ଆଶ୍ଚର୍ଯ୍ୟ ! ଝିଅର ବିବାହ କାର୍ଡରେ ବାପା କିଛି ଏପରି ଲେଖିଥିଲେ ଯାହା କୁ ଦେଖି ଲୋକ ତାଯୁବ ହୋଇଗଲେ…

0 221

ବନ୍ଧୁମାନେ ଆମ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ବିବେଚନା କରାଯାଇଛି ।କେବଳ ଏହି ଗୋଟିଏ ବନ୍ଧନ ଯାହା ଯୋଡ଼ା ହେଲା ବେଳେ ବହୁତ ଲୋକ ମାନଙ୍କର ସହମତି ଆଶୀର୍ବାଦ ଯୋଡି ହେଇ ରହିଥାଏ ।ଆଉ ଏଥିରେ ଦୁଇ ଜଣ ଭିନ୍ନ ଭିନ୍ନ ବ୍ୟକ୍ତି ଏକ ସମ୍ପର୍କରେ ବାନ୍ଧି ହେଇ ଥାଆନ୍ତି ଆଉ ତାହା ସେତିକିରେ ସମ୍ପର୍ଣ୍ଣ ନହେଇ ଦୁଇଟି ପରିବାର,ଦୁଇଟି ପରମ୍ପରା, ଦୁଇଟି ସମ୍ପ୍ରଦାୟର ମିଲନ ହେଇଥାଏ ଯାହା ଆମ ସମାଜକୁ ଆହୁରି ଆଗକୁ ନେଇ ଯାଇଥାଏ ।

ପ୍ରତ୍ୟେକ ଝିଅ ଓ ପୁଅ ଜୀବନରେ ବିବାହକୁ ନେଇ ଅନେକ ପ୍ରକାରର ସ୍ୱପ୍ନ ଦେଖି ଥାଆନ୍ତି କାରଣ ଏହି ସମୟ ପ୍ରତ୍ୟେକ ମନୁଷ୍ୟ ଜୀବନରେ ଥରେ ମାତ୍ର ଆସିଥାଏ ।

ଆଉ ବାପମାଆ ମାନେ ବି ନଜି ଝିଅ କିମ୍ବା ପୁଅର ବିବାହକୁ ନେଇ ଅନେକ ଆଶା ଓ ଅଭିଳାଷ ରଖିନ୍ତି ।ତେବେ ଆଜିକାଲିର ସୋସିଆଲ ମେଡ଼ିଆ ଯୁଗରେ ବିବାହର ଅନେକ ଭିଡ଼ିଓ ଗୁଡିକ ଭାଇରଲ ହେବାକୁ ଲାଗୁଚି ତେବେ ସେଥିରୁ ଆପଣ ଜାଣି ପାରୁଥିବେ ଲୋକ ମାନେ ନିଜ ନିଜ ବିବାହକୁ ଖୁବ ଉପଭୋଗ କରୁଛନ୍ତି ।

ତେବେ ପୁଅର ବିବାହ ଅପେକ୍ଷା ଝିଅ ବାହାଘର କୁ ବାପାମାଆ ମାନେ ବହୁତ କିଛି ଭାବି ଥାଆନ୍ତି କାରଣ ଜଣେ ଝିଅ ସବୁଦିନ ପାଇଁ ନିଜ ବାପାମାଆ ଙ୍କୁ ପର କରିଦେଇ ଅନ୍ୟ କାହା ଘରକୁ ନିଜର କରିଥାଏ ।ଛୋଟ ବେଳୁ ଯେଉଁ ଝିଅକୁ ନେଇ ସେମାନେ ଲାଳନ ପାଳନ କରି ଆସି ଥାଆନ୍ତି ସେମାନେ ନିଜ ହୃଦୟକୁ ପଥର କରି ତାକୁ ପରଘରି କରନ୍ତି ।ତେବେ ନିକଟରେ ଏକ ନିଉଜ୍ କୁ ଖୁବ ପ୍ରଶଂସା କରାଯାଉଛି, ଯାହାକୁ ଶୁଣିଲେ ଆପଣ ବି ପ୍ରଶଂସା ନକରି ରହିପାରିବେନି ।


ଆମେ ଜାଣିଛୁ ବିବାହରେ ନିମନ୍ତ୍ରଣ କାର୍ଡ ଛପା ଯାଇଥାଏ, ତେବେ ଆପଣ ବହୁତ ଦାମୀ ଦାମୀ ବିବାହ କାର୍ଡ ଦେଖିଥିବେ ।କିନ୍ତୁ କେବେ ସେଥିରେ କିଛି ଭିନ୍ନ ଲେଖାଯାଇ ଥିବାର ଦେଖିଛନ୍ତି କି, ଯଦି ନାହିଁ ତାହେଲେ ଏହି ନିଉଜଟି ଦେଖନ୍ତୁ ଜାଣି ପାରିବେ ଜଣେ ବାପା ନିଜ ଝିଅର ବିବାହ ଖୁବ ଆଡ଼ମ୍ବରରେ କରିବା ପାଇଁ ଏମିତି କିଛି କରିଛନ୍ତି ଯାହା କେହି ହେଲେ ବି କେବେ କଳ୍ପନା କରି ନଥିବେ ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ତେବେ ଘଟଣା ଅନୁଯାୟୀ ଜଣେ ବାପା ନିଜ ଝିଅର ବିବାହ କାର୍ଡରେ କିଛି ଏମିତି ଲେଖିଥିଲେ ଯାହାକୁ ଦେଖିଲେ ଜାଣି ପାରିବେ ସେହି ପିତାଙ୍କ ମହାନତା ବିଷୟରେ ।ତେବେ ସେହି ସେହି ବାପା ଜଣଙ୍କ ବିବାହ କାର୍ଡରେ ଲେଖି ଥିଲେ କି” କେହି ବି ବ୍ୟକ୍ତି ବିବାହ କାର୍ଯ୍ୟ କୁ ନିଶା ପାନ କରି ବା କୌଣସି ପ୍ରକାରର ମଦ୍ୟ ପାନ କରି ଆସିବେ ନାହିଁ ।ଆଉ ଏହାକୁ ଦ୍ଵଖି ଲୋକମାନେ ତାଙ୍କୁ ଖୁବ ପ୍ରଶଂସା କରିଥିଲେ ଆଉ ଏହା ସମସ୍ତେ କରିବା ଦରକାର ଯାହାଦ୍ୱାରା ଏହି ପବିତ୍ର ଉତ୍ସବରେ ଲୋକଙ୍କ ଭିତରେ ସଂଯମତା ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।