ଛିଃ.. ଛିଃ.. ଶିକ୍ଷକ ଜାତି ପାଇଁ କଳଙ୍କ ! ସ୍କୁଲ୍ ରେ ଗୁରୁଜୀ ଏବଂ ଗୁରୁମା ଙ୍କ ଭିଡିଓ ହେଉଛି ଭାଇରାଲ… କେହି ଜଣେ ଭିଡ଼ିଓ କରି upload କରି ଦେଇଛି…

0 206

ବନ୍ଧୁଗଣ ବର୍ତ୍ତମାନ ର ଆଧୁନିକ ସମାଜ ରେ ଶିକ୍ଷା ସମସ୍ତେ ଗ୍ରହଣ କରୁଛନ୍ତି ମାତ୍ର ପ୍ରକୃତ ଶିକ୍ଷା ମଣିଷ ମାନଙ୍କ ପାଖରେ ଦେଖା ଯାଉ ନାହିଁ ।ଏହିପରି ଲାଗୁଛି ଯେପରି ଆମର ଜ୍ଞାନ କେବଳ ଖାତା ବହି ଏବଂ ସାଟିଫିକେଟ ରେ ସୀମିତ ରହିଛି ବୋଲି। ତେବେ ବନ୍ଧୁଗଣ ଶିକ୍ଷା ଆରମ୍ଭ ହୋଇଥାଏ ବିଦ୍ୟାଳୟ ରୁ ମାତ୍ର ଯଦି ବିଦ୍ୟାଳୟ ର ଶିକ୍ଷକ ହିଁ ଅସମାଜିକତା ଭିତରେ ରୁହନ୍ତି ଏବଂ ଅଶୀଳତା ର ବ୍ୟବହାର କରନ୍ତି ତେବେ ପିଲା ମାନଙ୍କ ର ଭବିଷ୍ୟତ କଣ ହେବ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଘଟଣା ବିଷୟରେ ଆପଣ ଙ୍କୁ ଜଣେଇବୁ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ତେବେ ବନ୍ଧୁଗଣ ଆପଣ ଦେଖୁଥିବେ କି ସୋସିଆଲ ମିଡ଼ିଆ ରେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଯେଉଁ ଭିଡ଼ିଓ ଟିରେ ଏକ ବିଦ୍ୟାଳୟ ରେ ଜଣେ ଶିକ୍ଷୟତ୍ରୀ ଜଣେ ଶିକ୍ଷକ ଙ୍କୁ ଖୁବ ମାରିଛନ୍ତି।

ତେବେ ମାଡାମ ଜଣଙ୍କ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଥିଲେ ସେହି ଶିକ୍ଷକ ଙ୍କୁ କାରଣ ମଧ୍ୟ ସେହିପରି କିଛି ଥିଲା। ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ସମସ୍ତେ ଏହାକୁ ଖୁବ ନିନ୍ଦା କରିଥିଲେ। ତେବେ ଆସନ୍ତୁ ଜାଣିବା କାହିଁକି ଶିକ୍ଷୟତ୍ରୀ ଜଣଙ୍କ ଶିକ୍ଷକ କୁ ମାଡ଼ ମାରୁଥିଲେ।

ତେବେ ବନ୍ଧୁଗଣ ଘଟଣା ଟି କିଛି ଏହିପରି ରହିଛି କି , ଘଟଣା ଟି ମାଲକାନଗିରି ର କାଲିମେଳା ଅଞ୍ଚଳରେ ଏକ ପ୍ରାଥମିକ ବିଦ୍ୟାଳୟର ଅଟେ।ତେବେ ଏହି ପ୍ରାଥମିକ ବିଦ୍ୟାଳୟ ର ଜଣେ ଶିକ୍ଷୟତ୍ରୀ ଙ୍କୁ ସେହି ବିଦ୍ୟାଳୟ ର ଜଣେ ଶିକ୍ଷକ ଅସଦାଚରଣ କରୁଥିଲେ ଏବଂ ଏଠି ଲାଗି ମାଡାମ ଜଣଙ୍କ ବହୁତ ଚିନ୍ତା ରେ ରହୁଥିଲେ। କିନ୍ତୁ ଯେତେବେଳେ ଧୀରେ ଧୀରେ ଶିକ୍ଷକ ଙ୍କର ଆଶୀଳତା ବ୍ୟବହାର ଏତେ ଅଧିକ ହୋଇଯାଇ ଥିଲା କି ମାଡାମ ଜଣଙ୍କ ତାହାକୁ ଗ୍ରହଣ କରି ପାରିଲେ ନାହିଁ। ତେଣୁ ଏନେଇ ଏ ଏକ ମିଟିଂ ଡାକିଥିଲେ ଉଚ୍ଚ ଅଧିକାରୀ ମାନ ଙ୍କୁ ନେଇ।

ତେବେ ସେହି ମିଟିଂ ରେ ଶିକ୍ଷୟତ୍ରୀ ଜଣଙ୍କ ଉଚ୍ଚ ଅଫିସର ଙ୍କୁ କହିଥିଲେ କି ଆପଣ ଯାହା କରୁଛନ୍ତି କରନ୍ତୁ ମୁଁ କିନ୍ତୁ ଆଜି ଏହି ଶିକ୍ଷକ କୁ ମାରିବି। ଆଉ ଏହା କହିବା ପରେ ସେ ଶିକ୍ଷକ ଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିବା କୁ ଲାଗିଲେ। ମାତ୍ର ଶିକ୍ଷକ ଜଣଙ୍କ କିଛି ନକହି ଚୁପଚାପ ସେମିତି ବସି ରହିଲେ। ମାଡାମ ଜଣଙ୍କ ପୁଣି କହିଲେ କି ମୁଁ ମୋ ଚାକିରୀ ପାଇଁ ସ୍ୱାମୀ , ଛୁଆ ମୋ ପରିବାର କୁ ଛାଡି ଏଠାରେ ପିଲା ଙ୍କୁ ପାଠ ପଢୁଛି ଆଉ ଏହିଭଳି ଅମଣିଷ ପାଇଁ ମୁଁ ମାନସିକ ଚିନ୍ତା ରେ ରହୁଛି। ତେଣୁ ଏହାକୁ ଉଚିତ ଦଣ୍ଡ ମିଳିବା ନିହାତି ଦରକାର ଅଟେ।

ତେବେ ଏହି ଘଟଣା ଟିର ଭିଡ଼ିଓ ଟି କେହି ଜଣେ ରେକର୍ଡ କରିଥିଲେ ଏବଂ ପରେ ଏହା ସୋସିଆଲ ମିଡ଼ିଆ ରେ ସେୟାର ହୋଇଥିଲା ଆଉ ବର୍ତ୍ତମାନ ଭିଡ଼ିଓ ଟିକୁ ଯିଏ ଦେଖୁଛନ୍ତି ସମସ୍ତେ ମାଡାମ ଙ୍କର ତାରିଫ କରିବା ସହ ଏହିଭଳି ଶିକ୍ଷକ ଙ୍କୁ ଉଚିତ ଦଣ୍ଡ ମିଳିବା ଦରକାର ବୋଲି ମଧ୍ୟ କହିଛନ୍ତି।

ଏଇ ଖବରଟି ସମ୍ପୂର୍ଣ ଭାବେ ଏହି youtube ଚେନେଲ ରୁ ପ୍ରେରିତ ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ