ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ ? Gk Questions with Answer

0 122

ଅମର ବ୍ୟସ୍ତ ବିବ୍ରତ ଜୀଵନ ଭିତରେ ବି ସମୟ ବାହାର କରି ଆମେ ଅନେକ ମଜା ମସ୍ତି କରିଥାଉ ।ଯାହା ଆମ ଜୀବନ ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ତେବେ ସେଥିପାଇଁ ଆମେ ଭିନ୍ନ ଭିନ୍ନ ପ୍ରକାରର ଏଣ୍ଟେଟେନମେଣ୍ଟର ସୁରାକ ଖୋଜି ଥାଉ ।ଆଉ ଆମ ପାଖରେ ଅପ୍ସନ ର ଅଭାବ ବି ନାହିଁ କିନ୍ତୁ ଆମେ ପାଖରେ ଏମିତି ବି କିଛି ଏଣ୍ଟେଟେନମେଣ୍ଟର ରାସ୍ତା ରହିଛି ଯେଉଁ ଥିରେ ଆମେ ଖୁସି ହେଇ ପାରିବା ତା ସହ ଆମ ବୁଦ୍ଧି ଓ ଜ୍ଞାନ କୁ ବି ବିକାଶ କରି ପାରିବା ।ସେଥିପାଇଁ ଆମେ ଅନେକ ସମୟରେ ଏମିତି କିଛି ପ୍ରଶ୍ନ ଉତ୍ତର ଖେଳ ଖେଳିଥାଉ ଯାହା ଖୁବ ଇନ୍ତରେସଟିଙ୍ଗ ଲାଗିଥାଏ ।

ସେଥିପାଇଁ ଆଜିକାଲିର ବହୁତ ପରିଖ ଗୁଡିକରେ ବି ଏହିପରି ପ୍ରଶ୍ନ ପଚାରା ଯାଉଛି ଯାହା ଆପଣଙ୍କ ଉପସ୍ଥିତ ବୁଦ୍ଧି ବିଷୟରେ ଜଣେଇ ଥାଏ ।ଆଉ ସେଥିପାଇଁ ଆମେ ସେମିତି କିଛି ମଜାଦାର ପ୍ରଶ୍ନ ନେଇ ଆଡ଼ିଚୁ ଯାହା ଜାଣିଲେ ଆପଣଙ୍କ ଜ୍ଞାନର ବିକାଶ ଘଟିବ ।

1.ଏମିତି କୋଉ ଜିନିଷର ମୁଣ୍ଡ ଆଉ ଲାଞ୍ଜ ଅଛି ମାତ୍ର ଶରୀର ନାହିଁ ?
ଉତ୍ତର- ମୁଦ୍ରା

2.ତାହା କେଉଁ ଜାଗା ଅଟେ ଯେଉଁ ଠାରେ ପୁଅ ଓ ଝିଅ ଙ୍କର ବାଳ ମୋଡ଼ି ମୋଡି ହୋଇ ରହିଥାଏ ?
ଉତ୍ତର-ଆଫ୍ରିକା

3.ଭାରତର ସବୁଠୁ ଧନୀ ରାଜ୍ୟ କିଏ ?
ଉତ୍ତର- ପଞ୍ଜାବ

4.ଏମିତି କଣ ଅଛି ଯାହାକୁ ଦେଖି ପାରିବୁ କିନ୍ତୁ ଛୁଇଁ ପାରିବୁ ନାହିଁ ?
ଉତ୍ତର-ସ୍ୱପ୍ନ

5.ଏହା କେଉଁ ଜିନିଷ ଅଟେ ଯାହା ପୁଅ ମାନଙ୍କ ର ଲମ୍ବା ଏବଂ ଝିଅ ମାନଙ୍କ ର ଗୋଲ ଗୋଲ ହୋଇଥାଏ ?
ଉତ୍ତର-ଚନ୍ଦନ ଟୀକା

6.ଶରୀରରେ କୋଉ ଅଙ୍ଗରେ ହାଡ଼ ନାହିଁ ?
ଉତ୍ତର- ଜିଭ

7.MRF ର ଫୁଲଫର୍ମ କଣ ?
ଉତ୍ତର- Madras Rubber Factory

8.RBI କେଉଁ ରାଜ୍ୟ ସହିତ ଟଙ୍କା ନେବା ଆଣିବା କରିନଥାଏ ?
ଉତ୍ତର- ଜାମ୍ମୁ କାଶ୍ମୀର

9.ଜଣେ ମଣିଷକୁ ଦୁଇ ଜଣ କିଏ କ୍ତି ଦିଏ ?
ଉତ୍ତର- ଆଇନା

10.କେଉଁ ଗଛରେ କାଠ ନଥାଏ ?
ଉତ୍ତର – କଦଳୀ

11.କେଉଁ ପ୍ରାଣୀର ତିନୋଟି ହୃଦୟ ଅଛି ?
ଉତ୍ତର- ଅକ୍ଟପସ

12.ଏମିତି କଣ ଯାହା ବର୍ଷା ହେଲେ ଉପରକୁ ଉଠେ ବର୍ଷା ଛାଡ଼ିଲେ ତଳକୁ ଖସେ ?
ଉତ୍ତର- ଛତା

13.ଏମିତି କଣ ଅଛି ଯାହା ପାଣି ଅଟେ କିନ୍ତୁ ଖରା ହେଲେ ବି ଶୁଖେନା ?
ଉତ୍ତର- ଶରୀରର ଝାଳ

14.ଜଣେ ପୁଅ ତାର ନାମ W17V5 କହିଲା ତେବେ ପିଲାଟିର ନାମ କଣ ଥିଲା ?
ଉତ୍ତର- SALIM (W17V5 କୁ ଓଲଟାଇ ଲେଖିଲେ SALIM ହେବ)

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।