ସାରା ଭାରତ କହୁଛି ଆଜି ସାବାସ ଝିଅ ଭୟଙ୍କର ବନ୍ୟାରେ ମଧ୍ୟ ନିଜେ ଡ଼ଙ୍ଗା ଚଳେଇ ପହଁଚିଲେ School ଏଭଳି ଝିଅପାଇଁ ଗୋଟିଏ ସେୟାର କରନ୍ତୁ …

0 46

ଆମ ଜୀବନରେ ବହୁତ ସମସ୍ୟା ଆସିଥାଏ ଆସୁ ଆମେ ସମସ୍ତେ ବହୁତ ଚେଷ୍ଟା କରିଥାଉ ସେହି ସମସ୍ୟା କୁ ସମାଧାନ କରିବା ପାଇଁ ।ତେବେ କଥାରେ କୁହାଯାଇଛି ଯଦି ଜଣେ କିଛି ଅସାଧ୍ୟକୁ ସାଧନ କରିବକୁ ପ୍ରାଣପଣେ ଚେଷ୍ଟା କରିଥାଏ ତହ୍ରଲେ ସେ ସେଥିରେ ନିଶ୍ଚିତ ସଫଳତା ହାସଲ କରିଥାଏ ।ଆପଣ ଜାଣିଛନ୍ତି ଏହି କିଛି ବର୍ଷ ହେବ କରନା ମହାମାରୀ ପାଇଁ ଆଜ ଜୀଵନ ପୁରା ଅସ୍ତବ୍ୟସ୍ତ ହେଇ ଯାଇଛି ଆଉ ତା ଭିତରେ ସବୁଠୁ ବଡ଼ ହାନି ହେଇଛି ବିଦ୍ୟାର୍ଥୀ ମାନଙ୍କର ।

ତେବେ ଯେତେବେଳେ ଏହି କଠୋର ସମୟରେ ପିଲା ମାନେ ପାଠ ପଡିବା ପାଇଁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ପାଇଁ ସରକାର ବିଭନ୍ନ ମାଧ୍ୟମରେ ପାଠ୍ୟ ବ୍ୟବସ୍ଥାକୁ ଜାରି ରଖିବାକୁ ଉଦ୍ୟମ କରିଥିଲେ ।କିନ୍ତୁ ଆମେ ଏମିତି ଘଟଣା ଦେଖିବାକୁ ପାଇଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନହେଇ ରହି ପାରିବେନି ।ସବୁବେଳେ ଆମେ କିଛି ଅସୁବିଧାରେ ଥିଲେ ଅନେଇ ଥାଉ କେହି ଆମର ସାହାଯ୍ୟ କରୁ ।କିନ୍ତୁ ଜାଣିଛନ୍ତି ଯଦି କିଛି ପାଇବାକୁ ଇଚ୍ଛା ଥିଲେ ଆମେ ନିଜେ ସବୁ ଉପାୟ ପାଇପାରୁ ।

ନିକଟରେ ଜଣେ ସ୍କୁଲ ପିଲା ପାଠ ପଡ଼ିବା ପାଇଁ କୋଠର ରାସ୍ତା ପାର କରି ସ୍କୁଲ ଯାଉଛି ଯାହା ଦେଖିଲେ ବି ବିଶ୍ୱାସ ହେବନି ।ତେବେ ଘଟଣା ଅନୁଯାୟୀ ନିକଟରେ ୟୁପିର ଅନେକ ଜାଗାରେ ପ୍ରବଳ ବନ୍ୟା ଆସିଥିଲା ଆଉ ଯେଉଁଥି ପାଇଁ ଲୋକଙ୍କ ବାହାରକୁ ଯିବା ବି କୋଠର ହେଇ ପଡିଥିଲା ।କିନ୍ତୁ ୟୁପିର ଗୋରଖ ପୁର ଜିଲ୍ଲାର ବହାମପୁର ଜଣେ ଝିଅ ସେହି ବନ୍ୟାକୁ ପାର କରି ବିଦ୍ୟାଳୟ କୁ ଯାଉଥିଲେ ।ଯାହାର ଦୃଶ୍ୟ ଏବେ ସୋସିଆଲ ମେଡ଼ିଆରେ ଖୁବ ଭାଇରଲ ହେଉଛି ।

ତେବେ ସୂଚନା ଅନୁଯାୟୀ ଝିଅଟିର ନାମ ସନ୍ଧ୍ୟା ସାହାନୀ ଆଉ ସେ ମାତ୍ର ପନ୍ଦର ବର୍ଷର ଓ ସେ ଏକାଦଶ ଶ୍ରେଣୀର ପାଠ ପଡୁଛନ୍ତି ।ତେବେ ସେ ନିଜେ ଡ଼ଙ୍ଗା ଚଳେଇ ସ୍କୁଲ ଯାଉଥିଲେ ଆଉ ସେ ୟୁନିଫର୍ମ ପିନ୍ଧି ଡ଼ଙ୍ଗା ଚଳୁଉ ଥିବାର ଭିଡ଼ିଓ ବି ଦେଖିବାକୁ ମିଳିଛି ।ତେବେ ତାଙ୍କ ଝିଅଟିର କହିବା ଅନୁଯାୟୀ ସେ 6 ବର୍ଷ ଆଗରୁ ଡ଼ଙ୍ଗା ଚଳେଇବେ ଶିଖିଥିଲେ ଆଉ ଏବେ ସେ ନିଜର ପାଠ ପଡ଼ା ପାଇଁ ଏହାକୁ ବ୍ୟବହାର କରୁଛନ୍ତି ।

ଏହି ଘଟଣାରୁ ଆପଣ ଜାଣି ପାରୁଥିବେ ପିଲାଟିର ପାଠ୍ୟ ପ୍ରତି କେତେ ଆଗ୍ରହ ରହିଛି ଓ ତାଙ୍କର ଏହିପରି ଚେଷ୍ଟା ରୁ ଆପଣ ଜାଣି ପାରିବେ ଯଦି ଆପଣ କିଛି ବି କାର୍ଯ୍ୟ କରିବା ପାଇଁ କୋଠର ପ୍ରୟାସ କରିବେ ତେବେ ରାସ୍ତା ଆପେ ଆପେ ମିଳିଯିବ ଓ ସଫଳତା ବି ହାସଲ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।