କଳାହାଣ୍ଡି ର 1 ନଂ ଡାନ୍ସ ଦଳ balsi ladies kirtan ଠାକୁରଙ୍କ ନାମ ନେଇ ଏଭଳି ନାଚ କରୁଛନ୍ତି ( ବାଲସି ଝିଅ କୀର୍ତ୍ତନ )ଥରେ ଦେଖିଲେ ଆପଣ ମନ ମଧ୍ୟ ନାଚିଉଠିବ – ଦେଖନ୍ତୁ ଭିଡିଓ

0 146

କଥାରେ ଅଛି କୌଣସି କାମ କେଵଳ ପୁରୁଷ କିମ୍ବା କେବଳ ନାରୀ ମାନଙ୍କ ପାଇଁ ହୋଇନଥାଏ ।କାରଣ କାମ ତ ଜାଣିନଥାଏ ତାକୁ ଯିଏ କରୁଛି ସେ ପୁଅ କିମ୍ବା ଝିଅ ବୋଲି। ବାସ କାମ ଠିକ ହେବା ଦରକାର।ତେବେ ବନ୍ଧୁଗଣ ଆପଣ ମାନେ ନାମ କୀର୍ତ୍ତନ ବିଷୟ ରେ ନିଶ୍ଚିତ ଭାବରେ ଜାଣିଥିବେ। ଭଗବାନ ଶ୍ରୀହରି ଙ୍କର ପୂଜାର୍ଚ୍ଚନା କରିବା ପାଇଁ ଗ୍ରାମ ମାନଙ୍କରେ ଲୋକେ ଭଗବାନ ଙ୍କର ନାମ ଜପ କରିଥାନ୍ତି।

ତେବେ କିନ୍ତୁ ସବୁବେଳେ ଆମେ ଦେଖି ଆସିଛୁ କି ଏହି କୀର୍ତ୍ତନ ର କାର୍ଯ୍ୟ ଗୁଡ଼ିକ ସବୁବେଳେ ପୁରୁଷ ଲୋକ ମାନେ କହିଥାନ୍ତି।କିନ୍ତୁ ଆମେ ଆଜି ଆପଣ ଙ୍କୁ ଯେଉଁ ଭିଡ଼ିଓ ଟି ଦେଖିବୁ ତାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଯୋଡ଼ିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଆସିଥାଏ ,

ତା ମଧ୍ୟରେ କେତେକ ଶିକ୍ଷଣୀୟ ହୋଇଥାଏ ତ କେତେକ ଭିଡିଓ ଆମକୁ ବହୁତ କଷ୍ଟ ଦେଇଥାଏ ତ ପୁଣି କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ତାହା ଆମର କମେଡ଼ି ଭିଡିଓ ସବୁ ଥାଏ।ତେବେ କିନ୍ତୁ କେବେ କେବେ ଏହିପରି କିଛି ଭିଡ଼ିଓ ଆମ ଆଗକୁ ଆସିଥାଏ ଯାହାକୁ ବିଶ୍ୱାସ କରିବା କେବେ ବି ସମ୍ଭବ ହୋଇନଥାଏ କିନ୍ତୁ ଏହା ସତ୍ୟ ଘଟଣା ଅଟେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଥିବା ଭିଡ଼ିଓ ଟି କିଛି ଏହିପରି ରହିଛି କି , କଳାହାଣ୍ଡି ଜିଲ୍ଲାର ବଲସୀ ର କୀର୍ତ୍ତନ ଦଳ ନାମରେ ଏକ କୀର୍ତ୍ତନ ସଂଗଠନ ରହିଛି କିନ୍ତୁ ସବୁ ଠାରୁ ଚକିତ କଥା ଏହାକି ଯେ ଏଥିରେ ପୁରୁଷ ମାନେ ନୁହେଁ ବରଂ ମହିଳା ମାନେ ଏଥିରେ କୀର୍ତ୍ତନ କରୁଛନ୍ତି ।ପୁରୁଷ ମାନ ଙ୍କ ପରି ମହିଳା ମାନେ ମଧ୍ୟ ଢଲ ବଜାଉଛନ୍ତି ଆଉ ହାତ ରେ ଝାଲିରି ଧରି ବଜାଉଛନ୍ତି। ଆଉ ଭଗବାନ ଙ୍କର ନାମ ରେ କୀର୍ତ୍ତନ କରୁଛନ୍ତି।

ତେବେ ତାଙ୍କ ଦଳ ର ଦୁଇ ଜଣ ମହିଳା ଭଗବାନ ଙ୍କର ନାମ ନେଉଛନ୍ତି ଏବଂ ଖାଲି ଏହିପରି ନାମ ନେଉ ନଥିଲେ ବରଂ ସୁନ୍ଦର ସୁନ୍ଦର ଗୀତ ରେ ସ୍ୱର ଦେଇ ଗାଇବା ଲେଖୁଛନ୍ତି। ତେବେ ତାଙ୍କୁ ଦେଖିବାକୁ ସମସ୍ତ ଲୋକଙ୍କ ର ଭିଡ଼ ଜମିଛି ଏବଂ ସମସ୍ତେ ଲୋକ ଏହାକୁ ଦେଖୁଛନ୍ତି ଆଉ ଏହାର ମଜନେଉଛନ୍ତି।

ତେବେ ଯେଉଁ ଭଳି ଭାବରେ ମହିଳା ମାନେ କୀର୍ତ୍ତନ କରିବା ସହ ଗୀତ ର ସ୍ୱର ରେ ତାଳ ଦେଇ ଟିକେ ଟିକେ ଡ଼୍ୟାନ୍ସ କରୁଛନ୍ତି ତାହାକୁ ଦେଖିଲେ ମନ ବିମହିତ ହୋଇଯାଉଛି।
ତେବେ ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଆସିବା ପରେ ଲୋକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି ଏବଂ ଏହାର ପ୍ରଶଂସା କରିଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡ଼ିଓ ଟି ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଏହାର ପ୍ରଶଂସା କରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।