Special Love Story ଦେଖନ୍ତୁ ଭିଡିଓ ବାହା ହେବି ତୁମକୁ ହେବି …ଭଲ ପାଇ ବିବାହ କଲେ ଗର୍ଭବତୀ କରି ହତ୍ୟା କଲେ … ଓଡିଶାରେ ଘୁରିବୁଲୁଛି ଏହି ଗୋଟିଏ ଭିଡିଓ

0 69

ମୁଁ ତୁମକୁ ଭଲପାଏ ଖଗେଶ୍ୱର…ଏହି ଭରଷା ଓ ବିଶ୍ୱାସରେ ଦିନେ ଭଲପାଇ ବିବାହ କରିଥିଲେ ପ୍ରଜ୍ଞାସିନୀ କିନ୍ତୁ ତାଙ୍କ ଆଶା ଓ ସ୍ୱପ୍ନରେ ହିଁ ରହିଯାଇଥିଲା ।ଆଉ ଶେଷରେ ମିଳିଥିଲା ତାଙ୍କର ମୃତ ଶରୀର, ତେବେ ବନ୍ଧୁମାନେ ଆପଣ ଜାଣିଛନ୍ତି ଆଜିକାଲିର ଦୁନିଆରେ ଯୁବପିଡ଼ି ଭିଲପାଇ ନିଜର ଜୀବନସାଥୀ କୁ ନିଜେ ବାଛି ବିବାହ କରିଛନ୍ତି ।ତେବେ ଦିନ ଥିଲା ଏହି ସବୁ କାର୍ଯ୍ୟ ବାପମାଆ ଓ ଗୁରୁଜନ ମାନର କରୁଥିଲେ କିନ୍ତୁ ଆଜି ପିଲାଙ୍କ ଜିଦି ଆଗରେ ବାପାମାଆଙ୍କୁ ହାର ମାନିବାକୁ ପଡୁଛି ।

ତେବେ ଭଲପାଇ ଯେଉଁ ବିଶ୍ୱାସରେ ବିବାହ କରୁଥିବା ଲୋକମାନେ ଖୁସିରର ରହିୟାହାନ୍ତି ବୋଲି ଆମେ ଆଶା କରୁ କିନ୍ତୁ ଆମେ ଏମିତି ଗୋଟିଏ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଭଲପାଇବା ଉପରୁ ଆପଣଙ୍କ ବିଶ୍ୱାସ ହଟିଯିବ ।ତେବେ ହଁ ବନ୍ଧୁମାନେ ଆଜି ପ୍ରଜ୍ଞାସିନୀ ନାକମ ଜଣେ ମହିଳା ଭଲପାଇ ବିବାହ କରି ଶେଷରେ ମୃତ୍ୟୁକୁ ଆପଣେଇ ନେଇଛନ୍ତି ।

ତେବେ ମୃତ୍ୟୁ ପୂର୍ବରୁ ତାଙ୍କର ଏମିତି କିଛି ସ୍ୱପ୍ନ ରହିଥିଲା ନିଜର ଆଗତ ଭବିଷ୍ୟତ କୁ ନେଇ “ମୁଁ ତୁମକୁ ଭଲପାଏ ଖଗେଶ୍ୱର…ଘର ଲୋକଙ୍କ ପାଖରେ ଜିଦି କରିଛି…ବହାହେବି ତ ତୁମକୁ ହିଁ ବାହା ହେବି…ତୁମ ବିନା ଆଉ କାହାକୁ ବାହା ହେବିନି..ତୁମ ଆଖିରେ ଆଖି ମିଶେଇ ସାରା ଜୀବନ କାଟିଦେବି…ମୋର ଟଙ୍କା ପଇସା କିଛି ଦରକାର ନାହିଁ..ତୁମେ ହିଁ ମୋର ସବୁକିଛି..ଖଗେଶ୍ବର ମୁଁ ତୁମ ପ୍ରଜ୍ଞାସିନୀ ତୁମେ ମୋର ଈଶ୍ୱର..”

ତେବେ ଘଟଣା ଅନୁଯାୟୀ ଭଦ୍ରକ ଜିଲ୍ଲା ବିରହାଟ ଅନର୍ଗତ ମାଲପୁର ଗ୍ରାମର ସୁଧାରଞ୍ଜନ ମହାନ୍ତିଙ୍କ ଝିଅ ପ୍ରଜ୍ଞାସିନୀ, ଗତ 2018 ଡିସେମ୍ବର ମାସରେ କେନ୍ଦୁଝର ଜିଲ୍ଲାରେ ନଦୀପଦ ଥାନା ଅନ୍ତର୍ଗତ ଭଅଁରା ଗ୍ରାମର ଖଗେଶ୍ବର ଜେନାଙ୍କ ବିବାହ କରିଥିଲେ ।ତେବେ ଆଜି ସେ ଜୀବିତ ନାହାନ୍ତି ଶାଶୁଘରର ନିର୍ଯାତନା ର ଶିକାର ହେଇ ଶେଷରେ ଆଜି ଆରପାରିକୁ ଚାଲିଯାଇଛନ୍ତି ପ୍ରଜ୍ଞାସିନୀ ।

ତେବେ ସୂଚନା ଅନୁଯାୟୀ ପ୍ରଜ୍ଞାସିନୀ ଗ୍ରାମ୍ୟ ବ୍ୟାଙ୍କରେ ଚାକିରୀ କରିଥିଲେ ଆଉ ପ୍ରଥମରୁ ବିବାହ କରିବେ ନାହିଁ ବୋଲି ବାପା କହିଛନ୍ତି ।କିନ୍ତୁ କେମିତି ଜଣେ ବେକାର ଯୁବକର ପ୍ରେମ ମାୟାରେ ଫସିଗଲେ ଯେ ଆଉ ସେଥରୁ ବାହାରି ପାରି ନଥିଲେ ଆଉ ବିବାହର କିଛି ମାସ ଭିତରେ ଯୌତୁକ ନିର୍ଯାତନା ର ଶିକାର ହେଇ ମୃତ୍ୟୁ କରିଛନ୍ତି ।ତେବେ ପ୍ରଜ୍ଞାସିନୀ ଙ୍କ ଭାଇ କହିଛନ୍ତି ଯେ ଶାଶୁଘର ଲୋକ କହିଛନ୍ତି ବାର୍ଥରୁମ ରୁ ପଡି ତାଙ୍କର ମୃତ୍ୟୁ ହେଇଚି କିନ୍ତୁ ଏହାର ବି ସୂଚନା ରହିଛି କି ପ୍ରଜ୍ଞାସିନୀ ଙ୍କର ଏଟିମ,ବ୍ୟାଙ୍କ ଆକାଉଣ୍ଟ ଓ ଦରମା ସବୁ ସ୍ୱାମୀଙ୍କ ହାତରେ ରହୁଥିଲା ।

ତାପରେ ବି ତାଙ୍କୁ ବହୁତ ନିର୍ଯ୍ୟାତନା ମିଳିଥିଲା ,କିନ୍ତୁ ଆଶ୍ଚର୍ଯ୍ୟ କଥା ହେଉଚ୍ଛି କି ଏହାପରେ ବି ପୋଲିସ ଖଗେଶ୍ବର ଙ୍କୁ ଛାଡି ଦେଇଛନ୍ତି ।ସେଥିପାଇଁ ପ୍ରଜ୍ଞାସିନୀ ଙ୍କ ବାପା ବର୍ଦ୍ର୍କ ଡ଼ି ଏସ ପି ପାଖରେ ନ୍ୟାୟ ପାଇଁ ଆଶା ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।