ୍ତୁ କି ଶ୍ରମିକ ହୁଅନ୍ତୁ ତାହା ବର୍ତ୍ତମାନ ଭାରତ ପାଇଁ ଖୁବ ଚିନ୍ତା ର ବିଷୟ ଅଟେ | ଏହି ଯୁଦ୍ଧ ରେ ଅନେକ ଲୋକ ମୃତ୍ୟୁ ବରଣ କରି ସାରିଲେଣି, ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ କେବଳ ଏହି ଯୁଦ୍ଧ ବିଷୟ ରେ ଚର୍ଚ୍ଚିତ | ତେବେ ସବୁଠୁ ଶକ୍ତିଶାଳୀ ବିଶ୍ୱ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କୁ ନେଇ ଏବେ ସମସ୍ତଙ୍କ ମନରେ ଆତଙ୍କ ଖେଳି ଯାଇଛି |

ୟୁକ୍ରେନ ମିଲିଟାରୀ ବେସରେ ଋଷ ସେନାର ବଡ଼ ଆକ୍ରମଣ ହୋଇଛି ଯେଉଁଥିରେ 70 ରୁ ଅଧିକ ୟୁକ୍ରେନ ସୈନିକ ନିହତ ହୋଇ ଥିବା ସୂଚନା ମିଳିଛି | କିବ ଓ ଖାରକିବ ମଝିରେ ଥିବା ମିଲିଟାରୀ ବେସ ଉପରେ ଋଷ ସେନାର ଆକ୍ରମଣ ହୋଇଛି ଫଳରେ ପୁରା ମିକିଟାରୀ ବେସ ନଷ୍ଟ ହୋଇ ଯାଇଛି | ଏବେ କିବ ଓ ଖାରକିବ ରେ ସଂଘର୍ଷ ଜାରି ରହିଛି | ଏବେ ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ମିଲିଟାରୀ ଉପରେ ଋଷ ସେନା ବଡ଼ ଆକ୍ରମଣ କରିଛି ଯେଉଁଥିରେ 70 ରୁ ଅଧିକ ସେନା ଙ୍କର ମୃତ୍ୟୁ ହୋଇ ଯାଇଛି ଏବଂ ଏବେ ସଂଘର୍ଷ ଜାରି ରହିଛି |


ବର୍ତ୍ତମାନ ସମୟରେ ଯେଉଁ ଧ୍ୱଂସ ର ଚିତ୍ର ଆଖି ସାମ୍ନା କୁ ଆସିଛି ଏବଂ ଋଷ ସେନା ଯେଉଁ ବଡ଼ ଆକ୍ରମଣ କଲା ତାହା ସମଗ୍ର ରାଷ୍ଟ୍ର ରେ ଆତଙ୍କ ଖେଳାଇ ଦେଇଛି ଏବଂ ବର୍ତ୍ତମାନ ଏହାକୁ ନେଇ ଜୋରଦାର ଖୁବ ଚର୍ଚ୍ଚା ଲାଗି ରହିଛି | ତେବେ ଏହି ଘଟଣା ରେ ଆଜି ସୁଦ୍ଧା କିପରି କିବ କୁ ଛାଡ଼ି ଯିବେ ତାହା ୟୁକ୍ରେନ ରେ ଥିବା ରାଷ୍ଟ୍ର ଦୂତ କହିଛନ୍ତି | ଏପଟେ ଭାରତୀୟ ଙ୍କୁ ଫେରାଇ ଆଣିବାକୁ ଜୋର ଧରିଛି ଅପରେସନ ଗଙ୍ଗା ଏବଂ ଅପରେସନ ଗଙ୍ଗା ରେ ସାମିଲ ହେବ ଭାରତୀୟ ବାୟୁ ସେନା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧେଶ ଦେଇଛନ୍ତି |

କମ ସମୟରେ କିପରି ଅଧିକ ଭାରତୀୟ ନାଗରିକ ଙ୍କୁ ଉଦ୍ଧାର କରାଯିବ ତାହାକୁ ନେଇ ବାୟୁ ସେନା କୁ ସାମିଲ କରା ଯାଇଛି | ତେବେ ୟୁକ୍ରେନ ର ସ୍ଥିତି ନେଇ ୟୁକ୍ରେନ ରାଷ୍ଟ୍ରପତି ଙ୍କୁ ମୋଦି ଭେଟିଛନ୍ତି ଏବଂ ଆଲୋଚନା ମଧ୍ୟ କରିଛନ୍ତି, ଏହା ସହିତ ଭାରତୀୟ ମାନଙ୍କୁ ସରକାର ପଦକ୍ଷେପ ବିଭାଗ ରେ ସୂଚନା ଦେଇଛନ୍ତି | ତେବେ ଏହି ଯୁଦ୍ଧ ପରବର୍ତ୍ତୀ ସମୟରେ କେଉଁ ମୋଡ଼ ନେବ ତାହା କାହାକୁ ମଧ୍ୟ ଜଣା ନାହିଁ ଯାହାକୁ ପୁରା ସମଗ୍ର ଚାହିଁ ରହିଛି |