୧ ବର୍ଷର ଝିଅକୁ ମା ନିଜର ଏକ ବନ୍ଦ ଘରେ ଛାଡି ଦେଇ ପଳାଇଲା, ୧୦ ବର୍ଷ ପରେ ଫେରି ଆସି ସେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହେଇଗଲା

0 168

ମାଆ ଓ ପିଲାର ସମ୍ପର୍କ ସମ୍ପୂର୍ଣ୍ଣ ନିଆରା ଆଉ ଜଣେ ନାରୀ ମାଆ ହେଲେ ଯାଇ ନ8ଜ ଜୀବନରେ ସାର୍ଥକତା ହାସଲ କରିଥାଏ ବୋଲି କୁହାଯାଏ ।ତେବେ ପ୍ରତିଦିନ ସୋସିଆଲ ମେଡ଼ିଆରେ ଅନେକ ଘଟଣା ଦେଖିବାକୁ ମିଳିଥାଏ ଆଉ ସେଗୁଡିକ ଭିତରୁ କିଛି ଏମିତି ଘଟଣା ଦେଖିବାକୁ ପାଇଥାଉ ଯାହାକୁ ବିଶ୍ୱାସ କରିବା ଭାରି କଷ୍ଟ ହେଇଥାଏ ।ଆମେ ଜାଣିଛୁ ବଞ୍ଚିବା ପାଇଁ ଖାଦ୍ୟ ନିତାନ୍ତ ଜରୁରୀ ବିନା ଖାଦ୍ୟରେ ଜଣେ କେତେ ଦିନ ବା ବଞ୍ଚି ପାରିବ ।କିନ୍ତୁ ଆମେ ଆଜି ଏମିତି ଗୋଟିଏ ଘଟଣା କଥା କହିବୁ ଯାହା ଶୁଣିଲେ ଆପଣ ଛାତି ଦୋହଲି ଯିବ।

ତେବେ ହଁ ବନ୍ଧୁମାନେ ଆମେ ଏମିତି ଗୋଟିଏ ଘଟଣା କହିବୁ ଯାହା ଜାଣିଲେ ଆପଣ ଚକିତ ହେବେ ।

ତେବେ ଘଟଣା ଅନୁଯାୟୀ ଜଣେ ଏକ ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ଏକ ବନ୍ଦ ଘର ଭିତରୁ ଆଉ ଏହିପରି ଘଟଣା ଦେଖିବାକୁ ମିଳିଥିଲା ରୁଷିଆର ୟୁରୋସଲ୍ଭ ସହରରେ ଯେଉଁଠାରେ ଜଣେ ମାଆ ନିଜର ଏକ ବର୍ଷର ଶିଶୁ କନ୍ୟାକୁ ଏକ ବନ୍ଦ ଘରେ ରଖି କୁଆଡ଼େ ଚାଲି ଯାଇଥିଲେ ।କିନ୍ତୁ ସେହି ପାଖରେ ଥିବା ଜଣେ ବ୍ୟକ୍ତି ବହୁତ ବାର ସେହି ଘର ଭିତରୁ ଏକ ପିଲାର କାନ୍ଦଣା ଶୁଣିବାରୁ ସେ ସନ୍ଦେହ କରିଥିଲେ ।

ତାପରେ ସେ ପୋଲିସ କୁ ଡାକି ସେହି ଘର ଖୋଲିବାରୁ ଗୋଟିଏ ଏକ ବର୍ଷର ଶିଶୁ କନ୍ୟାକୁ ପାଇଥିଲେ ।ତାପରେ ସେ ସେହି ପିଲାଟିକୁ ହସ୍ପିଟାଲ ନେଇ ଯାଇଥିଲେ ଓ ସେଠାରେ ଜଣା ପଡିଥିଲା ପିଲାଟି 6 ଦିନ ହେଲା କିଛି ଖାଇ ନାହିଁ ।ତେବେ ପିଲାଟି ବହୁତ ଦୁର୍ବଳ ହେଇଯାଇଥିଲା ତେଣୁ ସେଠାରେ ଇନାନୀକା ନାମକ ଜଣେ ମହିଳା ଯିଏ ନିଜ ପିଲାର ଚିକିତ୍ସା କରୁଥିଲେ ଆଉ ସେ ଏହି ପିଲାର କଥା ଶୁଣି ତାର ବି ଯତ୍ନ ନେଇଥିଲେ ।ଏହି ଭିତରେ ଯେତେ ଖୋଜିଲେ ଝିଅଟିର ବାପମାଆ ବିଷୟରେ କିଛି ଅନୁସନ୍ଧାନ ମିଳି ନଥିଲା ।

ତାପରେ ପିଲାଟି ସୁସ୍ଥ ହେବା ପରେ ତାକୁ ଅନାଥ ଆଶ୍ରମରେ ରଖାଯାଇଥିଲା କିନ୍ତୁ ପରେ ସେହି ମହିଳା ଇନାନିକା ପିଲାଟିକୁ ଆଣି ନିଜ ପାଖରେ ରଖିଥିଲେ ।ଆଉ ଏବେ 10 ବର୍ଷ ପରେ ପିଲାଟି ଜଣେ ବହୁତ ବଡ଼ ମଡେଲ ହେଇଚି ତେବେ ଆଶ୍ଚର୍ଯ୍ୟ ର କଥା ହେଉଚିକି ପିଲାଟିର ମାଆ ଏବର ନିଜର ଶିଶୁର ସନ୍ଧାନ ପାଇ ଝିଅ ସହ କଥା ହେଇଥିଲେ ।କିନ୍ତୁ ଝିଅ ତାଙ୍କୁ ଘୃଣା କରେ ବୋଲି କହିବା ସହ ଇନା ତାଙ୍କ ପାଇଁ ସବୁକିଛି ଜଣେଇ ଥିଲେ ।

ତେବେ ବନ୍ଧୁମାନେ କେବେ ଛୋଟ ପିଳାଙ୍କ ପ୍ରତି ଏମିତି ନୃଶଂସ ବ୍ୟବହାର କରିବେ ନାହିଁ ଆଉ ଯଦି ଜଣେ ମାଆ ଏମିତି କରିବେ ତାହେଲେ ତାଠାରୁ ହୀନ କାମ ଆଉ କଣ ହେଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।