IPL ମ୍ୟାଚ ଚାଲିଥିଲାବେଳେ, Kiss କରିବାରେ ବ୍ୟସ୍ତ ପ୍ରେମୀଯୁଗଳ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ସୋସିଆଲ ମିଡିଆରେ ଭିଡ଼ିଓ ହେଲା ଭାଇରାଲ…

0 104

ଆଜିର ଯୁବପିଡ଼ିଙ୍କୁ ବା କିଏ ଅଟକାଇବେ ସେମାନେ ତାଙ୍କ ଜୀବନ ଭିତରେ ଏତେ ମସଗୁଲ ଯେ ସେମାନେ କେତେ କୋଉ କାମ କରୁଛନ୍ତି ନିଜକୁ ଜଣା ନଥାଏ ।ଆଉ ସେହି ଯୁବପିଡ଼ି ମାନଙ୍କର ଏମିତି କିଛି ଅଶ୍ଳୀଳ ଭିଡ଼ିଓ ଆପଣ ମାନେ ବହୁତ ସମୟରେ ସୋସିଆଲ ମେଡିଆ ଗୁଡିକରୁ ଦେଖିବାକୁ ପାଉଥିବେ ।

ଯାହାକୁ ଦେଖିଲା ପରେ ଆପଣଙ୍କ ମୁଣ୍ଡ ତଳକୁ ହେଇଯିବ ଆଉ ନିଶ୍ଚିତ ଭାବିବେ ଏହି ପିଲା ମାନେ ଆଗକୁ କଣ କରିବେ ।ତେବେ ନିକଟରେ ଏମିତି ଗୋଟିଏ ଖୁବ ନିର୍ଲଜ୍ଜ କର ଭିଡ଼ିଓ ଲାଇଭ ଦେଖିବାକୁ ମିଳିଥିଲା ଏକ ଷ୍ଟାଡିୟମରେ ।

ତେବେ ଭାବିଥିବେ ନା ଏମିତି କେମିତି ଦିନକୁ ଦିନ ଏହି ଯୁବକ ଯୁବତୀ ମାନେ ନିଜକୁ ଅଣାୟତ କରିଦେଉଛନ୍ତି ଯେ ନିଜକୁ ଭୁଲି ଯିବା ସହ ନିଜ ଆଖପାଖକୁ ବି ପୁରା ଭୁଲି ଯାଉଛନ୍ତି ।ତେବେ ଆଜିର ଏହି ଘଟଣାରେ ବି ଯାହା କରିଛନ୍ତି ଜଣେ ଯୁବତୀ ଓ ଯୁବକ ତାହା ଏବେ ପୁରା ଦୁନିଆରେ ଭାଇରଲ ହେଉଛି ।ତେବେ ଆପଣ ତ ଜାଣିଛନ୍ତି ନିକଟରେ IPL କ୍ରିକେଟ ଖେଳ ଆରମ୍ଭ ହେଇ ଯାଇଛି ଆଉ ବହୁତ ଲୋକ ମାନେ ଅଛନ୍ତି ଯେଉଁମାନେ ଖୁବ ଖେଳ ପ୍ରେମୀ ତେଣୁ ସେମାନେ ଷ୍ଟାଡିୟମ କୁ ବି ଖେଳ ଦେଖି ତାର ଖୁବ ମଜା ନେଇଥାନ୍ତି ।

କିନ୍ତୁ ଏହି ଜଣେ ଯୁବକ ଓ ଯୁବତୀ ଖେଳ ଦେଖିବାକୁ ଯାଇ ନିଜର ଭିତରେ ହିଁ ଖୁବ ମଜା ନେଇଛନ୍ତି ଯାହାକୁ ଆଜି ପୁରା ଜଗତ ଦେଖୁଚି ।ତେବେ ଘଟଣା ଅନୁଯାୟୀ ଜଣେ ପ୍ରେମୀ ଯୁଗଳ IPL ର ଗୁଜୁରାଟ ଓ ଦିଲ୍ଲୀ ମ୍ୟାଚ ଚାଲିଥିବା ସମୟରେ କିସ କରିବାକୁ ଲାଗିଥିଲେ, ତେବେ ଆପଣ ତ ଜାଣିଛନ୍ତି ଏବେ 2022 ଟାଟା IPL ଖେଳ ଏବେ ଚାଲିଛି ଆଉ IPL ମ୍ୟାଚ 10 ରେ ଏହିପରି ଘଟଣା ଟି ଦେଖିବାକୁ ମିଳିଥିଲା ।ସବୁଠୁ ବଡ଼ ମଜାଦାର କଥା ହେଉଛି କି ସେମାନେ ନିଜ ଭିତରେ ମସଗୁଲ ଥିବା ବେଳେ ଜାଣି ନଥିଲେ ତାଙ୍କର ଏହି ରୋମାନ୍ସ ଭିଡ଼ିଓ ପୁରା ବିଶ୍ୱ ଦେଖୁଛି ।

କାରଣ ସେହି ସମୟରେ କ୍ୟାମେରାର ଏଙ୍ଗେଲ ତାଙ୍କ ଆଡ଼କୁ ହେଇଯାଇଥିଲା ତାପରେ କଣ ହେଇଥିବ ଆପଣ ଭାବି ପାରୁଥିବେ ।ତେବେ ଯେତେବେଳେ ପୁରା ଷ୍ଟାଡିୟମରେ ଖେଳର ଗରମ ରହିଥିଲା ସେତେବେଳେ ଏହି ଯୁଗଳ ପ୍ରେମୀ ନିଜର ଉନ୍ମାଦନାରେ ଭିଜିବାକୁ ଲାଗିଥିଲେ ।ଆଉ ଭୁଲି ଯାଇଥିଲେ ଯେ ସେମାନେ କୋଉଠି ଅଛନ୍ତି ଆଉ କଣ କରୁଛନ୍ତି ।ତେବେ ଏହି ଭିଡ଼ିଓ ଭାଇରଲ ହେବା ପରେ ଲୋକମାନଙ୍କର ରିଏକ୍ସନ ବି ଖୁବ ଜବରଦସ୍ତ ରହିଛି ।

ତେବେ ଭାବିଲେ ଦେଖି ଏହି ପ୍ରି କାର୍ଯ୍ୟ କରୁଥିବାର ଭିଡ଼ିଓ ସେହି ପିଲାଙ୍କର ବାପମାଆ ଦେଖିଲେ କଣ ତାଙ୍କ ମୁଣ୍ଡ ଏହି ସମାଜରେ ରହିବ ।ତେବେ ଯୁବକ ଯୁବତୀ ମାନେ ମଜା ଓ ମସ୍ତି ଭିତରେ ଏତେ ଆଗେଇ ଯାଆନ୍ତି ଯେ ଆଉ ପଛକୁ ଫେରିଲା ବେଳକୁ କିଛି ମାର୍ଗ ନଥାଏ ସବୁକିଛି ସୁଧାରିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।