College ଭିତରେ ଶିକ୍ଷୟତ୍ରୀ ଙ୍କର ରସିକିଆ ଗୀତରେ ଜବରଦସ୍ତ hot ଡ୍ୟାନ୍ସ ଭାଇରାଲ…ଦେଖନ୍ତୁ ଭିଡ଼ିଓ

0 86

ସୋସିଆଲ ମେଡ଼ିଆ ଆଜି ସବୁକିଛି ମିଳି ପାରୁଛି ଗୋଟିଏ କ୍ଲିକ୍ ରେ ସବୁ ଅସମ୍ଭବ ବି ସମ୍ଭବ ହେଇ ପାରିଛି ।ତେବେ ସୋସିଆଲ ମେଫିଆର ପ୍ରଭାବ ଯୁବ ସମାଜ ଉପରେ ବେଶୀ ଦେଖିବାକୁ ମିଳିଥାଏ ।କାରଣ ଦୁନିଆରେ ସବୁଲୋକ ଚାହାନ୍ତି ସେମାନଙ୍କୁ ବହୁତ ଲୋକ ଜାଣନ୍ତୁ ଓ ସୋସିଆଲ ମେଡ଼ିଆ ଏକ ଅଦ୍ଭୁତ ପ୍ଲାଟଫର୍ମ ଯେଉଁଠି ଆପଣ ନିଜ ଭିତରେ ଥିବା ସବୁ ଗୁଣକୁ ବାହାରକୁ ଆଣି ପାରିବେ ।

ଆପଣ ମାନେ ଜାଣିଥିବେ ଦିନକୁ ଦିନ ସମସ୍ତ ପ୍ରକାରର ଲୋକମାନେ ଏହାର ଖୁବ ମଜା ନେଉଛନ୍ତି ।ଆଉ ଏଠାରେ ଆପଣ ନିଜକୁ ଓ ନିଜ ଭିତରେ ଥିବା ଅଜଣା କଳାକୁ ବି ବାହାର କରିବାରେ ସାହାଯ୍ୟ ହେଇଥାଏ ।ତେବେ ଲକ୍ଷ କରିଥିବେ ବହୁତ ଯୁବକ ଯୁବତୀ ମାନେ ନିଜର ଛୋଟ ଛୋଟ ଭିଡ଼ିଓ ଵନଉଛନ୍ତି ତାହାକୁ ରିଲ ଭିଡ଼ିଓ ବି କୁହାଯାଏ ।

ତେବେ ଆମେ ସୋସିଆଲ ମେଡ଼ିଆରେ ସମସ୍ତ ପ୍ରକାରର ମନୋରଞ୍ଜନ ମଜା ନେଇ ପାରୁ କମେଡି ଠାରୁ ଆରମ୍ଭ କରି ସଂଗୀତ ପର୍ଯ୍ୟନ୍ତ ଆଉ ଡ୍ୟାନ୍ସ ଠାରୁ ଅଭିନୟ ଯାଏ ।ତେବେ ସବୁ ଜିନିଷର ମଜା ଓ ଆନନ୍ଦ କିଛି ନିଆରା ଥାଏ ତେବେ ଡ଼୍ୟାନ୍ସ ଏମିତି ଗୋଟିଏ ଏମିତି କଳା ଯାହାକୁ ଦେଖିଲେ ହିଁ ନିଜ ଭିତରୁ ହିଁ ଡ୍ୟାନ୍ସ କରିବାକୁ ମନ ଟାଣି ହେଇଥାଏ ।ଏଥିରେ  ସେମିତି କିଛି ସ୍ପେସିଆଲ ଟ୍ରେନିଂ ନନେଇ ବି କରିପାରିବେ।

ଆଉ ଆଜିର ସମୟରେ ଡ୍ୟାନ୍ସ ଠାରୁ ବଡ଼ କିଛି ଉପାୟ ନାହିଁ ଯାହା ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ ।ତେବେ ଅନେକ ସମୟରେ ବିଭିନ୍ନ ଡ଼୍ୟାନ୍ସ ଭିଡ଼ିଓ ଗୁଡିକ ଆପଣ ସୋସିଆଲ ମେଡ଼ିଆରେ ଦେଖିଥିବେ ।କିନ୍ତୁ ଆଜି ଆମେ ଯେଉଁ ଘଟଣା କଥା କହିବୁ ତାହା ବି ଏକ ଡ୍ୟାନ୍ସ ଭିଡ଼ିଓର କଥା କିନ୍ତୁ ଆଶ୍ଚର୍ଯ୍ୟ କର କଥା ହେଉଛି କି ଏଥିରେ ଜଣେ କଲେଜ ଲେକଚର ଡ୍ୟାନ୍ସ କରି ପୁରା ମାହଲରେ ଯାଦୁ ତିଆରି କରିଦେଇଛନ୍ତି ।

ତେବେ ବାସ୍ତବ ଘଟଣା ଅନୁଯାୟୀ ଗୋଟିଏ କଲେଜରେ କିଛି ଗୋଟିଏ ପ୍ରୋଗ୍ରାମ ରେ ପିଲାମାନେ ଡ୍ୟାନ୍ସ କରୁଥିଲେ ଆଉ ପରେ ସେହି ମ୍ୟାଡେମ କୁ କହିବାରୁ ସେ “ଟିପ ଟିପ ବର୍ଷା ପାନି” ଗୀତରେ ଖୁବ ସୁନ୍ଦର ଡ୍ୟାନ୍ସ କରିଥିଲେ ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ କେହି ମ୍ୟାଡେମ ଏମିତି ଡ୍ୟାନ୍ସ ବି କରିପାରନ୍ତି କି ।ତେବେ ପରେ ପିଲା ମସନେ ମ୍ୟାଡେମ ଙ୍କ ଡ୍ୟାନ୍ସରେ ଖୁବ ଜୋରରେ ତାଳି ମାରିଥିଲେ ଯାହା ଏହି ଭିଡ଼ିଓରୁ ଜଣା ପଡିଛି ।କିନ୍ତୁ ପରବର୍ତ୍ତୀ ସମୟରେ ଏହି ଡ୍ୟାନ୍ସ ଭିଡ଼ିଓଟି ସୋସିଆଲ ମେଡ଼ିଆରେ ଖୁବ ଚର୍ଚ୍ଚାରେ ରହିଛି। ଆଉ ସମସ୍ତେ ଏହାକୁ ପସନ୍ଦ କରିବା ସହିତ ତାଙ୍କୁ ଆଗକୁ ବଡ଼ିବାକୁ ପ୍ରତ୍ସାହନ ଦେଇଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।