Inst agram ରେ ସବୁଠାରୁ ସୁନ୍ଦରୀ କଲେଜ ଯୁବତୀ ଙ୍କ Video ହେଲା Viral ! ଦେଖନ୍ତୁ ଏହି କଲେଜ ଯୁବତୀ ଙ୍କ Video…

0 114

ଆଜିକାଲି ର ଛାତ୍ରଛାତ୍ରୀ ମାନଙ୍କ ପାଖରେ ଆଉ ସଭ୍ୟତା କିମ୍ବା ସଂସ୍କୃତି ର ଛାପ ଦେଖିବାକୁ ମିଳୁ ନାହିଁ। ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ପ୍ରଭାବରେ ସେମାନେ ନିଜ ସଭ୍ୟତା ଓ ପରମ୍ପରା କୁ କୁଆଡେ ପୋଡି ଖାଇଲେଣି। ପାଠ ପଢିବା ତ ଦୂର ର କଥା ଏମାନେ ହଷ୍ଟେଲ ଓ କଲେଜ କେବଳ ମଜା ମସ୍ତି କରିବାକୁ ଯାଉଛନ୍ତି ବୋଲି କହିଲେ କିଛି ଅତୃପି ହେବ ନାହିଁ।ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକୁ ଦେଖିବା ପରେ ଆପଣ ନିଜ ପିଲାଙ୍କୁ ପାଠ ପଢିବା ପାଇଁ ବାହାର କୁ ଛାଡ଼ିବା ପୂର୍ବରୁ ଥରେ ନୁହେଁ ବରଂ ଶହେ ଥର ଚିନ୍ତା କରିବେ।

ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ କଲେଜ ଛାତ୍ରଛାତ୍ରୀ ଙ୍କର କେତେକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଏବଂ ସେହି ଭାଇରାଲ ଭିଡ଼ିଓ ଗୁଡ଼ିକ ଦେଖିଲେ ଆପଣ ଙ୍କର ହୋସ ଉଡିଯିବ। ତେବେ ଆସନ୍ତୁ ଜାଣିବା ସେହି ଭାଇରାଲ ଭିଡ଼ିଓ ଗୁଡ଼ିକ ବିଷୟରେ।

୧.ବନ୍ଧୁଗଣ ପ୍ରଥମ ଭିଡ଼ିଓ ଟିରେ ଦେଖା ଯାଇଥିଲା କି ଏକ କଲେଜ ର ଏକ ଫାଙ୍କା ସ୍ଥାନରେ ଜଣେ ଛାତ୍ର ଆଉ ଜଣେ ଛାତ୍ରୀ ଙ୍କୁ ଫୁଲ ଦେଇ ପ୍ରେମ ନିବେଦନ କରୁଛନ୍ତି ଏବଂ ଛାତ୍ରୀ ଜଣଙ୍କ ମଧ୍ୟ ତାଙ୍କର ପ୍ରେମ କୁ ଗ୍ରହଣ କରିଛନ୍ତି। ତେବେ ଏହି ଭିଡ଼ିଓ ଟି କୁ କେହି ଜଣେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ,ଭିଡ଼ିଓ ଟି କେଉଁ କଲେଜ ର ତାହା ଜଣା ପଡି ନଥିଲେ ମଧ୍ୟ ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ।

୨.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖିବା କୁ ମିଳିଥିଲା କି ଜଣେ ଛାତ୍ର କଲେଜ ମଧ୍ୟରେ ଲୁଚି କରି ତାଙ୍କର ପ୍ରେମିକା ଅର୍ଥାତ ସେହି କଲେଜ ର ଜଣେ ଛାତ୍ରୀ ଙ୍କୁ ବିବାହ କରିଛନ୍ତି। ଭିଡ଼ିଓ ଟି ରେ ଦେଖା ଯାଇଛି କି ଛାତ୍ର ଜଣଙ୍କ ଛାତ୍ରୀ ଙ୍କର ମୁଣ୍ଡ ରେ ସିନ୍ଦୁର ଦେଇ ତାଙ୍କୁ ବିବାହ କରିଛନ୍ତି ଏବଂ ଛାତ୍ରୀ ଜଣଙ୍କ ମଧ୍ୟ ତାଙ୍କୁ ଗ୍ରହଣ କରୁଛନ୍ତି। ତେବେ ଏହାକୁ ଅନ୍ୟ ଜଣେ ଛାତ୍ର ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ଯାହାକି ଖୁବ ଭାଇରାଲ ହେଉଛି ବର୍ତ୍ତମାନ।


୩.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କଲେଜ ଛାତ୍ରଛାତ୍ରୀ ଙ୍କର ଭିନ ତଥା ଫିଲ୍ମ ଷ୍ଟାଇଲ ର ପ୍ରେମ କାହାଣୀ। କଲେଜ ରେ ସମସ୍ତ ଛାତ୍ରଛାତ୍ରୀ କ୍ଲାସ କରୁଥିବା ବେଳେ ଏକ ପ୍ରେମୀ ଯୁଗଳ କ୍ଲାସ ରୁ ବାହାରି ଆସି ଏକ ସ୍ଥାନରେ ପ୍ରେମ ଆରମ୍ଭ କରିଥିଲେ। ଛାତ୍ର ଜଣଙ୍କ ତାଙ୍କର ଛାତ୍ରୀ ପ୍ରେମିକା ଙ୍କୁ ଆଣ୍ଠେଇ କି ଏକ ଫୁଲ ମାଧ୍ୟମରେ ପ୍ରେମ ନିବେଦନ କରିଛନ୍ତି ଏବଂ ଛାତ୍ରୀ ଜଣଙ୍କ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେବେ ଏହିସବୁ ଭିଡ଼ିଓ ଗୁଡ଼ିକ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରାଲ ହେଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।