‘ନାଚ ମେରୀ ରାନୀ’ ଗୀତରେ ମାଆ – ପୁଅଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡ଼ିଓ ଦେଖି ଲୋକମାନେ ବନିଗଲେ ଦିୱାନା… 60 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

0 245

ଆଜିକାଲିର ଦୁନିଆରେ ସୋସିଆଲ ମେଡ଼ିଆ ଠାରୁ ବଡ଼ ପ୍ଲାଟଫୋର୍ମ କିଛି ନାହିଁ ଯେଉଁଠି ଆପଣ ନିଜର କଳାକୁ ପ୍ରଦର୍ଶନ କରି କୋଟି କୋଟି ଲୋକଙ୍କ ପାଖରେ ପହଁଚି ପାରିବା ସହ ନିଜର ଏକ ଭିନ୍ନ ପରିଚୟ ତିଆରି କରି ପାରୁଛନ୍ତି ।ସେଥିପାଇଁ ଏବେ ଯୁବ ପିଡ଼ି ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମେଡିଆକୁ ଖୁବ ସହଜରେ ଆପଣେଇ ପାରିଛନ୍ତି ।

ତେବେ ଆମ ଆମର ବ୍ୟସ୍ତ ଜୀବନରୁ ଟିକିଏ ରିଲାକ୍ସ ହେବା ପାଇଁ ସୋସିଆଲ ମେଡିଆକୁ ସବୁଠୁ ବଡ଼ ସାହାରା ମାନି ନେଇଛୁ ।ତେବେ ଏହି ସୋସିଆଲ ମେଡିଆରୁ ଆମେ ସମସ୍ତ ପ୍ରକାରର ମନୋରଞ୍ଜନ ପୂର୍ଣ୍ଣ ଖୁରାକ ପାଇ ପାରୁ ଯେପରି କମେଡି ଠାରୁ ଆରମ୍ଭ କରି ସଂଗୀତ ପର୍ଯ୍ୟନ୍ତ ଆଉ ଡ୍ୟାନ୍ସ ତ୍ଯାରୁ ଅଭିନୟ ଯାଏ ଅନେକ କିଛିର ଭିଡ଼ିଓ ଦେଖିବାକୁ ମିଳିଥାଏ ।

ତେବେ ସବୁ ପ୍ରକାରର କଳା ଠାରୁ ଡ଼୍ୟାନ୍ସ ଏମିତି ଗୋଟିଏ ଏମିତି କଳା ଯାହାକୁ ଦେଖିଲେ ସମସ୍ତଙ୍କୁ ଡ୍ୟାନ୍ସ କ୍ରୋବାକୁ ଇଛା ହୁଏ ।ଏଥିରେ କିଛି ବୟସର ବନ୍ଧକ ନଥାଏ ସବୁ ବର୍ଗର ଲୋକ ମାନେ ନିଜ ଡ଼ଙ୍ଗରେ ନାଚି ପାରନ୍ତି ।ଆଉ ସେହିପରି ନିକଟରେ ସୋସିଆଲ ମେଡ଼ିଆରେ ଏମିତି ଗୋଟିଏ ମାଆ ଓ ପୁଅଙ୍କର ଡ୍ୟାନ୍ସ ଭିଡ଼ିଓ ଦେଖିବାକୁ ମିଳୁଛି ଯାହା ଦେଖିଲେ ଆପଣ ବିଶ୍ୱାସ କରି ପାରିବେନି ।

ଆମ ସମାଜରେ ଯେ କୌଣସି ପୂଜା ଓ ଅନ୍ୟ ପର୍ବପର୍ବାଣୀ ସମୟରେ ମାହଲକୁ ଅଧିକ ଆକର୍ଷଣ କରିବା ପାଇଁ ଡ୍ୟାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।ସେଥିପାଇଁ ଖୁସିର ସମୟରେ ନାଚ ଗୀତ ନିହାତି ହେଇଥାଏ ଯାହା ଆମ ଖୁସିକୁ ଦ୍ୱିଗୁଣିତ କରି ଦିଏ ।ତେବେ ଡ୍ୟାନ୍ସ କରିବା ଏକ ପ୍ରକାରର ଏକ୍ସାସାଇଜ ଅଟେ ଯାହା ଆମ ଶରୀର ଓ ମନକୁ ସୁସ୍ଥ ରଖିଥାଏ ।ତେବେ ଆମେ ସବୁବେଳେ ଭିନ୍ନ ଭିନ୍ନ ଯୋଡ଼ିର ଡ୍ୟାନ୍ସ ବି ଦେଖିଥାଉ, କିନ୍ତୁ ଆମେ ଯେଉଁ ଭିଡ଼ିଓ କଥା କହୁଛୁ ସେଥିରେ ଆପଣ ଜଣେ ମାଆ ପୁଅର ଡ୍ୟାନ୍ସ ଯୋଡିକୁ ଦେଖି ପାରିବେ ।

 

View this post on Instagram

 

A post shared by Lohitha Ravikiran (@lohi_ravi)

ତେବେ “ନାଚ ମେରି ରାନୀ” ଗୀତକୁ ଆପଣ ଭଲ ଭାବରେ ଜାଣି ଥିବେ ଯେଉଥିରେ ନରାଫତେ ନିଜର ଜବରଦସ୍ତ ଡ୍ୟାନ୍ସ ଦେଖେଇ ଥିଲେ ।ଆଉ ଏହି ମାଆ ପୁଅର ଯୋଡ଼ି ବି ଏହି ଗୀତରେ ବଲିଉଡ ଅନ୍ଦାଜରେ ଖୁବ ସୁନ୍ଦର ଡ୍ୟାନ୍ସ କରିଛନ୍ତି ।ପୁଅର ଷ୍ଟେପ ସହ ମାଆ ଏତେ ସୁନ୍ଦର ଷ୍ଟେପ ମିଶେଇ ଛନ୍ତି ଯେ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।ଆଉ ସେଥିପାଇଁ ଏହି ଭିଡ଼ିଓଟି ଦେଖିଲା ପରେ ଲୋକମାନେ ଉଭୟଙ୍କୁ ଖୁବ ପ୍ରଶଂସା କରିଛନ୍ତି ।

ଏହି ଭିଡ଼ିଓ ଦେଖିଲା ପରେ ଆମେ କହିପାରିବା ମାଆ ପୁଅଙ୍କ ସମ୍ପର୍କ ଏମିତି ହେଲେ ଯାଇ ସମ୍ପର୍କରେ ଘନିଷ୍ଠତା ବଡ଼ିଥାଏ ଓ ଡ୍ୟାନ୍ସ ପାଇଁ କେବେ କୌଣସି ବୟସ ବାଧକ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।