ଦେଖନ୍ତୁ ଗୋଟେ “ ଭାଇ ” ନିଜ ଭଉଣୀ ସହିତ କଣ କଲା ?? ଦେଖିଲା ପରେ ଗୋଡ ତଳୁ ମାଟି ଖସିଯିବ… ଦେଖନ୍ତୁ ଭିଡ଼ିଓ

0 371

ଆମ ଦୁନିଆରେ ଅନର୍କ ସମ୍ପର୍କ ରହିଛି କିନ୍ତୁ ଭାଇ ଭଉଣୀର ସମ୍ପର୍କ ଝୁବ ନିଆରା ଓ ଭିନ୍ନ ଏଥିରେ ଭଲପାଇବା ଯେତିକି ଥାଏ ସେତିକି ଖଟାମିଠା ଝଗଡ଼ା ବି ଦେଖିବାକୁ ମିଳିଥାଏ ।ଯାହା ଏହି ସମ୍ପର୍କରେ ନିଆରା ରଙ୍ଗ ସବୁବେଳେ ଆଣିଥାଏ କିନ୍ତୁ ଜଣେ ଭାଇ ଭଉଣୀ ସବୁପରେ ବି ପରସ୍ପରକୁ ଖୁବ ଭଲ ପାଇଥାନ୍ତି ।ସେଥିପାଇଁ ଆଜି ଆମେ ଏମିତି ଭାଇ ଭଉଣୀର କଥା ନେଇ ଆସିଛୁ ଯାହା ଜାଣିଲେ ଆପଣଙ୍କ ଆଖି ଛଳ ଛଳ ହେଇ ଯିବ ।

ଥରେ ଜଣେ ବାପା ତାଙ୍କ ପୁଅକୁ କହିଲେ ଆଜି ତୋର ଭଉଣୀ ଆସୁଛି କଣ ତୋତେ ଜଣା ନାହିଁ ।ତୁ ଯାଇ ତାକୁ ନିଜ ନୂଆ ଗାଡ଼ିରେ ତାକୁ ନେଇ ଆ କିନ୍ତୁ ପୁଅଟି କହିଲା ମୋ ଗାଡ଼ି ମୋ ସାଙ୍ଗ ନେଇ ଯାଇଛି ।ଆଉ ଆପଣଙ୍କ ଗାଡି ବି ନାହିଁ, ସେ ଟେକ୍ସି କରି ଚାଲି ଆସିବ ଆପଣ କାହିଁକି ଚିନ୍ତା କରୁଛ ।ମୁଁ ତାକୁ ଆଣିବା ପାଇଁ ଯାଇ ପାରିବିନି ତା ପରେ ବାପା ପୁଅକୁ କହିଲେ ତୋର ତୋ ଭଉଣୀ ପାଇଁ ଟିକିଏ ବି ଭଲପାଇବା ନାହିଁ ,ଏଇ ଘର ଉପରେ ତୋର ଯେତିକି ଅଧିକାର ଅଛି ତୋ ଭଉଣୀର ବି ସେତିକି ଅଧିକାର ଅଛି ।

ତାପରେ ପୁଅ କହିଲା ହଁ ମୋର ମୋ ଭଉଣୀ ପ୍ରତି ଭଲପାଇବା ନାହିଁ ଓ ଏହି ଘର ଉପରେ ମୋର ପୁରା ଅଧିକାର ଅଛି ଏହା ଶୁଣି ବାପା ରାଗରେ ପୁଅ ଉପରକୁ ହାତ ଉଠେଇଲେ ଆଉ ସେଠିକି ବେଳେ ମାଆ ବାପାଙ୍କୁ ରୋକି ଦେଉଛନ୍ତି ।ତାପରେ ବାପା ମାଆ ଙ୍କୁ କହିଲେ ମୋତେ କାହିଁକି ରୋକିଲ ସେ କଣ କହୁଛି କଣ ଶୁଣି ପାରିଲଣି ।ଠିକ ସେତିକି ବେଳେ ପୁଅ ବାପାକୁ କହୁଛି ଆଜିତ ପିଉସୀ ଜନ୍ମଦିନ ,ଆଉ ସେ ଯେତେଥର ବି ଆସିଛନ୍ତି ଅଟୋରେ ଆସିଛନ୍ତି କାହିଁ ତାଙ୍କୁ ତ କେବେ ଆଣିବାକୁ ଯାଅନାହିଁ ।

ପିଉସୀ ବି ଏହି ଘରୁ ବିଦା ହେଇ ଯାଇଛନ୍ତି ସେଥିପାଇଁ କଣ ସେ ପର ହେଇଗଲେ, ତେବେ ପିଉସୀ ଓ ଦିଦି ଭିତରେ ଏତେ ପାର୍ଥକ୍ୟ କାହିଁକି ।ଏହି କଥା ଶୁଣିଲା ପରେ ବାପାଙ୍କ ଆଖି ଛଳ ଛଳ ହେଇଗଲା ଠିକ ସେତିକି ବେଳେ ବାହାରୁ ଝିଅ ବାପାଙ୍କୁ ଆସି କୁଣ୍ଢେଇ ପକେଇଲା ଆଉ ପଚାରିଲା କଣ ହେଇଛି ବାପା ।ତ ବାପା କହିଲେ ଆଜି ତୋ ଭାଇ ତୋର ବାପା ହେଇଗଲା,ତେବେ ଝିଅ ସେହି କଥାକୁ ଧ୍ୟାନ ନଦେଇ କହିଲା ନୂଆ ଗାଡି ବହୁତ ଭଲ ହେଇଛି ମୁଁ ଡ୍ରାଇଭ କରି ଆସିଲି ।

ତେବେ ସେତିକି ବେଳେ ଝିଅଟିର ଭାଇ ତାକୁ ହ୍ୟାପି ବର୍ଥଦେ କହି ,ଏହି ଗାଡି ତୁମ ପାଇଁ ।ଠିକ ସେତିକି ବେଳେ ପିଉସୀ ବି ଆସିଯାଇ କହୁଛନ୍ତି ତାଙ୍କ ଭାଇଙ୍କୁ କହୁଛନ୍ତି କଣ ଭାଇ କିଛି ଫୋନ ନାହିଁ ଖବର ନାହିଁ ହଠାତ ଗାଡି ପଠେଇ ଦେଇଛ ।ତେବେ ଆଜି ବାପାଙ୍କ କଥା ଭାରି ମନେ ପଡୁଛି କିନ୍ତୁ ତମ ପରି ଭାଇ ପାଇଁ ସେ ଦୁଃଖ କିଛି ନୁହେଁ ।ତେବେ ତାପରେ ବାପାମା ଜାଣି ପାରିଲେ ଏସବୁ ତାଙ୍କ ପୁଅ କରିଛି ତେଣୁ ସେମାନେ ଚାଲି ଗଲେ ବି ତାଙ୍କ ବନ୍ଧୁବାନ୍ଧବ ମାନଙ୍କ ଯତ୍ନ ପୁଅ ରଖିପାରବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।