କଲେଜର ଗୋଟେ ଝିଅକୁ Senior ପୁଅ ପଚାରିଲା “ବ୍ରା” କୁ ହିନ୍ଦୀରେ କଣ କୁହନ୍ତି ? ଝିଅଟି ଦେଲା ଏମିତି ଉତ୍ତର, ଶୁଣିକି ପୁଅ ବେହୋସ…

0 168

ଆଜିକାଲିର ଦୁନିଆର ପିଲା ମାନେ ଜନ୍ମ ହେଉ ନହେଉଣୁ ବାପାମାଆ ତାଙ୍କୁ ପାଠ ପଡ଼ିବାକୁ ଛାଡି ଦେଇଥାନ୍ତି ।ତେବେ ପିଲାକୁ ଖାଲି ବିଭିନ୍ନ ଭାଷାର ଶିକ୍ଷା ଓ କେମିତି ପିଲା ଅଧିକ ମାର୍କ ରଖିବ ସେ ନେଇ ଚିନ୍ତାରେ ରହିଥାନ୍ତି ।ତେବେ ଏଥିପାଇଁ ବହୁତ ସମୟରେ ଦେଖାଯାଇ ଥାଆନ୍ତି କି ପିଲା ମାନେ ନଇଁ ମାତୃଭାଷା କୁ ପୁରା ଭୁଲି ଗଲେଣି। ଆଉ ଯେତେ ତାଙ୍କୁ କିଛି ତାଙ୍କ ମାତୃଭାଷା ରେ କହିବାକୁ କୁହାଯାଏ ସେତେବେଳେ ସେମାନେ ଘବରେଇ ଯାଆନ୍ତି ।

ଆଉ ସବୁବେଳେ ବହି ଜ୍ଞାନ ଭିତରେ ସୀମିତ ନରହି ବାହାର ଦୁନିଆକୁ ବି ବୁଝିବା ଦରକାର, ଆଉ ବୟସ୍କ ଲୋକ ମାନଙ୍କ ସହ ମିଶିଲେ ଆମ ଭିତରେ ନୂଆ ଜ୍ଞାନର ଆବିର୍ଭାବ ହେଇଥାଏ ।କାହିଁକି ନା ସେମାନଙ୍କ ଜୀବନର ଅନୁଭୂତି ଓ ସମସ୍ୟା ଭିନ୍ନ ଭିନ୍ନ ଥିଲା ଯାହା ଆମ ପାଇଁ ମାନଙ୍କ ପାଇଁ ଏକ ଲେସନ ଅଟେ ଓ ଆମର ବୁଦ୍ଧି ବଡ଼ିଥାଏ ।କିନ୍ତୁ ଆଜିର ପିଲା ମାନେ ମେଟେରିଆ ଲିଷ୍ଟିକ ହେଇ ଜାଇଛନ୍ତି ।

ତେବେ ସେଥିପାଇଁ ନିକଟରେ କିଛି ଝିଅ ପିଲାଙ୍କୁ ଏମିତି କିଛି ପଚାର ଗଲା ଯାହାର ଉରର ଅନେକ ପ୍ରକାରର ଆସିଥିଲା ।ତେବେ କିଛି ଝିଅ ପିଲାଙ୍କୁ କୁହାଗଲା ବ୍ରା କୁ ହିନ୍ଦୀରେ କଣ କୁହାଯାଏ, ତେବେ ତାପରେ ପିଲା ମାନେ ଉତ୍ତର ଦେବାକୁ ଆରମ୍ଭ କରିଥିଲେ ।ଜଣେ ମହିଳା କହିଥିଲେ ବ୍ରା କୁ ହିନ୍ଦୀରେ ପଟିକଟ କୁହାଯାଏ,ଆଉ ଜଣେ କହିଥିଲେ ଅନ୍ତବସ୍ତ୍ର ବୋଲି କୁହାଯାଏ,ଆଉ କେହି କେହି ବ୍ରା କୁ ରୁଡି ବୋଲି କହିଥିଲେ ।

କିନ୍ତୁ ମଜାଦାର କଥା ଥିଲା କି ଏହା ଭିତରୁ କୋଉଟା ବି ଠିକ ନଥିଲା ।ତେବେ ବ୍ରା କୁ ହିନ୍ଦୀରେ “ଅଙ୍ଗୀକା” କୁହାଯାଏ , ଯାହାର ଅର୍ଥ ଅନ୍ତବସ୍ତ୍ର ଅଟେ ।ତେବେ ଏହା ଶୁଣି ସବୁ ପିଲା ମାନେ ହସିବାକୁ ଲାଗିଥିଲେ କିନ୍ତୁ ଏଇଠି ଭାବିବା ଦରକାର ଆମେ ଆମ ମାତୃଭାଷା କୁ ଭଲ ଭାବରେ ଜାଣି ନାହୁଁ ।କିନ୍ତୁ ବିଭନ୍ନ ପ୍ରକାର ଅନ୍ୟ ଭାଷା ଗୁଡିକୁ ଭଲ ଜ୍ଞାନ ରଖିଥାଉ, ତେବେ ଇଂରାଜୀ ଭାଷାର ପ୍ରଭାବ ଆମ ସମାଜରେ ବହୁତ ଦେଖିବାକୁ ମିଳିଥାଏ ।

ଛୋଟ ଛୋଟ ପିଲା ବି ଜନ୍ମ ହେବା ପରେ ଇଂରାଜୀ କହୁଛି କିନ୍ତୁ ମାତୃ ଭାଷା କଣ ଜାଣିନୀ ।ଯାହା ଫଳରେ ସେ ବହୁତ ଜାଗାରେ ନିଜେ ସଂକୁଚିତ ହେଇଯାଏ, ତେବେ ସବୁବେଳେ ପ୍ରଥମେ ନିଜ ଭାଷାକୁ ଜାଣିବା ଦରକାର ଯାହା ଦ୍ୱାରା ଆପଣଙ୍କୁ କେବେ ଏହିପରି ଲଜା ଜନକ ପରିସ୍ଥିତି ଗୁଡିକର ସାମ୍ନା କରିବାକୁ ପଡିବ ନାହିଁ ।ଆଉ ଯେଉଁ ମଧୁରତା ଓ ଆପଣା ପଣ ନିଜ ଭାଷାରେ ଥାଏ ତାହା ଆଉ କୋଉ ଭାଷାରେ ନଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।